ଖେଳ

ମରକ୍କୋ ଆଗରେ ଫ୍ରାନ୍ସ ଚ୍ୟାଲେଞ୍ଜ

ଦୋହା,୧୪।୧୨(ପି.ଟି.): ଇତିହାସ ସୃଷ୍ଟି କରିଥିବା ମରକ୍କୋ ଆଗରେ ରହିଛି ଫ୍ରାନ୍ସର ଚ୍ୟାଲେଞ୍ଜ। ପ୍ରଥମ ଆଫ୍ରିକୀୟ ରାଷ୍ଟ୍ର ଭାବରେ ମରକ୍କୋ ଫିଫା ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ବୁଧବାର ଡିଫେଣ୍ଡିଂ ଚାମ୍ପିୟନ୍‌ ଫ୍ରାନ୍ସ ବିପକ୍ଷରେ ମ୍ୟାଚ କଷ୍ଟସାଧ୍ୟ ହେବ। ଲିଓନେଲ ମେସି…

ଫାଇନାଲରେ ଆର୍ଜେଣ୍ଟିନା

ଦୋହା, ୧୪।୧୨: ଦୁଇଥର ଚାମ୍ପିୟନ ଆର୍ଜେଣ୍ଟିନା ଚଳିତ ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଲୁସେଲ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଲିଓନେଲ ମେସିଙ୍କ ଦଳ ୩-୦ ଗୋଲରେ କ୍ରୋଏସିଆକୁ ପରାସ୍ତ କରିଛି। ଫଳରେ ଗତ ସଂସ୍କରଣର ରନରଅପ୍‌ କ୍ରୋଏସିଆର…

ଆଜିଠାରୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଚଟ୍ଟୋଗ୍ରାମ,୧୪।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧୪ ଡିସେମ୍ବର ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଚଟ୍ଟୋଗ୍ରାମରେ ଖେଳାଯିବ। ଏହି ମ୍ୟାଚରେ ଭାରତ ନିୟମିତ ଅଧିନାୟକ ରୋହିତ…

ଟି୨୦ରୁ ରୋହିତ ହେବେ ବିଦା, ପ୍ରତି ଫର୍ମାଟ ଲାଗି ଭିନ୍ନ ଟିମ୍‌ !

ନୂଆଦିଲ୍ଲୀ,୧୩।୧୨: ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍‌ ଇଣ୍ଡିଆ(ବିସିସିଆଇ)। ନୂଆ ବର୍ଷଠାରୁ ଏହି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଚଳିତ ମାସ ୨୧ରେ ବୋର୍ଡର ଆପେକ୍ସ କାଉନସିଲରର ଏକ ବୈଠକ ହେବ। ଏଥିରେ ଭାରତୀୟ ଟିମ୍‌ରେ…

ରୋହିତଙ୍କ ସ୍ଥାନରେ ଓପନିଂ କରିବେ ଶୁଭମନ , ରଣନୀତି ରହିବ କିଛି ଏଭଳି…

ନୂଆଦିଲ୍ଲୀ,୧୩।୧୨: ବାଲାଂଦେଶ ବିପକ୍ଷ ଦିନିକିଆ ସିରିଜରେ ପରାଜିତ ହେବା ପରେ ଏବେ ଟେଷ୍ଟ ସିରିଜ ଲାଗି ଅଣ୍ଟା ଭିଡିଲାଣି ଟିମ୍‌ ଇଣ୍ଡିଆ। ନିୟମିତ ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିବା କାରଣରୁ କେ.ଏଲ୍‌. ରାହୁଲ ସିରିଜରେ ଦଳର ନେତୃତ୍ୱ ନେବେ। ତେବେ…

ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଲେ ଜୋ ରୁଟ୍‌

ଲଣ୍ଡନ,୧୨।୧୨: ଇଂଲଣ୍ଡର ତାରକା ଖେଳାଳି ଜୋ ରୁଟ ତାଙ୍କ ଟେଷ୍ଟ କ୍ରିକେଟରେ ବ୍ୟାଟିଂ ପାଇଁ ଜଣାଶୁଣା, କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ତିନି ଉଇକେଟ ନେଇ ବୋଲିଂରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ। ଏହା ସହ ସେ ଦୁନିଆର ସର୍ବଶ୍ରେଷ୍ଠ ଅଲରାଉଣ୍ଡର…

ଓଡ଼ିଶାର ତରୁଣଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୧୩ା୧୨ (ସ୍ପୋଟର୍‌ସ ବ୍ୟୁରୋ): ଥାଇଲାଣ୍ଡର ଫୁକେଟଠାରେ ୧୩ତମ ଓ୍ବାଲର୍‌ଡ ବଡି ବିଲ୍‌ଡିଂ ଓ ଫିଜିକ୍‌ ସ୍ପୋଟର୍‌ସ ଚାମ୍ପିୟନଶିପ୍‌-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘର ସଭାପତି ସୁମିତ୍ରା ତ୍ରିପାଠୀଙ୍କ ନେତୃତ୍ୱରେ ଓଡ଼ିଶାର ଏକ ୬ ଜଣିଆ ଦଳ ଅଂଶଗ୍ରହଣ…

ସତର୍କ ରହିବା ଜରୁରୀ

ଡିଏଗୋ ମାରାଡୋନା ଯାହା କରି ଦେଖାଇଥିଲେ ତାହା ଲିଓନେଲ ମେସି ଯଦି କରି ଦେଖାଇଦିଅନ୍ତି ତେବେ ଆର୍ଜେଣ୍ଟିନା ତୃତୀୟଥର ବିଶ୍ୱକପ୍‌ ହାସଲ କରିପାରିବ। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆଗକୁ ଦୁଇଟି ମ୍ୟାଚ୍‌ ଜିତିବାକୁ ହେବ। ପ୍ରଥମେ ଟୁର୍ନାମେଣ୍ଟରେ ସ୍ଥିର…

ସେମିଫାଇନାଲ ପାଇଁ ‘ଅଲ ହିଲ୍ମ’

ଦୋହା,୧୩ା୧୨ : ଫିଫା ବିଶ୍ୱକପ ୨୦୨୨ ସେମି ଫାଇନାଲ ପାଇଁ ନୂତନ ବଲ ଉନ୍ମୋଚନ କରିଛି ଆଦିଦାସ। ଏହି ବଲର ନାମ ଅଲ ହିଲ୍ମ ରଖାଯାଇଛି॥ ପୂର୍ବରୁ କ୍ୱାର୍ଟର ଫାଇନାଲ ଯାଏ ବଲ ଅଲ ରିହଲା ବ୍ୟବହାର କରାଯାଉଥିବା ବେଳେ ସେମି…

ମେସିଙ୍କ ସ୍ବପ୍ନ ଭାଙ୍ଗିବା ଲକ୍ଷ୍ୟରେ କ୍ରୋଏସିଆ

ଅଲ ଖୋର,୧୩ା୧୨: କ୍ୱାର୍ଟର ଫାଇନାଲରେ ବ୍ରାଜିଲ ସୁପର ଷ୍ଟାର ନେମାରଙ୍କ ବିଶ୍ୱକପ୍‌ ସ୍ବପ୍ନକୁ ଶେଷ କରିବା ପରେ ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି କ୍ରୋଏସିଆ। ଚଳିତ ବିଶ୍ୱକପ୍‌ରେ ବିପର୍ଯ୍ୟୟ ପରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଥମେ ନେମାର…

ବଟଲର, ଅମିନ ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ,୧୨ା୧୨: ନଭେମ୍ବର ମାସରେ ଉତ୍ତମ ପ୍ରଦର୍ଶନ ପାଇଁ ଇଂଲଣ୍ଡର ଟି୨୦ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଜୋସ୍‌ ବଟଲର ପ୍ରଥମ ଥର ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ପୁରୁଷ ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ପାକିସ୍ତାନର ସିଦ୍ରା ଅମିନ କ୍ରମାଗତ…

ଇତିହାସ ରଚିଲେ ସ୍ମୃତି ମନ୍ଧାନା

ମୁମ୍ବାଇ,୧୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ୧୧ ଡିସେମ୍ବରରେ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ସୁପର ଓଭରରେ ଜିତିଥିଲା। ମ୍ୟାଚର ହିରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?