ଏଆଇଏଡିଏମ୍‌କେ ପ୍ରତିଷ୍ଠା ଦିବସରେ କରୋନା ମାର୍ଗଦର୍ଶିକାର ଉଲ୍ଲଂଘନ

ଚେନ୍ନାଇ, ୧୭।୧୦: ତାମିଲନାଡୁରେ ଏଆଇଏଡିଏମ୍‌କେର ୪୯ତମ ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ କରୋନା ମାର୍ଗଦର୍ଶିକାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ସାମାଜିକ ଦୂରତାର ପାଳନ କରାଯାଇ ନ ଥିବାବେଳେ କେତେକ ଦଳୀୟ ସଦସ୍ୟ ମାସ୍କ୍‌ ପିନ୍ଧି ନ ଥିବା କୁହାଯାଉଛି। ଚେନ୍ନାଇ ସ୍ଥିତି ଦଳୀୟ କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ ଓ. ପନିରସେଲଭାମ୍‌ଙ୍କ ଉପସ୍ଥିତିରେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଘୋଷଣା କରାଯାଇଥିବା ମାର୍ଗଦର୍ଶିକାର ଖୋଲାଖାଲି ଉଲ୍ଲଂଘନ ହୋଇଛି। ରାଜ୍ୟ ରାଜଧାନୀ ଚେନ୍ନାଇରେ ପ୍ରତିଦିନ ହଜାରେରୁ ଅଧିକ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ କରାଯାଉଥିବାବେଳେ ଏଆଇଏଡିଏମ୍‌କେ ସଦସ୍ୟଙ୍କ ଏଭଳି କାର୍ଯ୍ୟ ବୁଦ୍ଧିଜୀବୀଙ୍କ ପକ୍ଷରୁ ନା ପସନ୍ଦ କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୦ ହଜାରରୁ ଅଧିକ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ଭାଜପା

ନୂଆଦିଲ୍ଲୀ,୨୮।୧୨; ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ଆଖି ଆଗରେ ରଖି ସବୁ ଦଳ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। କିଛିଦିନ...

ଲକ୍‌ଡାଉନ୍‌ ହଟିଲେ ମଧୁମେହ ରୋଗୀଙ୍କୁ ବିପଦ

ଲଣ୍ଡନ,୨୬ା୫: ଲକ୍‌ଡାଉନ ହଟାଯିବା ପରେ ମଧ୍ୟ ମଧୁମେହ ରୋଗୀଙ୍କୁ ଘର ଭିତରେ ରହିବାକୁ ପଡ଼ିପାରେ। କାରଣ କରୋନା ସଂକ୍ରମଣର ଅଧିକ ଆଶଙ୍କା ଥିବା ବର୍ଗରେ ସେମାନେ...

ଚିଦାମ୍ବରମ୍‌ ପୃଥିବୀ ଉପରେ ବୋଝ: ପଲାନିସ୍ବାମୀ

ଚେନ୍ନାଇ,୧୩।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ କଂଗ୍ରେସର ବରିଷ୍ଠ ସଦସ୍ୟ ପି. ଚିଦାମ୍ବରମ୍‌ଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଚିଦାମ୍ବରମ୍‌ ପୃଥିବୀ ଉପରେ ଏକ ବୋଝ ବୋଲି...

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବସିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୯ା୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ପୂର୍ବାହ୍ନ ୧୦ଟା ୪୫ ମିନିଟରେ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ତେବେ ପ୍ରଥମଥର ପାଇଁ...

ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୯୬ ହଜାରରୁ ଅଧିକ ଚିହ୍ନଟ, ୧୧୯୭ ମୃତ୍ୟୁ

ନୂଆଦିଲ୍ଲୀ,୧୮।୯: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଗତ କିଛି ଦିନ ହେବ କରୋନା ସଂକ୍ରମଣ ୯୦ ହଜାରରୁ ଅଧିକ ରହିଛି। ଶୁକ୍ରବାର ପୁଣିଥରେ ଦେଶରେ...

ମୋଦି ସରକାରରେ ସାମିଲ ହେବନି ଜେଡିୟୁ

ନୂଆଦିଲ୍ଲୀ, ୩୦।୫: ନରେନ୍ଦ୍ର ମୋଦି ସରକାରରେ ସାମିଲ ହେବନି ଜେଡିୟୁ। ଜେଡିୟୁ ସୁପ୍ରିମୋ ନୀତିଶ କୁମାର ଏହା ଘୋଷଣା କରିଛନ୍ତି। ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ...

୭ବର୍ଷରେ ୭ଥର ଗର୍ଭବତୀ: ଲିଙ୍ଗ ପରୀକ୍ଷଣରେ କନ୍ୟା ଭ୍ରୂଣ ଯୋଗୁ ବାରମ୍ବାର କରୁଥିଲେ ଗର୍ଭପାତ, ଏଥର ମିଳିଲା ଆଶ୍ୱସ୍ତି

ହାଇଦ୍ରାବାଦ, ୧୬।୭: କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ ଦେଶରେ ସେମିତି କିଛି ପ୍ରଭାବ ପକାଉଥିବା ପରିଲକ୍ଷିତ ହେଉ ନାହିଁ। ଏହାର ଏକ...

ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ପ୍ରଥମ ରୋବଟିକ୍‌ ହ୍ୟାଣ୍ଡ

ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ପ୍ରଥମ ରୋବଟିକ୍‌ ହ୍ୟାଣ୍ଡ କାନପୁର: ଆଇଆଇଟି କାନପୁରର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ରୋବଟିକ ହ୍ୟାଣ୍ଡ୍‌ ବିକାଶ କରିଛନ୍ତି । ଷ୍ଟ୍ରୋକ୍‌...

Coronavirus Update

Archives

Model This Week

Why Dharitri