ଜାତୀୟ

ଶ୍ରୁତିଙ୍କ ବିରୋଧରେ ଭାଜପାର ଅଭିଯୋଗ

ଚେନ୍ନାଇ,୭।୪: ବର୍ତ୍ତମାନ ଦେଶରେ ଗୋଟିଏ ପଟେ କରୋନା ଆତଙ୍କ ଖେଳାଇଥିବା ବେଳେ ଅନ୍ୟପଟେ ନିର୍ବାଚନୀ ମାହୋଲ ରହିଛି। ନିକଟରେ ୩ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ ନିର୍ବାଚନ ସରିଛି। ମଙ୍ଗଳବାର ତାମିଲନାଡୁର ୨୩୪ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା।…

ମାଡ଼ି ଆସୁଛି ନୂଆ ବିପଦ: ଦିଲ୍ଲୀ ପାଲଟିଛି ମଶା ରାଜଧାନୀ

ନୂଆଦିଲ୍ଲୀ,୭।୪: କରୋନା ସଂକ୍ରମଣ ନେଇ ଦିଲ୍ଲୀର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏବେ କରୋନା ସହିତ ଦିଲ୍ଲୀରେ ନୂଆ ବିପଦ ମାଡ଼ି ଆସୁଛି। ରାଜଧାନୀ ଦିଲ୍ଲୀରେ ମଶା ସଂଖ୍ୟା ଏବେ ୬ ଗୁଣାବୃଦ୍ଧି ପାଇଛି। ଦିଲ୍ଲୀ ମଶା ରାଜଧାନୀ ପାଲଟିଥିବା ଏଏପି…

ମୁଲାୟମ୍‌ଙ୍କ ଝିଆରିଙ୍କୁ ବିଜେପି ଟିକଟ

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂହ ଯାଦବଙ୍କ ଝିଆରି ସନ୍ଧ୍ୟା ଯାଦବଙ୍କୁ ଭାଜପା ପକ୍ଷରୁ ଜିଲା ପଞ୍ଚାୟତ ପାଇଁ ଟିକଟ ମିଳିଛି। ଘିରୋରର ଓ୍ବାର୍ଡ ନଂ୧୮ରୁ ଜିଲା ପଞ୍ଚାୟତ ସଦସ୍ୟ ପଦ ପାଇଁ ତାଙ୍କୁ ପ୍ରାର୍ଥୀ କରାଯାଇଛି। ସନ୍ଧ୍ୟା ଯାଦବ…

୪୦ ଡାକ୍ତର କରୋନା ପଜିଟିଭ୍‌

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଥିବା କିଙ୍ଗ୍‌ ଜର୍ଜ ମେଡିକାଲ କଲେଜର ୪୦ ଜଣ ଡାକ୍ତରଙ୍କ ମନୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେମାନଙ୍କ ମଧ୍ୟରେ କୁଳପତି ଡ. ବିପିନ୍‌ ପୁରୀ ଏବଂ ଚିକିତ୍ସା ଅଧିକ୍ଷକ ଡ. ହିମାଂଶୁ ମଧ୍ୟ ରହିଛନ୍ତି। ଆକ୍ରାନ୍ତ…

ଗୋଟିଏ ଜୁଇରେ ଜଳିଲେ ୮ ଲୋକ

ପୁଣେ,୭।୪: ମହାରାଷ୍ଟ୍ରର ବିଡ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କରୋନାରେ ମୃତ୍ୟୁ ଘଟିଥିବା ୮ ଜଣ ଲୋକଙ୍କୁ ଗୋଟିଏ ସମାଧିସ୍ଥଳରେ ପୋଡି ଦିଆଯାଇଥିଲା। ବିଡ ଜିଲାର ଅମ୍ବାଜୋଗାଇ ତହସିଲରେ ଏହି ଘଟଣା ସାମ୍ନାକୁ ଆସିଛି। ପରେ ପ୍ରଶାସନ ପ୍ରତି…

ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ଶଯ୍ୟା ଅଭାବ: ବିଶ୍ରାମାଗାରରେ ଅମ୍ଳଜାନ ଲାଗି ହେଉଛି ଚିକିତ୍ସା

ପୁଣେ,୭।୪: ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗିନ ହୋଇପଡିଛି। ରାଜ୍ୟର ଅଧିକାଂଶ ଜିଲାରେ ପରିସ୍ଥିତି ଅନିୟନ୍ତ୍ରିତ ହେବାରେ ଲାଗିଛି। ପୁଣେରେ ଏହାର ଦୃଶ୍ୟ ଦେଖିବାକୁ ମିଳିଛି। ବାସ୍ତବରେ ପୁଣେର ପିମ୍ପ୍‌ରି ଅଞ୍ଚଳରେ ଥିବା ଡାକ୍ତରଖାନା ଗୁଡ଼ିକରେ କୋଭିଡ ଶଯ୍ୟା ଅଭାବ ରହିଛି। ଏଠାରେ…

କାର୍‌ରେ ଏକା ଥିଲେ ବି ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୭।୪: ଦେଶରେ କରୋନାର ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ରାଜଧାନୀ ଦିଲ୍ଲୀର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପ୍ରଶାସନ ପକ୍ଷରୁ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କଡ଼ାକଡ଼ି କରାଯାଇଛି। କାର୍‌ରେ ଏକା ଥିଲେ…

ଉତ୍ତର ପ୍ରଦେଶ ଅପେକ୍ଷା ପଶ୍ଚିମବଙ୍ଗରେ ବଡ଼ ବିଜୟ ହାସଲ କରିବୁ: ଅମିତ ଶାହା

କୋଲକତା,୭।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଛି। ଭାରତୀୟ ଜନତା ପାର୍ଟି କ୍ରମାଗତ ଭାବରେ ରାଜ୍ୟରେ ବଡ ବିଜୟ ଦାବି କରୁଛି। ଏଥି ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରୁଛନ୍ତି। ସେପଟେ କେନ୍ଦ୍ର ସ୍ବରାଷ୍ଟ୍ର…

ବିଏସ୍‌ଏଫ୍‌ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

ଅମୃତସର,୭।୪: ପଞ୍ଜାବର ଅମୃତସରରେ ଥିବା ଭାରତ-ପାକିସ୍ତାନ ସୀମାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ବିଏସ୍‌ଏଫ୍‌ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ସ୍ଥାନୀୟ ଲୋପୋକେ ଥାନା ଅଞ୍ଚଳରେ କାକ୍କାର ଫରଓ୍ବାର୍ଡ ପୋଷ୍ଟ ନିକଟରେ ମଙ୍ଗଳବାର-ବୁଧବାର ରାତ୍ରରେ ପାଟ୍ରୋଲିଂ ସମୟରେ ସମ୍ପୃକ୍ତ…

୨୪ ଘଣ୍ଟାରେ ଲକ୍ଷେ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୭।୪: ଦେଶରେ କରୋନାର ସଂକ୍ରମଣ ଥମିବାର ନା ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ି ଚାଲିିଛି। ଦେଶରେ ଲଗାତାର ଗତ ୪ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ…

ମଧ୍ୟସ୍ଥ ନିଯୁକ୍ତି ପ୍ରସ୍ତାବ ଦେଲେ ମାଓବାଦୀ

ବିଜାପୁର,୭ା୪(ପି.ଟି.): ଛତିଶଗଡ଼ର ବସ୍ତର ଅଞ୍ଚଳରେ ଶନିବାର ଏନ୍‌କାଉଣ୍ଟର ବେଳେ ନିଖୋଜ ହୋଇଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମନ୍‌ହାସ ମାଓବାଦୀମାନଙ୍କ କବ୍‌ଜାରେ ରହିଛନ୍ତି। ରାଜ୍ୟ ସରକାର ତାଙ୍କ ମୁକ୍ତି ପାଇଁ ମଧ୍ୟସ୍ଥ ନିଯୁକ୍ତ କରନ୍ତୁ ବୋଲି ମଙ୍ଗଳବାର ସିପିଆଇ ମାଓବାଦୀ ପକ୍ଷରୁ…

ପଶ୍ଚିମବଙ୍ଗର ୨୦୩ ଆସନ ବାକି

ନୂଆଦିଲ୍ଲୀ,୭ା୪: ତାମିଲନାଡୁର ୨୩୪, କେରଳ ୧୪୦ ଓ ପୁଡ଼ୁଚେରୀର ୩୦ ଆସନରେ ମଙ୍ଗଳବାର ନିର୍ବାଚନ ଶେଷ ହୋଇଛି। ଆସାମରେ ପୂର୍ବରୁ ୨ଟି ପର୍ଯ୍ୟାୟରେ ୮୬ ଆସନରେ ମତଦାନ ଶେଷ ହୋଇଥିବାବେଳେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଅବଶିଷ୍ଟ ୪୦ ନିର୍ବାଚନମଣ୍ଡଳୀ ଲାଗି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri