ଖେଳ

ରାଜକୋଟରେ ଖେଳାଯିବ ନିର୍ଣ୍ଣାୟକ ମୁକାବିଲା, କିଛି ଏଭଳି ରହିଛି ଟିମ୍‌ ଇଣ୍ଡିଆର ରେକର୍ଡ

ନୂଆଦିଲ୍ଲୀ,୬।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜ ଖେଳାଯାଉଛି। ତିନି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଉଭୟ ଟିମ୍‌ ୧-୧, ବରାବର ସ୍ଥିତିରେ ରହିଛି। ଏଣୁ ଶନିବାର ରାଜକୋଟରେ ଖେଳାଯିବାକୁ ଥିବା ଅନ୍ତିମ ଟି୨୦ ନିର୍ଣ୍ଣାୟକ ହେବ। ପୂର୍ବ ରେକର୍ଡକୁ…

ପ୍ରସିଦ୍ଧ ପେନାଲ୍‌ଟି କର୍ନର ଓ ଡ୍ରାଗ୍‌ଫ୍ଲିକ୍‌ ବିଶେଷଜ୍ଞ

ଗତ ଡିସେମ୍ବର ୧୬ ତାରିଖରେ ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଦେଶର ଖ୍ୟାତିସମ୍ପନ୍ନ ହକି କୋଚ୍‌ ଏବଂ କ୍ରୀଡ଼ା ବିଜ୍ଞାନୀ ଡ. ଜାସୁ ଜୋସେଫଙ୍କର ଇଂଲିଶ ପୁସ୍ତକ ”ସିଜିଙ୍ଗ ଦି ଅପର୍ଚୁନିଟି“ (ହକି ଖେଳରେ…

ହକି ବିଶ୍ୱକପ୍‌

ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍‌। ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ଏହି ହକି ମହାକୁମ୍ଭ। ଏଥର ଦୁଇଟି ସହର ଭୁବନେଶ୍ୱର ଏବଂ ରାଉରକେଲାରେ ୨୯ ତାରିଖ ପର୍ଯ୍ୟନ୍ତ ହେବ ଏହି ମେଗା ପ୍ରତିଯୋଗିତା।…

ପନ୍ତଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଲେ ଉର୍ବଶୀ! ୟୁଜର୍ସ କହିଲେ ଝିଅ ପାଗଳ ହୋଇଯାଇଛି

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତ ଡିସେମ୍ବର ୩୦ରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଏବେ ଚିକିତ୍ସାଧିନ ଅଛନ୍ତି । ନିକଟରେ ତାଙ୍କୁ ଡେରାଡୁନରୁ ଏୟାର ଲିପ୍ଟ କରାଯାଇ ମୁମ୍ବାଇ ଲିଗାମେଣ୍ଟ ସର୍ଜରି ପାଇଁ ସିପ୍ଟ କରାଯାଇଛି । ମୁମ୍ବାଇର…

କାମ ଦେଲାନି ସୂର୍ଯ୍ୟକୁମାର, ଅକ୍ଷରଙ୍କ ଧୂଆଁଧାର ବ୍ୟାଟିଂ

ପୁଣେ,୫ା୧: ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଗୁରୁବାର ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କା ୧୬ ରନ୍‌ରେ ବିଜୟ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା କୁଶାଲ ମେଣ୍ଡିସ୍‌ ୫୨ ଓ ଦାଶୁନ ସନକାଙ୍କ…

ଭାରତ ଆଗରେ ୨୦୭ ରନ୍‌ର ଟାର୍ଗେଟ

ପୁଣେ,୫।୧: ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରିଥିଲା। ଶ୍ରୀଲଙ୍କାର ଦୁଇ…

ବିଶ୍ୱକପ୍‌ରୁ ବାଦ୍‌ ପଡିପାରନ୍ତି ପନ୍ତ

ନୂଆଦିଲ୍ଲୀ,୫।୧: ଭାରତୀୟ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ଦୁର୍ଘଟଣା ପରେ ଏବେ ସେ ଚିକିତ୍ସାଧୀନ ଅଛନ୍ତି। ପନ୍ତଙ୍କ ଏହି ଦୁର୍ଘଟଣା ପରେ ସେ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ସାମିଲ ହେବେ ବୋଲି କୁହାଯାଉଥିଲା। ହେଲେ ବର୍ତ୍ତମାନ…

ଶ୍ରୀଲଙ୍କାର ଦମ୍‌ଦାର ବ୍ୟାଟିଂ

ପୁଣେ,୫।୧: ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରିଛି। ଶ୍ରୀଲଙ୍କାର…

ବାଦ୍‌ ପଡ଼ିଲେ ସଞ୍ଜୁ, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୫।୧: ଭାରତ-ଶ୍ରୀଲଙ୍କା ମଧ୍ୟରେ ଜାରି ରହିଥିବା ଟି୨୦ ସିରିଜକୁ ନେଇ ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଅନ୍ତିମ ଦୁଇ ମ୍ୟାଚ୍‌ ଲାଗି ଟିମ୍‌ରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଉଇକେଟ କିପର ବ୍ୟାଟ୍ସମ୍ୟାନ ଜିତେଶ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ସଞ୍ଜୁ…

ଭାରତ ‘ବିଶ୍ୱ ହକି କପ୍‌ ଜିତିଲେ ଖେଳାଳିଙ୍କୁ କୋଟିଏ ଲେଖାଏଁ ପୁରସ୍କାର’

ଭୁବନେଶ୍ୱର,୫ା୧(ବ୍ୟୁରୋ): ଭାରତୀୟ ହକି ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ହକି ବିଶ୍ବକପ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ରାଉରକେଲାରେ ଖେଳାଳିଙ୍କୁ ଭେଟିବା ସମୟରେ ଏହି ଘୋଷଣା କରିଛନ୍ତି…

ସାର୍‌ ଡନ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ସ୍ମିଥ୍‌

ସିଡନୀ,୫।୧: ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ସିଡନୀରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନରେ ଚା’ ବିରତି ପର୍ଯ୍ୟନ୍ତ ତିନି ଉଇକେଟ ହରାଇ ୩୯୪…

ଏସିଆ କପ୍‌ ୨୦୨୩: ଗୋଟିଏ ଗ୍ରୁପ୍‌ରେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୫।୧: ଏସିଆ କ୍ରିକେଟ୍‌ ପରିଷଦ ଅଧ୍ୟକ୍ଷ ଜୟ ଶାହା ୨୦୨୩ ଏବଂ ୨୦୨୪ ହେବାକୁ ଥିବା ଟୁର୍ନାମେଣ୍ଟର ସୂଚୀ ଜାରି କରିଛନ୍ତି। ୨୦୨୩, ସେପ୍ଟେମ୍ବରେ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌ରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?