ତାମିଲସାଇ ହେଲେ ପୁଡୁଚେରୀର ନୂଆ ଉପ ରାଜ୍ୟପାଳ
ପୁଡୁଚେରୀ,୧୮।୨: ତାମିଲସାଇ ସୌନ୍ଦରାରାଜନ ପୁଡୁଚେରୀର ନୂଆ ଉପ ରାଜ୍ୟପାଳ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ତେଲେଙ୍ଗାନା ସହିତ ତାଙ୍କୁ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ଉପସ୍ଥିତିରେ ତାମିଲସାଇ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଜମ୍ମୁ-କଶ୍ମୀର: ସେନା-ପୋଲିସ ଅଧିକାରୀଙ୍କ ସହ ଭେଟିଲେ ବିଦେଶୀ ପ୍ରତିନିଧି ମଣ୍ଡଳ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା
ଜମ୍ମୁ,୧୮ ।୨: ଜମ୍ମୁ-କଶ୍ମୀର ଗସ୍ତରେ ଆସିଥିବା ବିଦେଶୀ ପ୍ରତିନିଧି ମଣ୍ଡଳ ଗୁରୁବାର ସେନା ଓ ଜମ୍ମୁ-କଶ୍ମୀର ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି । ଏହି ସମୟରେ ଘାଟିରେ ସୁରକ୍ଷା ବ୍ୟବସ୍ଥା ସହ ଅନ୍ୟ କେତେକ ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଛି । ଏସ୍ଏସ୍ପି…
ଥମୁଛି ବିବାଦ: ଏଲ୍ଏସିରୁ ହଟୁଛନ୍ତି ଦୁଇପକ୍ଷ
ଲଦାଖ,୧୮।୨: ପୂର୍ବ ଲଦାଖର ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଥମିବାରେ ଲାଗିଛି। ଭାରତୀୟ ସେନା ଏବଂ ଚାଇନା ସୈନ୍ୟ ବାହିନୀ ଏଠାରୁ ହଟିବାରେ ଲାଗିଛନ୍ତି। ପୈଙ୍ଗାଙ୍ଗ୍ ହ୍ରଦର ଉତ୍ତର ଏବଂ ଦକ୍ଷିଣ ଅଞ୍ଚଳରୁ ଯୁଦ୍ଧ ସରଞ୍ଜାମ…
ଭାଜପା ମୂଳପୋଛ
ଚଣ୍ଡିଗଡ଼, ୧୮ା୨: କେନ୍ଦ୍ରର ୩ କୃଷି ଆଇନ ଭାଜପା ପାଇଁ ମହଙ୍ଗା ପଡ଼ିଛି। ଏହି ବିବାଦୀୟ ଆଇନ ହଟାଇବା ଦାବିରେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ କୃଷକଙ୍କ ଆନ୍ଦୋଳନ ୩ ମାସ ପୂରିବାକୁ ଯାଉଥିବାବେଳେ କୃଷି ପ୍ରଧାନ ରାଜ୍ୟ…
୨୫ ବର୍ଷ ପରେ ମହିଳାଙ୍କ ଶ୍ୱାସକ୍ରିୟା ନଳିରୁ ବାହାରିଲା ହ୍ବିସିଲ
କନ୍ନୁର, ୧୭।୨ : କେରଳର ସରକାରୀ ମେଡିକାଲର ଡାକ୍ତରମାନେ ଜଣେ ୪୦ ବର୍ଷୀୟା ମହିଳାଙ୍କ ଶ୍ୱାସକ୍ରିୟା ନଳିରୁ ଅସ୍ତ୍ରୋପଚାର ଜରିଆରେ ହ୍ବିସିଲ ବାହାର କରି ଦେଇଛନ୍ତି। ମହିଳା ଜଣଙ୍କ ୨୫ ବର୍ଷ ତଳେ ଦୁର୍ଘଟଣା ବଶତଃ ହ୍ବିସିଲ ଗିଳି ଦେଇଥିଲେ। କନ୍ନୁର…
କୃଷକଙ୍କ ପକ୍ଷରୁ ଦେଶବ୍ୟାପୀ ୪ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ
ନୂଆଦିଲ୍ଲୀ,୧୮ ।୨: କୃଷକ ସଙ୍ଗଠନ ପକ୍ଷରୁ ଗୁରୁବାର ଦେଶବ୍ୟାପୀ ୪ ଘଣ୍ଟିଆ ରୋଳରୋକ ଆନ୍ଦୋଳନ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି । କିଷାନ ଆନ୍ଦୋଳନ କମିଟି ଗାଜିପୁର…
ଏପ୍ରିଲ ୧ରୁ ଆରମ୍ଭ ହେବ କୁମ୍ଭମେଳା
ଡେରାଡୁନ,୧୮ ।୨: ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା ଏପ୍ରିଲ ୧ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏ ଚାଲିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ଶେଷ ସୁଦ୍ଧା ନୋଟିଫିକେଶନ ଜାରି କରାଯିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି…
ଆକ୍ଟିଭିଷ୍ଟ ଦିଶାଙ୍କ ସମର୍ଥନରେ ବେଙ୍ଗାଲୁରୁ କୃଷକ ସଂଗଠନ
ବେଙ୍ଗାଲୁରୁ, ୧୭।୨ : ନିକଟରେ ଦେଶ ବିରୋଧି ଟୁଲକିଟ୍ ଯୋଗୁ ଗିରଫ ହୋଇଥିବା ୨୨ ବର୍ଷୀୟା ଦିଶା ରବିଙ୍କ ସମର୍ଥନରେ ବାହାରିଛନ୍ତି କର୍ନାଟକର କୃଷକ ସଂଗଠନ। ଏ ନେଇ ବୁଧବାର ଏକ ମିଳିତ ବିବୃତି ଜାରି କରିବା ସହ ଦିଲ୍ଲୀ ପୋଲିସର…
ପଶ୍ଚିମବଙ୍ଗରେ ବହିଲା ରକ୍ତର ନଦୀ
କୋଲକାତା,୧୮ ।୨:ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲା ନିମଟିଟା ରେଲୱେ ଷ୍ଟେଶନରେ ବୁଧବାର ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ହୋଇଥିବା ବୋମା ମାଡରେ ମନ୍ତ୍ରୀ ଜାକିର ହୁସେନ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମନ୍ତ୍ରୀଙ୍କ ସହ ଅନ୍ୟ ୨ ବ୍ୟକ୍ତି ମଧ୍ୟ ଆହତ ହୋଇଥିବା…
‘ ସମ୍ମାନଠାରୁ ମର୍ଯ୍ୟାଦା ବଡ଼ ’
ନୂଆଦିଲ୍ଲୀ,୧୭ା୨- ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମ୍ମାନର ଅଧିକାର ଆଗରେ ମହିଳାଙ୍କ ମର୍ଯ୍ୟାଦାକୁ ବଳି ପକାଯାଇ ପାରିବ ନାହିଁ। ସାମ୍ବାଦିକା ପ୍ରିୟା ରମାନୀଙ୍କୁ ଆପରାଧିକ ମାନହାନି ମାମଲାରେ ଛନ୍ଦିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍.ଜେ. ଆକବରଙ୍କୁ ବୁଧବାର ଦିଲ୍ଲୀର ଏକ କୋର୍ଟ ଏହା ସ୍ପଷ୍ଟ…
ଦିବାଲୋକରେ ହାଇକୋର୍ଟ ଓକିଲ ଦମ୍ପତିଙ୍କୁ ନିର୍ମମ ହତ୍ୟା
ହାଇଦ୍ରାବାଦ୍, ୧୭।୨ : ତେଲାଙ୍ଗାନାର ପେଡାପଲ୍ଲି ଜିଲାର କାମାନପୁରଠାରେ ସ୍ପଷ୍ଟ ଦିବାଲୋକରେ ଖେଳିଯାଇଛି ଆତଙ୍କ। ତେଲାଙ୍ଗାନା ହାଇକୋର୍ଟ ଓକିଲ ଗାଟୁ ବମନ ରାଓ ଏବଂ ତାଙ୍କ ପତ୍ନୀ ନାଗମଣିଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏହି ଓକିଲ ଦମ୍ପତି ମନ୍ଥାନି କୋର୍ଟରେ…
ନାବାଳକ ଆଇନରେ ହେବ ସଂଶୋଧନ: ଜିଲା ମାଜିଷ୍ଟ୍ରେଟଙ୍କ ଅଧୀନରେ କାର୍ଯ୍ୟ କରିବ ଶିଶୁ ସୁରକ୍ଷା ୟୁନିଟ
ନୂଆଦିଲ୍ଲୀ୧୭।୨: ନାବାଳକ ଆଇନ(ଜୁଭେନାଇଲ ଜଷ୍ଟିସ୍ ଲ୍) ଅଧିନିୟମ ୨୦୧୫ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ଏଥିରେ ଜିଲା ମାଜିଷ୍ଟ୍ରେଟ ଏବଂ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟଙ୍କ କ୍ଷମତାକୁ ବଢାଇ ଦିଆଯାଇଛି। ଏହି ସମ୍ପର୍କରେ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି…
Archives


