ଖେଳ

ବିଶ୍ୱ ରେକର୍ଡ ହାସଲ କଲେ ଅଶ୍ୱିନ-ଆୟର ଯୋଡି

ଢାକା,୨୫।୧୨: ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ବାଂଲାଦେଶକୁ ୨-୦ରେ ପରାସ୍ତ କରିଛି। ଭାରତ ପାଇଁ ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଶ୍ରେୟସ ଆୟର ବିଜୟର ହିରୋ ଥିଲେ। ଉଭୟ ଏହି ମ୍ୟାଚରେ ୭୧ ରନର ଏକ…

ମହାନ ଫୁଟବଲର୍‌ ପେଲେଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ବ୍ରାସିଲା,୨୫।୧୨: କ୍ୟାନ୍‌ସର ରୋଗ ସହ ଲଢୁଥିବା ବ୍ରାଜିଲର ଫୁଟବଲ ମହାନ ଖେଳାଳି ପେଲେଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁନାହିଁ। ସେ ସାଓ ପାଉଲୋରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟକୁ ଦେଖି ସମ୍ପର୍କୀୟମାନେ ଡାକ୍ତରଖାନାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ପେଲେଙ୍କ ସ୍ବାସ୍ଥ୍ୟ…

ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ୩ ଓ୍ବିକେଟରେ ହରାଇଲା ଭାରତ…

ଢାକ୍କା,୨୫।୧୨ : ଦୁଇଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ବାଂଲାଦେଶକୁ ତିନି ୱିକେଟରେ ପରାସ୍ତ କରିଛି। ମ୍ୟାଚର ଚତୁର୍ଥ ଦିନରେ ରବିବାର ୭ ୱିକେଟ ହରାଇବା ସହିତ ଭାରତ ୧୪୫ ରନର ଲକ୍ଷ୍ୟ ହାସଲ କରିଥିଲା। ସପ୍ତମ ୱିକେଟ ପାଇଁ…

ଓଡ଼ିଶାର ଆଧିପତ୍ୟ ଜାରି

ଭୁବନେଶ୍ୱର, ୨୫ା୧୨: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଚାଲିଥିବା ଅଲ୍‌ ଇଣ୍ଡିଆ ଓପନ କରାଟେ ପ୍ରତିଯୋଗିତାରେ ଓଡ଼ିଶାର ପ୍ରଧାନ୍ୟ ଅବ୍ୟାହତ ରହିଛି। ୧୧ବର୍ଷ ମହିଳା କାଟା ପୁଲ୍‌ରେ ଗୁଜରାଟର ବଂଶୀ ପଟେଲ ଏକ ସ୍ବର୍ଣ୍ଣ ପଦକ ଶନିବାର ଫଇସଲା ହୋଇଥିବା…

ପୁଣି ପାକିସ୍ତାନ କ୍ରିକେଟକୁ ଫେରିଲେ ଆଫ୍ରିଦି, ମିଳିଲା ଏହି ଗୁରୁ ଦାୟିତ୍ୱ

ଇସଲାମାବାଦ,୨୪।୧୨: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଶନିବାର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କୁ ଗୁରୁ ଦାୟିତ୍ୱ ଦେଇଛି। ତାଙ୍କୁ ଜାତୀୟ ଚୟନ କମିଟିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଶାହିଦ ଏହି ୪ ଜଣିଆ କମିଟିର ନେତୃତ୍ୱ ନେବେ। ଆଫ୍ରିଦିଙ୍କ ବ୍ୟତୀତ…

ଆଉଟ୍‌ ହେବା ପରେ ଖୁସି ମନାଇଲେ ବାଲାଂଦେଶ ଖେଳାଳି, ରାଗରେ ନିଆଁବାଣ ହେଲେ କୋହଲି…

ଢାକା,୨୪।୧୨: ପୁଣି ରାଗରେ ନିଆଁବାଣ ହୋଇଛନ୍ତି ବିରାଟ କୋହଲି। ବାଲାଂଦେଶ ବିପକ୍ଷରେ ଜାରି ଦ୍ୱିତୀୟ ଟେଷ୍ଟରେ ତାଙ୍କର ଏଭଳି ରୂପ ଦେଖିବାକୁ ମିିଳିଛି। ଆଉଟ୍‌ ହେବା ସମୟରେ ସେ ବାଲାଂଦେଶର ଖେଳାଳିଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତି ଏପରି…

ରୋମାଞ୍ଚକର ସ୍ଥିତିରେ ଢାକା ଟେଷ୍ଟ: ୫୦ ନପୂରୁଣୁ ୪ ଉଇକେଟ ହରାଇଲା ଭାରତ

ଢାକା,୨୪।୧୨: ରେମାଞ୍ଚକର ସ୍ଥିତିରେ ପହଞ୍ଚିଛି ଢାକା ଟେଷ୍ଟ। ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତକୁ ବିଜୟ ଲାଗି ୧୪୫ ରନ୍‌ର ଟାର୍ଗେଟ ମିଳିଛି। ତେବେ ଶନିବାର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍‌ ୪ ଉଇକେଟ ହରାଇ ୪୫…

ପିଲାଦିନୁ ମା’ବାପାଙ୍କୁ ହରାଇଥିଲେ, କ୍ରିକେଟ ହିଁ ପାଲଟିଥିଲା ବନ୍ଧୁ; ଆଇପିଏଲ୍‌ ନିଲାମି ପରେ ହେଲେ କୋଟିପତି…

ଶ୍ରୀନଗର,୨୪।୧୨: ଆଇପିଏଲ୍‌ ୨୦୨୩ ଲାଗି ଅନୁଷ୍ଠିତ ମିନି ଅକ୍ସନରେ ଜମ୍ମୁ-କଶ୍ମୀରର ବିବ୍ରାନ୍ତ ଶର୍ମାଙ୍କୁ କିଣିଛି ସନରାଇଜର୍ସ ହାଇଦ୍ରାବାଦ। ଏହି ୨୩ ବର୍ଷୀୟ କ୍ରିକେଟରଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ଥିବା ବେଳେ ତାଙ୍କୁ ୨.୬ କୋଟି ଟଙ୍କାରେ କିଣାଯାଇଥିଲା। ତେବେ…

ନିଲାମ ପୂର୍ବଦିନ ରାତିରେ ଶୋଇପାରି ନ ଥିଲି: ସାମ୍‌ କୁରାନ

ନୂଆଦିଲ୍ଲୀ,୨୪।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୩ ଲାଗି ଶୁକ୍ରବାର ଅନୁଷ୍ଠିତ ମିନି ଅକ୍ସନରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ବିକ୍ରି ହୋଇଥିଲେ ଇଂଲଣ୍ଡର ସାମ୍‌ କୁରାନ୍‌। ଅନେକ ଫ୍ରାଞ୍ଚାଇଜ୍‌ ତାଙ୍କୁ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ ହେଁ ପଞ୍ଜାବ କିଙ୍ଗ୍ସ ତାଙ୍କୁ ୧୮.୫…

ବାଂଲାଦେଶ ୨୩୧ରେ ଅଲ୍‌ଆଉଟ, ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

ଢାକା,୨୪।୧୨: ଭାରତ ବିପକ୍ଷ ଅନ୍ତିମ ଟେଷ୍ଟର ଶନିବାର ତୃତୀୟ ଦିନରେ ବାଂଲାଦେଶ ଦ୍ୱିତୀୟ ଇନିଂସରେ ୨୩୧ ରନ୍‌ କରିବାରେ ସକ୍ଷମ ହୋଇଛି। ଫଳରେ ପ୍ରଥମ ଇନିଂସରେ ୮୭ ରନ୍‌ର ଆଗୁଆ ଥିବା ଭାରତ ଆଗରେ ୧୪୫ ରନ୍‌ର ଟାର୍ଗେଟ ରଖିଛି ବାଂଲାଦେଶ।…

ଓଡ଼ିଶା ରଣଜୀ ଦଳରେ ୪ ପରିବର୍ତ୍ତନ

ଭୁବନେଶ୍ୱର,୨୪।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରଣଜୀ ଟ୍ରଫି ଦଳର ଆରମ୍ଭ ଭଲ ହୋଇନାହିଁ। ବରୋଦା ବିପକ୍ଷରେ ଦଳ ପ୍ରଥମ ଇନିଂସରେ ପଛୁଆ ରହି ମ୍ୟାଚ ଡ୍ର ରଖିଥିବାବେଳେ ଉତ୍ତରାଖଣ୍ଡ ନିକଟରୁ ଇନିଂସ ପରାଜୟ ବରଣ କରିଛି। ଫଳସ୍ବରୂପ ପରବର୍ତ୍ତୀ ୨ଟି ମ୍ୟାଚ ପାଇଁ…

କ୍ରୀଡ଼ାର ଅର୍ଥ ସ୍ବଚ୍ଛତା, ସଚ୍ଚୋଟତା ଓ ସମ୍ମାନ: ପଙ୍କଜ

ଭୁବନେଶ୍ୱର, ୨୪।୧୨(କ୍ରୀଡ଼ା ପ୍ରତିନିଧି): ଭାରତର ପ୍ରମୁଖ ଫେରୋ ଆଲଏଜ ଉତ୍ପାଦନକାରୀ କମ୍ପାନୀ ଇମ୍ଫାଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୂଲ୍ୟରେ ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ପ୍ରତିଭା ସମ୍ପନ୍ନ ଅନ୍ତର୍ଜାତୀୟ ଅଭିଜ୍ଞ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?