ଜାତୀୟ

୧୨ ଶହ ଟଙ୍କା ଖର୍ଚ୍ଚ କରି ବାପାଙ୍କୁ ମାତ୍ର ୨ ମିନିଟ୍‌ ଦେଖିପାରୁଛନ୍ତି ଝିଅ: କହିଲେ, ଭଗବାନ କାହାକୁ ଏପରି ନ କରନ୍ତୁ

ଗୋରଖପୁର,୧୮।୪: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି କାରଣରୁ, ଏଠାରେ ମୃତକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥି ସହିତ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସଂକ୍ରମିତ ଲୋକଙ୍କ ପରିବାରଙ୍କର…

‘ଆଶା କରୁଛି ମେ ୨ ପୂର୍ବରୁ ଦିଦିଙ୍କ ଗୋଡ ଠିକ୍‌ ହୋଇଯିବ’

କୋଲକତା,୧୮।୪: ପଶ୍ଚିମବଙ୍ଗରେ ଗତ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ୧୮୦ଟି ଆସନରୁ ଭାଜପାକୁ ୧୨୨ରୁ ଅଧିକ ଆସନ ଜିତିବ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଶାବାଦୀ ଅଛନ୍ତି। ରବିବାର ପୂର୍ବ ବର୍ଦ୍ଧମାନ ଜିଲାରେ ଏକ ରାଲିକୁ ସମ୍ବୋଧିତ କରି ଶାହା…

ରୋଜା ଭାଙ୍ଗି କରୋନା ରୋଗୀଙ୍କ ଜୀବନ ବଞ୍ଚାଇଲେ ଏହି ଯୁବକ

ଉଦୟପୁର,୧୮।୪: କୁହାଯାଏ, ମାନବିକତାଠାରୁ ବଡ଼ ଧର୍ମ ନାହିଁ। ଉଦୟପୁରର ଜଣେ ଯୁବକ ଏହା ପ୍ରମାଣ କରିଛନ୍ତି। ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦୁଇ ମହିଳା କରୋନା ରୋଗୀଙ୍କୁ ଏ-ପଜିଟିଭ ଗ୍ରୁପର ପ୍ଲାଜ୍‌ମା ଆବଶ୍ୟକ ଥିଲା। ପରିବାର ସଦସ୍ୟ ଏଥିପାଇଁ…

ଦିଲ୍ଲୀରେ ପରିସ୍ଥିତି ଗମ୍ଭୀର: ମୋଦିଙ୍କୁ ଚିଠି ଲେଖିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୮।୪: ସମଗ୍ର ଦେଶରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇଛି। କିଛି ରାଜ୍ୟରେ ବେଡ୍‌ ମିଳୁ ନ ଥିବାରୁ କରୋନା ରୋଗୀ ନାହିଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜଧାନୀ ଦିଲ୍ଲୀରେ ପରସ୍ଥିତି ଗମ୍ଭୀର ଥିବା ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ୍‌ ରବିବାର କହିଛନ୍ତି।…

ଏମିତି ବିଦ୍ୟାଳୟ, ଯେଉଁଠି ଫି’ ବଦଳରେ ନିଆଯାଏ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ

ନୋଏଡା,୧୮।୪: ପ୍ଲାଷ୍ଟିକ ପରିବେଶ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ନୋଏଡା ସେକ୍ଟର-୬୩ରେ ଏପରି ଏକ ବିଦ୍ୟାଳୟ ଅଛି, ଯେଉଁଠି ଏହି ସମସ୍ୟାକୁ ଏକ ନିଆରା…

ନକଲି ଇଞ୍ଜେକଶନ୍‌, ମିଛ ଆର୍‌ଟି-ପିସିଆର୍‌ ରିପୋର୍ଟ ଯୋଗୁ ବଢୁଛି ସଙ୍କଟ…

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବଜାରରେ କରୋନାର ନକଲି ଇଞ୍ଜେକଶନ କାରବାର କରୁଥିବା ଲାଭଖୋର୍‌ ବେପାରୀଙ୍କ ସହିତ ନକଲି ଆର୍‌ଟି-ପିସିଆର୍‌ ରିପୋର୍ଟ ପ୍ରଦାନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟାରେ ଲଗାମ ଲଗାଇବା…

ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କରୋନା ଆକ୍ରାନ୍ତ

ରାଞ୍ଚି,୧୮।୪: ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କରୋନା ଆକ୍ରାନ୍ତ ହୋଇଛନ୍ତି। ଶନିବାର ତାଙ୍କର ଆର୍‌ଟିପିସିଆର ରିପୋର୍ଟ ପଜିଟିଭ୍‌ ଆସିଥିଲା ବୋଲି ରାଜଭବନର ଜଣେ ଡାକ୍ତର କହିଛନ୍ତି। ରାଜ୍ୟପାଳଙ୍କୁ ଚିକିତ୍ସା ଲାଗି ରାଞ୍ଚିର ‘ଭଗବାନ ମହାବୀର ମେଡିକାଲ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ’ରେ ଭର୍ତ୍ତି କରାଯାଇଛି…

କେନ୍ଦ୍ରମନ୍ତ୍ରୀଙ୍କ ଭାଇଙ୍କୁ ବି ମିଳୁନି ବେଡ୍‌: କଲେ ଗୁହାରି…

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। କରୋନା ସଂକ୍ରମଣ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟଗୁଡ଼ିକର ବିଭିନ୍ନ ହସ୍ପିଟାଲରେ ଏବେ ବେଡ୍‌ର ଅଭାବ ଦେଖାଦେଇଛି। ପରିସ୍ଥିତି ଏଭଳି ହୋଇଛି ଯେ, କେନ୍ଦ୍ର ମନ୍ତ୍ରୀଙ୍କ ଭାଇଙ୍କୁ ମଧ୍ୟ ବେଡ୍‌ ମିଳିବା…

ଡ୍ରାଗନ ପୁଣି ଦେଖାଇଲା ନାଲିଆଖି: ଯେତିକି ପାଇଲା ସେତିକିରେ ଖୁସି ରହୁ ଭାରତ…

ଲଦାଖ,୧୮।୪: ଭାରତ ଏବଂ ଚାଇନା ମଧ୍ୟରେ ଲଦାଖ ଅଞ୍ଚଳରେ ସୀମା ବିବାଦ ଥମିବାର ନାଁ ଧରୁନି। ଏବେ ଡ୍ରାଗନ ଭାରତକୁ ପୁଣି ନାଲିଆଖି ଦେଖାଇଛି। ଏବେ ଚାଇନା ହଟ୍‌ ସ୍ପ୍ରିଙ୍ଗ୍‌, ଗୋଗ୍ରା ଏବଂ ଡେସପାଙ୍ଗ୍‌ ଅଞ୍ଚଳରୁ ହଟିବାକୁ ମନା କରିଛି। ଚାଇନା…

ଜେଇଇ ମେନ୍‌ ପରୀକ୍ଷା ସ୍ଥଗିତ: ପରେ ଘୋଷଣା ହେବ ନୂଆ ତାରିଖ…

ନୂଆଦିଲ୍ଲୀ,୧୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ଏହାର ପ୍ରଭାବ ଶିକ୍ଷା ବ୍ୟବସ୍ଥା ଉପରେ ପଡ଼ିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ପୂର୍ବରୁ ଏପ୍ରିଲ୍‌ ୧୮ରେ ହେବାକୁ ଥିବା ଏନ୍‌ଇଇଟି ପିଜି ପରୀକ୍ଷାକୁ ବାତିଲ କରାଯାଇଥିଲା। ଏବେ ଏପ୍ରିଲ୍‌…

ସାବଧାନ ! ଛୋଟପିଲା-ଯୁବବର୍ଗଙ୍କ ଉପରେ ମାଡ଼ି ଆସୁଛି ବିପଦ…

ନୂଆଦିଲ୍ଳୀ,୧୮।୪: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟକ ଛୋଟ ପିଲା ଏବଂ ଯୁବବର୍ଗ ଆକ୍ରାନ୍ତ ହେବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨ ମାସ ମଧ୍ୟରେ ଦେଶରେ ୧୮ ବର୍ଷରୁ…

‘କୋଭିଡ୍‌ ପରିଚାଳନାରେ କେନ୍ଦ୍ର ବିଫଳ’

ନୂଆଦିଲ୍ଲୀ, ୧୮।୪(ପି.ଟି.): କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କୋଭିଡ୍‌ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବର୍ଷକର ପ୍ରସ୍ତୁତି ସତ୍ତ୍ୱେ ଦେଶବାସୀ ଏବେ ଅସୁରକ୍ଷିତ। ଦ୍ରୁତ ବେଗରେ କାୟା ମେଲାଇ ଚାଲିଛି କରୋନା। ଟିକାକରଣର ସର୍ବନିମ୍ନ ବୟସ ୨୫ ବର୍ଷ ରଖିବା ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri