ଜାତୀୟ

ସୁଶୀଲ ଚନ୍ଦ୍ରା ହେବେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୧୨।୪: ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ ବୋଲି ଜଣାପଡିଛି। ଏଥିପାଇଁ ସରକାରଙ୍କୁ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ମିଳିଛି। ସୋମବାର ଏନେଇ ଅଧିସୂଚନା ଜାରି ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଏବେ ମୁଖ୍ୟ ନିର୍ବାଚନ କମିଶନର ଭାବେ…

କରୋନା ଟିକା ନାଚ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ଥିରୁଭାନନ୍ତପୁରମ୍‌,୧୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ କାର୍ଯ୍ୟ ଜାରି ରହିଛି। ଏପରିସ୍ଥଳେ ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି କେରଳ ପୋଲିସ ପକ୍ଷରୁ…

ଦିନରେ ପଢୁଥିଲେ, ରାତିରେ କରୁଥିଲେ ଜଗୁଆଳି କାମ; ଏବେ ମିଳିଲା ବଡ଼ ପଦବୀ

ଥିରୁଭାନନ୍ତପୁରମ୍‌,୧୨।୪: ଜଣେ ବ୍ୟକ୍ତି ଦିନରେ ପାଠ ପଢ଼ୁଥିବା ବେଳେ ରାତିରେ ଜଗୁଆଳି କାମ କରୁଥିଲେ। ସେ ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଏବେ ରାଞ୍ଚିର ଆଇଆଇଏମ୍‌ରେ ସହକାରୀ ପ୍ରଫେସର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଏମିତି ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ…

ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କଲେ ରାଜ୍ୟପାଳ ଆରିଫ୍‌ ମହମ୍ମଦ

ଥିରୁଭାନନ୍ତପୁରମ୍‌,୧୨।୪: କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାଁ ସାବରିମାଳାରେ ପହଞ୍ଚି ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କରିଛନ୍ତି। ରବିବାର ସନ୍ଧ୍ୟାରେ ସାନ ପୁଅ କବିର ମହମ୍ମଦ ଖାଁଙ୍କ ସହିତ ରାଜ୍ୟପାଳ ପ୍ରଭୁଙ୍କ ଦର୍ଶନ କରିବା ପରେ ଅନ୍ୟ କାର୍ଯ୍ୟକ୍ରମରେ…

ସୁପ୍ରିମ୍‌କୋର୍ଟର ଅଧା କର୍ମଚାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୨।୪: ସୁପ୍ରିମ୍‌କୋର୍ଟର ଅଧାରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। କୋର୍ଟର ଅଧିକାଂଶ କ୍ଲର୍କ ଏବଂ ତଳିଆ କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାଦ୍ୱାରା କୋର୍ଟର ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି ହେବାର…

କୁଚ୍‌ବିହାର କାଣ୍ଡ ପ୍ରାୟୋଜିତ ଗଣହତ୍ୟା: ମମତା

ସିଲିଗୁଡ଼ି/କୋଲକାତା, ୧୨।୪: କୁଚ୍‌ବିହାର ଗୁଳିକାଣ୍ଡ ଉଦ୍ଦେଶ୍ୟମୂଳକ ହତ୍ୟାକାଣ୍ଡ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର କହିଛନ୍ତି। ନିର୍ବାଚନ କମିଶନ ସତ୍ୟକୁ ଚାପି ଦେଇଥିବା ଅଭିଯୋଗ କରି ସେ ଏହାର କଡ଼ା ସମାଲୋଚନା କରିଛନ୍ତି। ମତଦାନ ବେଳେ ଧାଡ଼ିରେ ଛିଡ଼ା ହୋଇଥିବା…

ୟୁଏଇ ହେଲିକପ୍ଟରର ଜରୁରୀ ଅବତରଣ

କୋଚି, ୧୨।୪: ୟୁଏଇର ଲୁଲୁ ଗ୍ରୁପ୍‌ ଅଧ୍ୟକ୍ଷ ଶିଳ୍ପପତି ଏମ୍‌.ଏ. ୟୁସୁଫ୍‌ ଅଲି, ତାଙ୍କ ସ୍ତ୍ରୀ ଓ ଅନ୍ୟ ୫ ଜଣଙ୍କୁ ଆଣି ଆସିଥିବା ଏକ ହେଲିକପ୍ଟର ରବିବାର ସକାଳେ କୋଚି ନିକଟସ୍ଥ ଜାତୀୟ ରାଜପଥ ୬୬ ପାର୍ଶ୍ୱରେ ଥିବା ଏକ…

ସଂସ୍କୃତ ସହର ହେବ ବାରାଣସୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରାଣସୀ ‘ସଂସ୍କୃତ ସହର’ ଭାବେ ପରିଚିତ ହେବ। ଏ ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବାରାଣସୀରେ ୧୧୦ରୁ ଊର୍ଦ୍ଧ୍ୱ ସଂସ୍କୃତ ବିଦ୍ୟାଳୟ ଥିବାବେଳେ ସର୍ବାଧିକ ଛାତ୍ରୀଛାତ୍ର ସଂସ୍କୃତ ଅଧ୍ୟୟନ କରୁଛନ୍ତି। ଆଉ ୨ଟି…

୨ ଲକ୍ଷ ମୁହାଁ କରୋନା

ନୂଆଦିଲ୍ଲୀ,୧୨।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ ଲକ୍ଷ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୬୮ ହଜାର ୯୧୨ରେ ପହଞ୍ଚିଛି।…

ଦିନ ମଜୁରିଆ ଲାଇବ୍ରେରୀ ପରିଚାଳକଙ୍କୁ ସୋସିଆଲ ମିଡିଆରୁ ମିଳିଲା ସହାୟତା

ମାଇସୁରୁ, ୧୧ା୪- ୬୨ ବର୍ଷୀୟ ଦିନ ମଜୁରିଆଙ୍କ ଦ୍ୱାରା ପରିଚାଳିତ ଲାଇବ୍ରେରୀରେ ଗତ ଶୁକ୍ରବାର କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଲାଇବ୍ରେରୀରେ ୧୧ ହଜାରରୁ ଊର୍ଦ୍ଧ୍ୱ ପୁସ୍ତକ ଥିଲା। ଲାଇବ୍ରେରୀରେ ରଖାଯାଇଥିବା ପ୍ରାୟତଃ ବହି ଥିଲା କନଡ଼ ଭାଷାରେ। ଏହାର…

ହସ୍ପିଟାଲ ବେଡ୍‌ ପାଇଁ ରୋଗୀଙ୍କୁ ହତ୍ୟା

ଶାହଜାହାନପୁର,୧୧।୪: ଉତ୍ତରପ୍ରଦେଶର ଶାହଜାହାନପୁର ଜିଲା ହସ୍ପିଟାଲରେ ଶଯ୍ୟାକୁ ନେଇ ବିବାଦ ପରେ ଜଣେ ରୋଗୀ ଅନ୍ୟ ଜଣଙ୍କୁ ହତ୍ୟା କରିଛନ୍ତି। ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ହଂସରାଜଙ୍କୁ ଶନିବାର ରାତିରେ ୨୧ ନମ୍ବର ବେଡ୍‌ ଦିଆଯାଇଥିଲା। ମାନସିକ ଭାରସାମ୍ୟ ହରାଇଥିବା ଅବଦୁଲ…

ଓ୍ବାଜେଙ୍କ ସହଯୋଗୀ ପୋଲିସ ଇନ୍ସପେକ୍ଟର ରିୟାଜ ଗିରଫ

ମୁମ୍ବାଇ, ୧୧।୪: ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଭର୍ତ୍ତି କାର ଜବତ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ରବିବାର ନିଲମ୍ବିତ ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କ ସହଯୋଗୀ ରିୟାଜ କାଜିଙ୍କୁ ଗିରଫ କରିଛି। ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri