Posted inଖେଳ

ଶାହାଙ୍କୁ ଭେଟିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ, କହିଲେ…

ନୂଆଦିଲ୍ଲୀ,୨।୩: ସୋସିଆଲ ମିଡିଆରେ ହିନ୍ଦୀରେ ପୋଷ୍ଟ ଶେୟାର କରି ଚର୍ଚ୍ଚାରେ ରହୁଥିବା ଇଂଲଣ୍ଡର ପୂର୍ବତନ ଅଧିନାୟକ ଏବେ ଭାରତ ଗସ୍ତରେ ଅଛନ୍ତି। ୪୨ ବର୍ଷର କେଭିନ ପିଟରସେନ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଶାହାଙ୍କୁ ଭେଟିବା ପରେ ପିଟରସନ ତାଙ୍କ ଟୁଇଟର ଆକାଉଣ୍ଟରୁ ଦୁଇଟି ଫଟୋ ଶେୟାର କରିଛନ୍ତି। ଏଥିରେ ଉଭୟ ପରସ୍ପର ସହ ଆଲୋଚନା କରୁଥିବା ଦେଖାଯାଉଛି। ପିଟରସେନ ଫଟୋ ଶେୟାର କରି ଲେଖିଛନ୍ତି, ଆଜି ସକାଳେ ଚମତ୍କାର ସ୍ବାଗତ ପାଇଁ ଶାହାଙ୍କୁ ଧନ୍ୟବାଦ। ଆକର୍ଷକ ବାର୍ତ୍ତାଳାପ। ଆପଣ ଜଣେ ଦୟାଳୁ, ଯତ୍ନଶୀଳ ଏବଂ ପ୍ରେରଣାଦାୟକ ବ୍ୟକ୍ତି।

ପିଟରସେନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି। ସେ ସୋସିଆଲ ମିଡିଆରେ ଇଂରାଜୀ ସହିତ ହିନ୍ଦୀରେ ପୋଷ୍ଟ ଶେୟାର କରିଥାନ୍ତି। ୨୦୦୪ ରେ ଡେବ୍ୟୁ କରିଥିବା ପିଟରସେନ ଇଂଲଣ୍ଡ ପାଇଁ ୧୦୪ ଟେଷ୍ଟରେ ୮,୧୮୧ ରନ ସଂଗ୍ରହ କରିଛନ୍ତି ଏବଂ ୧୦ ଉଇକେଟ ମଧ୍ୟ ନେଇଛନ୍ତି। ୧୩୬ ଦିନିକିଆରେ ୪,୪୪୦ ରନ୍‌ ଏବଂ ୭ ଉଇକେଟ ନେଇଛନ୍ତି। ସେହିଭଳି ୩୭ ଟି-୨୦ରେ ପିଟରସେନ ୧,୧୭୬ ରନ ଏବଂ ୧ ଉଇକେଟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଶୀର୍ଷକୁ ଫେରିଲା ସିଏସ୍‌କେ

ଶାରଜା,୨୪।୯: ସ୍ଥାନୀୟ ଶାରଜା ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୬ ଉଇକେଟରେ ହରାଇ ଦେଇଛି ଚେନ୍ନାଇ ସୁପର କିଙ୍ଗ୍ସ...

୧୩୧ ବର୍ଷର ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର

ପାଲିକେଲ,୨୮।୪: ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର ଭାବେ ଶେଷ ହୋଇଛି। ବାଂଲାଦେଶ ଓପନର୍‌ ତମିମ ଇକବାଲ ମ୍ୟାଚର ଶେଷ...

ରାଜୀବ ଶୁକ୍ଳା ପୁଣି ହେବେ ବିସିସିଆଇ

ନୂଆଦିଲ୍ଲୀ, ୧୮ା୧୨ (ପି.ଟି.)-ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଭେଟେରାନ କଂଗ୍ରେସ ନେତା ରାଜୀବ ଶୁକ୍ଳା ପୁଣିଥରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଉପସଭାପତି...

ଫର୍ମକୁ ଫେରି ସମସ୍ତଙ୍କ ମୁହଁ ବନ୍ଦ କଲେ ଏହି ଭାରତୀୟ କ୍ରିକେଟର: ଦୀର୍ଘ ବର୍ଷେ ପରେ…

ପୁଣେ,୨୬।୩: ଭାରତ-ଇଂଲଣ୍ଡ ମଧ୍ୟରେ ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଶନିବାର ଖେଳାଯାଉଛି। ଏଥିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସମାଲୋଚନା ଉପରେ ପୂର୍ଣ୍ଣଚ୍ଛେଦ...

ଅଷ୍ଟ୍ରେଲିଆରେ ଖେଳିବ ଭାରତୀୟ ମହିଳା ଏ’ ଦଳ

ନୂଆଦିଲ୍ଲୀ,୧୭ା୫- ଭାରତୀୟ ମହିଳା ଏ’ ଦଳ ଲାଗି ସିରିଜ୍‌ ଆୟୋଜନ କରିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଶୁକ୍ରବାର ସ୍ପଷ୍ଟ କରିଛି। ଚଳିତ ଡିସେମ୍ବରରେ ଭାରତୀୟ...

ରେଲଓ୍ବେକୁ ଜାତୀୟ ମହିଳା ଦିନିକିଆ ଟାଇଟଲ

ରାଜକୋଟ, ୫ା୪ (ପି.ଟି.)-ଝାଡ଼ଖଣ୍ଡକୁ ୭ ଉଇକେଟରେ ପରାସ୍ତ କରି ଭାରତୀୟ ରେଲଓ୍ବେ ଦଳ ପୁଣି ଥରେ ଜାତୀୟ ମହିଳା ଦିନିକିଆ କ୍ରିକେଟ ଚାମ୍ପିୟନଶିପ୍‌ ଟାଇଟଲ ହାସଲ...

ସ୍ଲିମ୍‌-ଟ୍ରିମ୍‌ କ୍ରିକେଟର ଆବଶ୍ୟକ ତ ଫ୍ୟାଶନ୍‌ ଶୋ’କୁ ଯାଅ: ଗାଭାସ୍କର

ନୂଆଦିଲ୍ଲୀ,୨୦।୧: ଘରୋଇ ଶୃଙ୍ଖଳାରେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସରଫରାଜ ଖାଁଙ୍କୁ ଟିମ୍‌ ଇଣ୍ଡିଆରେ ସୁଯୋଗ ମିଳୁନାହିଁ। ଗତ ତିନୋଟି ଘରୋଇ ସିଜନରେ ସେ...

‘୪ ଓଭର ବୋଲିଂ କରି ଥକି ପଡ଼ୁଛନ୍ତି ପେସର’

ନୂଆଦିଲ୍ଲୀ,୧।୭: ମାତ୍ର ୪ ଓଭର ବୋଲିଂ କରିବା ପରେ ବର୍ତ୍ତମାନ ପୀଢ଼ିର ବୋଲରମାନେ ଥକି ପଡ଼ୁଛନ୍ତି। କାର୍ଯ୍ୟଭାର ଯୋଗୁ ସେମାନଙ୍କୁ ୪ ଓଭରରୁ ଅଧିକ ବୋଲିଂ...

Advertisement
Archives

Model This Week