ଖେଳ

‘୬ ବର୍ଷ ହେବ ଏହି ମୁହୂର୍ତ୍ତକୁ କରିଥିଲି ଅପେକ୍ଷା’

ମୁମ୍ବାଇ,୪।୧: ମୁମ୍ବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ରେ ଦ୍ରୁତ ବୋଲର ଶିବମ ମାଭି ଚମତ୍କାର ବୋଲିଂ କରିଥିଲେ। ସେ ଚାରି ଓଭରରେ ୨୨ ରନ ଦେଇ ଚାରିଟି ଉଇକେଟ ନେଇଥିଲେ। ଏହି ଡ୍ରିମ୍‌ ଡେବ୍ୟୁ ପରେ…

ବୃନ୍ଦାବନ ଗଲେ ବିରୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ କ୍ରିକେଟର ସ୍ବାମୀ ବିରାଟ କୋହଲି ନୂଆବର୍ଷ ପାଳନ କରି ୟୁଏଇରୁ ସିଧା ବୃନ୍ଦାବନ ଗସ୍ତରେ ଯାଇଛନ୍ତି। ସେଠାରେ ଏହି ଦମ୍ପତି ନିମ କରୋଲି ଆଶ୍ରମ ପହଞ୍ଚି ବାବାଙ୍କ ଆଶୀର୍ବାଦ ନେଇଛନ୍ତି। ବାବା ନିମ…

ବୁମ୍‌ରାଙ୍କ ରେକର୍ଡ ଭାଙ୍ଗିଲେ ଉମରାନ୍‌

ମୁମ୍ବାଇ,୪।୧: ଭାରତ ବିଜୟର ସହ ବର୍ଷ ଆରମ୍ଭ କରିଛି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଟିମ ଇଣ୍ଡିଆ ୨ ରନରେ ଜିତିଥିଲା। ଏହି ମ୍ୟାଚରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା। ଶ୍ରୀଲଙ୍କା ଦଳ ୧୬୨ ରନ ଲକ୍ଷ୍ୟ ହାସଲ…

ରିଷଭ ପନ୍ତକୁ କରାଯିବ ମୁମ୍ବାଇ ସ୍ଥାନାନ୍ତର

ମୁମ୍ବାଇ,୪।୧: ଡିସେମ୍ବର ୩୦ରେ ଏକ କାର ଦୁର୍ଘଟଣାରେ ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ସେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଉନ୍ନତ ଚିକିତ୍ସା ପାଇଁ ପନ୍ତକୁ ମୁମ୍ବାଇ ସ୍ଥାନାନ୍ତର କରାଯିବ।…

ପ୍ରଥମ ଓଭରରେ ଉନାଡକଟ୍‌ଙ୍କ ହାଟ୍ରିକ୍‌

ରାଜକୋଟ,୪।୧: ଭାରତୀୟ ଦଳ ପାଇଁ ୧୦ ବର୍ଷ ପରେ ଟେଷ୍ଟ ଖେଳିଥିବା ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଡକଟ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ପ୍ରଥମ ଖେଳାଳି ଭାବରେ ସେ ରଣଜୀ ଟ୍ରଫି ମ୍ୟାଚର ପ୍ରଥମ ଓଭରରେ ହାଟ୍ରିକ ଅର୍ଜନ…

ନେକ୍ରୋପୋଲ ଏକୁମେନ୍ସିଆରେ ପେଲେଙ୍କ ଶେଷକୃତ୍ୟ

ସାଣ୍ଟୋସ, ୪।୧(ପି.ଟି.): ବିଶ୍ୱ ଫୁଟବଲର ଯାଦୁକର ପେଲେଙ୍କ ଅନ୍ତ୍ୟେଷ୍ଟିକ୍ରିୟା ମଙ୍ଗଳବାର ସମ୍ପନ୍ନ ହୋଇଛି। ଅନ୍ତିମ ଦର୍ଶନ ପାଇଁ ଲକ୍ଷାଧିକ ଲୋକଙ୍କ ଜନସମାଗମ ହୋଇଥିବା ବେଳେ ବ୍ରାଜିଲରେ ଲାଗିରହିଥିଲା ଶୋକରଛାୟା। ଲକ୍ଷାଧିକ ପ୍ରଶଂସକଙ୍କ ଭିଡ ମଧ୍ୟରେ ପେଲେଙ୍କ ମରଶରୀର ଭିଲା ବେଲ୍‌ମିରୋ ଷ୍ଟାଡିୟମରୁ…

ଭାରତୀୟ ଦିନିକିଆ ଦଳରେ ବୁମ୍‌ରା ସାମିଲ

ମୁମ୍ବାଇ, ୪।୧(ପି.ଟି.): ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ପାଇଁ ଷ୍ଟାର ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କୁ ମଙ୍ଗଳବାର ଭାରତୀୟ ଦିନିକିଆ କ୍ରିକେଟ ଦଳରେ ସାମିଲ କରାଯାଇଛି। ଜାନୁୟାରୀ ୧୦ରୁ ଆରମ୍ଭ ହେବାକୁଥିବା ଏହି ସିରିଜ ପାଇଁ…

ରାଜ୍ୟସ୍ତରକୁ ୧୦ ଖେଳାଳିଙ୍କୁ ଯୋଗ୍ୟତା

ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ସ୍କୁଲ୍ସ ସ୍ପୋଟର୍‌ସ ଆସୋସିଏଶନ ଆନୁକୂଲ୍ୟରେ ଆନ୍ତଃସ୍କୁଲ ଚେସ୍‌ ଚାମ୍ପିୟନଶିପ୍‌ ୟୁନିଟ-୮ ସରକାରୀ ବାଳକ ହାଇସ୍କୁଲ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବାଳିକା ବିଭାଗରେ ୪ ଓ ବାଳକରେ ୫ ରାଉଣ୍ଡ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ…

୧୯୭୩: ନେଦରଲାଣ୍ଡ୍ସକୁ ପ୍ରଥମ ଟାଇଟଲ

ବିଶ୍ୱକପ୍‌ର ଦ୍ୱିତୀୟ ସଂସ୍କରଣ ନେଦରଲାଣ୍ଡ୍ସର ଆମଷ୍ଟେଲଭିନଠାରେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପୂର୍ବ ସଂସ୍କରଣ ଅପେକ୍ଷା ଏଥିରେ ଦଳ ସଂଖ୍ୟା ୨ ବଢ଼ିଥିଲା। ୧୨ଟି ଦଳକୁ ନେଇ ହୋଇଥିଲା ଏହି ବିଶ୍ୱକପ୍‌। ପୂର୍ବ ଫର୍ମାଟ ଭଳି ଏଥର…

ନାଗାଲାଣ୍ଡର ସମ୍ମାନଜନକ ସ୍କୋର

ଭୁବନେଶ୍ୱର,୪।୧(କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ମଙ୍ଗଳବାର ଆରମ୍ଭ ହୋଇଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ନାଗାଲାଣ୍ଡ ସମ୍ମାନଜନକ ସ୍କୋର ଦିଗରେ ଅଗ୍ରସର ହୋଇଛି। ଚଳିତ ସିଜନରେ ୫ଟି ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ନାଗାଲାଣ୍ଡ ଉପରେ ଓଡ଼ିଶା ବୋଲରମାନେ…

ଭାରତର ରୋମାଞ୍ଚକ ବିଜୟ

ମୁମ୍ବାଇ, ୪।୧: ଦୀପକ ହୁଦା ଓ ଅକ୍ଷର ପଟେଲଙ୍କ ଦୃଢ଼ ବ୍ୟାଟିଂ ପରେ ପଦାର୍ପଣକାରୀ ଶିବମ୍‌ ମାଭିଙ୍କ ଚମତ୍କାର ବୋଲିଂ ବଳରେ ଭାରତ ମଙ୍ଗଳବାର ଅନୁଷ୍ଠିତ ସିରିଜର ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ ରୋମାଞ୍ଚକଭାବେ ୨ ରନରେ ପରାସ୍ତ କରିଛି।…

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୬୩…

ମୁମ୍ବାଇ,୩।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହୋଇଛି। ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଥିବା ଏହାର ପ୍ରଥମ ମ୍ୟାଚ ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବିଜୟ ସହ ସିରିଜ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?