ଖେଳ

ମାଲେସିଆ, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ ଦଳକୁ ସ୍ବାଗତ

ଭୁବନେଶ୍ୱର, ୭ା୧(କ୍ରୀଡ଼ା ପ୍ରତିନିଧି): ଆସନ୍ତା ହକି ବିଶ୍ୱକପ ଖେଳିବା ପାଇଁ ମାଲେସିଆ, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା ଓ ନ୍ୟୁଜିଲାଣ୍ଡ ଦଳ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦଳଗୁଡ଼ିକୁ ଭବ୍ୟ ସ୍ବାଗତ କରାଯାଇଛି। ଆଗାମୀ ବିଶ୍ୱକପ…

‘ଟ୍ରଫି ବଜାୟ ରଖିବାକୁ ଭୋକିଲା ଅଛୁ’

ଭୁବନେଶ୍ୱର, ୭ା୧(କ୍ରୀଡ଼ା ପ୍ରତିନିଧି): ୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ବିଶ୍ୱକପ୍‌ର ଗତ ସଂସ୍କରଣରେ ଚାମ୍ପିୟନ ହୋଇଥିବା ବେଲଜିୟମ ଦଳ ଶୁକ୍ରବାର ଏଠାରେ ପହଞ୍ଚତ୍ଛି। ବିଶ୍ୱ ହକିର ତାରକା ଖେଳାଳିଙ୍କୁ ସ୍ବାଗତ କରିବା ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବହୁ ସଂଖ୍ୟାରେ…

ସର୍ବଭାରତୀୟ ଓପନ ଗେଟ୍‌ବଲ ୮ରୁ

ଭୁବନେଶ୍ୱର, ୭ା୧(କ୍ରୀଡ଼ା ପ୍ରତିନିଧି): ଭାରତୀୟ ଗେଟ୍‌ ବଲ୍‌ ୟୁନିୟନ (ଆଇଜିୟୁ) ଆନୁକୂଲ୍ୟରେ ଚଳିତମାସ ୮ ଓ ୯ରେ ଭାରତୀୟ ଓପନ ଗେଟ୍‌ବଲ୍‌ ଟୁର୍ନାମେଣ୍ଟ୍‌ ସ୍ଥାନୀୟ କିଟ୍‌ ରଗ୍‌ବୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବିଭିନ୍ନ ରାଜ୍ୟ ଓ ସଂଘର ମୋଟ ୧୮ଟି ଦଳ…

ହକି ବିଶ୍ୱକପ୍‌ ପାଇଁ ବଶିଷ୍ଠଙ୍କ କ୍ୟାଲେଣ୍ଡର

ଭୁବନେଶ୍ୱର, ୭ା୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶାଠାରୁ ବେଶ୍‌ ଦୂର କେରଳ ରାଜ୍ୟର ସେ ବାସିନ୍ଦା। କାଲିକଟ୍‌ ସହର ମାଲ୍‌ବାର ଖ୍ରୀଷ୍ଟିଆନ କଲେଜର ଇତିହାସ ବିଭାଗର ଆସୋସିଏଟ୍‌ ପ୍ରଫେସର। ତାଙ୍କ ନାମ ହେଉଛି ବଶିଷ୍ଠ। ଓଡ଼ିଶାର ଦୁଇଟି ସହରରେ ହକି ବିଶ୍ୱକପ୍‌ ଆୟୋଜିତ ହେବାକୁ…

କାଦୁଲୁରି ଅଭିଷିକ୍ତାଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର,୭ା୧(ସ୍ପୋଟର୍‌ସ ବ୍ୟୁରୋ): ଡିସେମ୍ବର ୨୯ରୁ ତାମିଲନାଡୁର ନାଗର କଏଲ୍‌ଠାରେ ଚାଲିଥିବା ଆଇଡବ୍ଲ୍ୟୁଏଫ୍‌ ୟୁଥ୍‌ (ବାଳକ ଓ ବାଳିକା) ଜୁନିୟର ଓ ସିନିୟର (ପୁରୁଷ ଓ ମହିଳା) ଜାତୀୟ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ୨୦୨୨-୨୩ ଅନୁଷ୍ଠିତ ହେଉଛି। ଏଥିରେ ମହିଳା ୮୭ କେଜି ଜୁନିୟର…

ଓଡ଼ିଶା ଏଫ୍‌ସି ଦଳକୁ ପ୍ରି-କ୍ୱାର୍ଟର ଯୋଗ୍ୟତା

ଭୁବନେଶ୍ୱର, ୭ା୧(ସ୍ପୋଟର୍‌ସ ବ୍ୟୁରୋ): ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ୍‌) ପକ୍ଷରୁ ପାଟନାଠାରେ ଚାଲିଥିବା ହିରୋ ୧୭ବର୍ଷରୁ କମ୍‌ ୟୁଥ୍‌ କପ୍‌ରେ ଓଡ଼ିଶା ଏଫ୍‌ସି ରାଉଣ୍ଡ ଅଫ୍‌ ୧୬ ଅବା ପ୍ରି-କ୍ୱାର୍ଟର ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି। ଗ୍ରୁପ-ସି’ରେ ସ୍ଥାନ ପାଇଥିବା…

ଶାନ୍ତନୁଙ୍କ ଦ୍ୱିଶତକ, ପ୍ରୟାସଙ୍କ ଶତକ

ଭୁବନେଶ୍ୱର, ୭ା୧(କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା- ନାଗାଲାଣ୍ଡ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଡ୍ର ରହିଛି। ଶୁକ୍ରବାର ଶେଷ ହୋଇଥିବା ମ୍ୟାଚରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଓଡ଼ିଶା ୩ ପଏଣ୍ଟ ପାଇଛି। ଏଠାରେ ନାଗାଲାଣ୍ଡ ପ୍ରଥମ ଇନିଂସରେ…

ଆଜି ଭାରତ-ଶ୍ରୀଲଙ୍କା ଟି୨୦

ରାଜକୋଟ,୭।୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଟି୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଶନିବାର ଖେଳାଯିବ। ଭାରତକୁ ମ୍ୟାଚ ଜିତିବାକୁ ହେଲେ ଟପ୍‌ ଅର୍ଡର ଏବଂ ବୋଲିଂରେ ସୁଧାର ଆଣିବାକୁ ପଡ଼ିବ। ସିରିଜର ପ୍ରଥମ ମ୍ୟାଚରେ ଭାରତ…

ଅବସର ନେବେ ଟେନିସ୍‌ ତାରକା

ନୂଆଦିଲ୍ଲୀ,୭।୧: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଚାଲିଛି। ଏହି ସମୟରେ ସାନିଆ ମିର୍ଜା ଆଉ ଏକ ବଡ ଘୋଷଣା କରି ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି। ସେ…

ବାଦ୍‌ ପଡ଼ିପାରନ୍ତି ଅର୍ଶଦୀପ

ନୂଆଦିଲ୍ଲୀ,୬।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ନିର୍ଣ୍ଣାୟକ ମୁକାବିଲା ୭ଜାନୁୟାରୀ, ଶନିବାର ରାଜକୋଟରେ ଖେଳାଯିବ। ସିରିଜରେ ଉଭୟ ଦଳର ସ୍ଥିତି ୧-୧ ଥିବାରୁ ଏହି ମ୍ୟାଚ୍‌ କର ଅଥବା ମର ମ୍ୟାଚ୍‌ ହେବାକୁ ଯାଉଛି।…

ପନ୍ତଙ୍କ ହେବ ଲିଗାମେଣ୍ଟ ସର୍ଜରୀ

ନୂଆଦିଲ୍ଲୀ,୬।୧: ଛଅ ଦିନ ପୂର୍ବେ ବଡ଼ ସଡ଼କ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି ଭାରତୀୟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ପ୍ରଥମେ ଡେରାଡୁନ୍‌ ପରେ ଏବେ ଅଧିକ ଚିକିତ୍ସା ଲାଗି ମୁମ୍ବାଇ ଅଣାଯାଇଛି। ତେବେ ତାଙ୍କର ଲିଗାମେଣ୍ଟ ସର୍ଜରୀ…

ନୋ-ବଲ ପକାଇବା ଅପରାଧ: ହାର୍ଦ୍ଦିକ

ପୁଣେ,୬।୧: ଭାରତୀୟ ଟିମ୍‌ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲାରେ ୧୬ ରନ୍‌ରେ ପରାଜିତ ହୋଇଛି। ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ନୈରାଶ୍ୟଜନକ ବୋଲିଂ ଯୋଗୁ ମ୍ୟାଚ୍‌ ଭାରତ ହାତରୁ ଚାଲି ଯାଇଥିବା କୁହାଯାଉଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?