ଜାତୀୟ

‘ସ୍ପୁଟନିକ୍‌ ଭି’ର କ୍ଲିନିକାଲ ପରୀକ୍ଷା ହେବ

ନୂଆଦିଲ୍ଲୀ,୧୮ା୧୦(ଆଇଏଏନ୍‌ଏସ୍‌): ରୁଷିଆ ଦ୍ୱାରା ବିକଶିତ କୋଭିଡ୍‌-୧୯ ଟିକା ‘ସ୍ପୁଟନିକ୍‌ ଭି’ର ସୁରକ୍ଷାକୁ ନେଇ ସନ୍ଦେହ ଥିବାବେଳେ ଭାରତରେ ଏହାର କ୍ଲିନିକାଲ ମାନବ ପରୀକ୍ଷା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ‘ସ୍ପୁଟନିକ୍‌ ଭି’ର ୨ୟ ଓ ୩ୟ ପର୍ଯ୍ୟାୟ ପରୀକ୍ଷା...

ଭାଜପା ପ୍ରାର୍ଥୀଙ୍କ ଭାଇଙ୍କ ଘରୁ ୨୩ କେଜି ସୁନା ଜବତ

ପାଟନା, ୧୭।୧୦: ବିହାର ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏକ ବଡ଼ ଖବର ଆସି ପହଞ୍ଚିଛି। ରାକ୍ସଲରୁ ଭାଜପା ପ୍ରାର୍ଥୀ ଥିବା ପ୍ରମୋଦ କୁମାର ସିହ୍ନାଙ୍କ ଭାଇଙ୍କ ଘରୁ ୨୨ କେଜି ୫୭୬ ଗ୍ରାମ ସୁନା ବିସ୍କୁଟ ଓ ୨...

୧୦ ଟଙ୍କାରେ ବର୍ଷକୁ ୨ଥର ମିଳିବ ଧୋତୀ-ଶାଢ଼ୀ

ରାଞ୍ଚି, ୧୭।୧୦: ଝାଡ଼ଖଣ୍ଡରେ ୫୭.୧ ଲକ୍ଷ ପରିବାରକୁ ବର୍ଷରେ ୨ଥର ଧୋତୀ-ଶାଢ଼ୀ ଯୋଗାଇ ଦିଆଯିବ। ଏଥିଲାଗି ପରିବାରଠାରୁ ପ୍ରତ୍ୟେକ ଥର ୧୦ ଟଙ୍କା ନିଆଯିବ। ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ‘ସୋନା ସୋବରନ୍‌ ଧୋତୀ-ଶାଢ଼ୀ ବିତରଣ ଯୋଜନା’କୁ ମଞ୍ଜୁରୀ ମିଳିଯାଇଛି।...

ବିହାର ନିର୍ବାଚନବେଳେ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର

ପାଟନା, ୧୭।୧୦: ବିହାର ନିର୍ବାଚନରେ ପ୍ରଚାର କରି ଫେରୁଥିବାବେଳେ ଭାଜପାର ଏକ ହେଲିକପ୍ଟର ପାଟନା ବିମାନ ବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ହେଲିକପ୍ଟରର ପଙ୍ଖା କ୍ଷତିଗ୍ରସ୍ତ ହୋଇଛି। ଏହି ସମୟରେ ହେଲିକପ୍ଟର ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର...

ବିହାର ନିର୍ବାଚନରେ ୯ ମାସର ଗର୍ଭବତୀ

ପାଟନା, ୧୭।୧୦: ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ସମୟ କେତେ ଆହ୍ବାନପୂର୍ଣ୍ଣ ହୋଇଥାଏ ତାହାର ଜ୍ୱଳନ୍ତ ଉଦାହରଣ ବିହାର ନିର୍ବାଚନରେ ଦେଖିବାକୁ ମିଳିଛି। ଭୋଜପୁର ଜିଲାର ଜଗଦୀଶପୁର ସିଟ୍‌ରେ ଠିଆ ହୋଇଥିବା ଜେଡିୟୁର ମହିଳା ପ୍ରାର୍ଥୀ ସୁଷମଲତା କୁଶଓ୍ବାଙ୍କ ବିଷୟରେ ଆମେ...

ମଳଦ୍ୱାରରେ ଲୁଚାଇ ନେଉଥିଲେ ୨.୧୬ କୋଟି ଟଙ୍କାର ସୁନା

ଚେନ୍ନାଇ, ୧୭।୧୦: କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ଅଧିକାରୀମାନେ ୪.୧୪ କେଜି ମୂଲ୍ୟର ସୁନା ଜବତ କରିଛନ୍ତି। ଯାହାର ମୂଲ୍ୟ ୨.୧୬ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୩ ଜଣ ବ୍ୟକ୍ତିଙ୍କୁ...

ବାଘୁଣୀ ମା’-ଝିଅର ଘମାଘଟ ଲଢ଼େଇ, ଗର୍ଜନରେ ପର୍ଯ୍ୟଟକ ଭୟଭୀତ

ଜୟପୁର,୧୭ା୧୦: ରାଜସ୍ଥାନର ଯୋଧପୁରସ୍ଥିତ ରଣଥମ୍ବର ନ୍ୟାଶନାଲ ପାର୍କରେ ଆଜିକାଲି ଜୀବଜନ୍ତୁଙ୍କ ମଧ୍ୟରେ ଅଧିକାଂଶ ସମୟ ସଂଘର୍ଷ ଲାଗି ରହୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପାର୍କରେ ଘଟିଥିବା ଏକ ସଂଘର୍ଷର ଫଟୋ ଭାଇରାଲ ହୋଇଛି। ପାର୍କରେ ବାଘୁଣୀ ଏବଂ ତା’ର...

ଭଗବାନଙ୍କ ଦର୍ଶନ ପାଇଁ କରୋନା ନେଗେଟିଭ ରିପୋର୍ଟ ଜରୁରୀ

ଥିରୁଭାନନ୍ତପୁରମ,୧୭ ।୧୦: କରୋନା ଭାଇରସ ମହାମାରୀ ପାଇଁ ଦୀର୍ଘ ପ୍ରାୟ ୬ ମାସ ହେବ ବନ୍ଦ ରହିଥିବା କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ଶନିବାର ସକାଳୁ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି । ତେବେ କରୋନାର ସମସ୍ତ କଟକଣାକୁ ମାନି ଭଗବାନଙ୍କ...

୩୦ କୋଟି ଭାରତୀୟଙ୍କୁ ପ୍ରଥମ ପର୍ଯ୍ୟାୟରେ ଦିଆଯିବ କରୋନା ଟିକା: ତାଲିକା ପ୍ରସ୍ତୁତ କରୁଛନ୍ତି ସରକାର

ନୂଆଦିଲ୍ଲୀ, ୧୭।୧୦: ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ କୋଟି ଳୋକଙ୍କୁ କରୋନା ଟିକା ଦିଆଯିବ। ଏନେଇ ସରକାରଙ୍କ ପକ୍ଷରୁ ତାଲିକା ପ୍ରସ୍ତୁତି କାର୍ଯ୍ୟ କରୁଛନ୍ତି। ୩୦ କୋଟି ଲୋକଙ୍କୁ ୬୦ କୋଟି ଟିକା ଦିଆଯିବ। ପ୍ରତିଷେଧକ ଟିକାକୁ ଅନୁମୋଦନ ମିଳିବା...

ବିହାରରେ ଦୁଇଟି ରାଲି କରିବେ ରାହୁଲ

ନୂଆଦିଲ୍ଲୀ,୧୭ ।୧୦: ବିହାର ରାଜନୀତି ଏବେ ସରଗରମ । ଅକ୍ଟୋବର ୨୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ସବୁଦଳ ଅଣ୍ଟା ଭିଡିଛନ୍ତି । ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଏଆଇଏଡିଏମ୍‌କେ ପ୍ରତିଷ୍ଠା ଦିବସରେ କରୋନା ମାର୍ଗଦର୍ଶିକାର ଉଲ୍ଲଂଘନ

ଚେନ୍ନାଇ, ୧୭।୧୦: ତାମିଲନାଡୁରେ ଏଆଇଏଡିଏମ୍‌କେର ୪୯ତମ ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ କରୋନା ମାର୍ଗଦର୍ଶିକାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ସାମାଜିକ ଦୂରତାର ପାଳନ କରାଯାଇ ନ ଥିବାବେଳେ କେତେକ ଦଳୀୟ ସଦସ୍ୟ...

ମିଶନ ଶକ୍ତିର ଶୁଭାରମ୍ଭ କଲେ ଯୋଗୀ: ୨୦ ପ୍ରତିଶତ ମହିଳାଙ୍କୁ ମିଳିବ ପୋଲିସ ଚାକିରି

ବଳରାମପୁର,୧୭ ।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ବଳରାମପୁରରେ ମିଶନ ଶକ୍ତି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଘୋଷଣା କରିଛନ୍ତି କି ଏବେ ପୋଲିସରେ ୨୦ ପ୍ରତିଶତ ମହିଳାଙ୍କୁ ସୁଯୋଗ ମିଳିବ । ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri