ଜାତୀୟ

ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ନୂଆ ମୋଟରଯାନ ନିୟମ: ମମତା

କୋଲକାତା,୧୧।୯: ସମଗ୍ର ଦେଶରେ ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ନିୟମ ଲାଗୁ ହୋଇଛି। ନୂତନ ନିୟମ ଅନୁସାରେ ଟ୍ରାଫିକ ନିୟମ ଉଲଂଘନ ଓ ଜରୁରୀ କାଗଜପତ୍ର ପାଇଁ ଲୋକଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ୁଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ବିବାହରେ ବରଙ୍କୁ ମଦ୍ୟପାନ କରାନ୍ତି ଶାଶୁ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରେ ବସବାସ କରୁଥିବା ବଇଗା ଜନଜାତିଙ୍କ ବିବାହରେ ଏକ ନିଆରା ପ୍ରଥା ରହିଛି। କନ୍ୟା ଘରେ ବର ପହଞ୍ଚିଲେ ଶାଶୁ ତାଙ୍କୁ ମଦ୍ୟପାନ କରାଇ…

ହାତରେ ଫାର୍ଶା ଧରି ନିଜ ଦଳର ନେତାଙ୍କୁ ଧମକାଇଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୧।୯: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନିଜ ଦଳର ନେତାଙ୍କ ବେକ ଫାର୍ଶାରେ କାଟିଦେବାକୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ହରିୟାଣାରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି…

ଭାରତରେ ଅନୁପ୍ରବେଶ କରିବେ ୨୭୫ ଆତଙ୍କବାଦୀ

ଶ୍ରୀନଗର,୧୧।୯: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଧୀରେଧୀରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ଥିବା ୭ଟି ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ ଇତିମଧ୍ୟରେ ସକ୍ରିୟ ହୋଇଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏଠାରେ ୨୭୫ ଆତଙ୍କବାଦୀଙ୍କୁ…

ମୋଦିଙ୍କୁ ମିଳିଥିବା ଉପହାର ହେବ ନିଲାମ: ଅନ୍‌ଲାଇନ୍‌ରେ ସେପ୍ଟେମ୍ବର ୧୪ରୁ ଆରମ୍ଭ

ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକର ନିଲାମ କରାଯିବ। ଏହା ସେପ୍ଟେମ୍ବର ୧୪ରୁ ଅନ୍‌ଲାଇନ୍‌ରେ ଆରମ୍ଭ ହେବ ବୋଲି ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ସୂଚନା ଦେଇଛନ୍ତି। ମୋଦିଙ୍କୁ ମିଳିଥିବା ୨ ହଜାର ୭ ଶହ ୭୨ଟି ଉପହାରର ନିଲାମ…

ମୁଁ ସର୍ବପ୍ରଥମେ ଜଣେ ଭାରତୀୟ,କେ.ଶିବନ୍‌ଙ୍କ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ୍‌

ଚେନ୍ନାଇ,୧୧।୯:ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ଅଧ୍ୟକ୍ଷ କେ.ଶିବନ୍‌ଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଚନ୍ଦ୍ରଯାନ-୨କୁ ନେଇ ଅଧିକ ଲୋକପ୍ରିୟ ହୋଇଥିବା ଶିବନ୍‌ଙ୍କ ଏକ ପୁରୁଣା ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ଏକ ଆଞ୍ଚଳିକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ…

ପାକିସ୍ତାନକୁ ମୋଦିଙ୍କ ଚେତାବନୀ: ଆତଙ୍କବାଦୀ ଶରଣକାରୀଙ୍କୁ ବରଦାସ୍ତ କରାଯିବ ନାହିଁ

ମଥୁରା,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଥୁରାରେ ଆୟୋଜିତ ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ମିଶନ କାର୍ଯ୍ୟକ୍ରମରେ ବୁଧବାର ଯୋଗଦେଇ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଆତଙ୍କବାଦୀ ଶରଣକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ମୋଦି କହିଛନ୍ତି। ମୋଦି ପାକିସ୍ତାନର ନାମ ନ ନେଇ ଏଭଳି…

୩୦ ବର୍ଷ ପରେ ୪ ବାୟୁସେନା ଯବାନଙ୍କ ହତ୍ୟା ମାମଲାର ଶୁଣାଣି: ମୁଖ୍ୟ ଅଭିଯୁକ୍ତ ୟାସିନ୍‌ ମାଲିକ୍‌ଙ୍କୁ ଟାଡା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଶ୍ରୀନଗର,୧୧।୯: ବାୟୁସେନା ଯବାନଙ୍କୁ ହତ୍ୟା କରାଯିବା ମାମଲାରେ ଜେକେଏଲଏଫ୍‌ ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମାଲିକ୍‌ଙ୍କୁ ହାଜର ହେବାକୁ ଜମ୍ମୁର ଟାଡା କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେ ଅକ୍ଟୋବର ୧ରେ କୋର୍ଟରେ ହାଜର ହେବେ। ୩୦ ବର୍ଷ ପରେ…

କେବିସି-୧୧: କୃଷକଙ୍କ ପୁଅ ହେଲେ ପ୍ରଥମ କୋଟିପତି

ନୂଆଦିଲ୍ଲୀ,୧୧।୯: ଟେଲି ଦୁନିଆର ଲୋକପ୍ରିୟ ରିଏଲିଟି ଶୋ’ ‘କୌନ ବନେଗା କରୋଡ଼ପତି’ ୧୧ତମ ସଂସ୍କରଣର ପ୍ରଥମ କୋଟିପତି ହୋଇଛନ୍ତି ଜଣେ କୃଷକଙ୍କ ପୁଅ। ବିହାରର ସରୋଜ ରାଜ୍‌ କୋଟିପତି ହେବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ‘କୌନ ବନେଗା କରୋଡ଼ପତି’…

ଗାଈ ବାଛୁରୀ ସହିତ ଖେଳିଲେ ମୋଦି: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଥୁରାରେ ଅନୁଷ୍ଠିତ ହୋଇଥିବା ପଶୁ ଆରୋଗ୍ୟ ମେଳାରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଏକ ଗାଈକୁ ଆଉଁସିବା ସହିତ ନିକଟରେ ଥିବା ବାଛୁରୀ ସହିତ ଖେଳିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ…

ଜରିମାନା ଦେବା ଭୟରେ ପୁଅକୁ କୋଠରୀରେ ବନ୍ଦ ରଖିଲେ ପିତା

ଆଗ୍ରା, ୧୧।୯: ଉତ୍ତର ପ୍ରଦେଶରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜରିମାନା ଦେବା ଭୟରେ ନାବାଳକ ପୁଅକୁ କୋଠରୀରେ ବନ୍ଦ କରି ରଖିଛନ୍ତି ପିତା। ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେଶବ୍ୟାପୀ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି…

ଅକ୍ଟୋବରରେ ଚାଇନା ସୀମାରେ ଭାରତୀୟ ସେନା ଓ ବାୟୁସେନାର ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ,୧୧।୯: ଚାଇନା ସୀମାରେ ଭାରତ ଅକ୍ଟୋବରରେ ଶକ୍ତି ପ୍ରଦର୍ଶନ କରିବ। ଅରୁଣାଚଳପ୍ରଦେଶରେ ହେବାକୁଥିବା ଏହି ମିଳିତ ସମରାଭ୍ୟାସରେ ଭାରତୀୟ ସେନା ସହିତ ବାୟୁସେନା ସାମିଲ୍‌ ହେବ। ଏଥିରେ ୧୭ ମାଉଣ୍ଟେନ୍‌ ଷ୍ଟ୍ରାଇକ୍‌ କୋର୍‌ର ୫ ହଜାରରୁ ଅଧିକ ଯବାନ ଯୋଗଦେବେ। ତେଜପୁରସ୍ଥିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri