ଜାତୀୟ

ଆସ୍ଥାଭୋଟ ପୂର୍ବରୁ ୨ ବିଧାୟକଙ୍କ ଇସ୍ତଫା

ପୁଡୁଚେରୀ, ୨୨।୨: ଆସ୍ଥା ଭୋଟ୍‌ର ଦିନକ ପୂର୍ବରୁ ପୁଡ଼ୁଚେରୀର ଆଉ ଦୁଇଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟକ ଲକ୍ଷ୍ମୀନାରାୟଣନ ଇସ୍ତଫା ଦେବା ସହ ଦଳ ଛାଡ଼ିବେ ବୋଲି କହିଛନ୍ତି। ଏଥିସହିତ ସହଯୋଗୀ ଦଳ…

୨୩ରୁ ଜୋର୍‌ଦାର ହେବ ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ, ୨୨।୨(ପି.ଟି.): ନୂଆ କୃଷି ଆଇନ ବିରୋଧରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରାଯିବ। ଏଥିପାଇଁ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଏକାଧିକ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସରକାର ଆନ୍ଦୋଳନକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି…

ଫେରିପାରେ କଟକଣା

ନୂଆଦିଲ୍ଲୀ, ୨୨।୨: ଗତ ୭ ଦିନ ମଧ୍ୟରେ କରୋନା ଭୂତାଣୁରେ ୮୭,୭୧୧ ଜଣ ସଂକ୍ରମିତ ହୋଇଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ସଂକ୍ରମଣର ଦ୍ୱିତୀୟ ଲହର ନେଇ ଆଶଙ୍କା ପ୍ରକାଶ ପାଇଥିବାବେଳେ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ନିୟମକୁ ପୁଣି ଥରେ…

ପୋଷା କୁକୁରକୁ ଛାଡ଼ନ୍ତୁ ନାହିଁ ବାହାରକୁ

କୋଲକାତା, ୨୧।୨: ଗତ ଦୁଇ ସପ୍ତାହରେ କୋଲକାତାରେ ମଲେଣି ୬୦ ବୁଲା କୁକୁର ଓ ୧୨ରୁ ଅଧିକ ପୋଷା କୁକୁର। ଗ୍ୟାଷ୍ଟ୍ରୋଏଣ୍ଟରାଇଟିସ ପୀଡ଼ିତ ହୋଇ ଏତେ ସଂଖ୍ୟାରେ କୁକୁରମାନେ ମୃତ୍ୟୁ ମୁଖରେ ପଡ଼ିଥିବା କୁହାଯାଉଛି। ଏହି ରୋଗ ଗୋଟେ କୁକୁର ଠାରୁ…

ଲିଟର ପିଛା ୧ ଟଙ୍କା ଶସ୍ତା ହେବ ପେଟ୍ରୋଲ, ଡିଜେଲ

କୋଲକାତା,୨୧।୨: ସମଗ୍ର ଦେଶରେ ପେଟ୍ରୋଲ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ଡିଜେଲ ଉପରେ ଲଗାଯାଇଥିବା ‘ରାଜ୍ୟ ଟିକସ’ରେ ୧ ଟଙ୍କା କାଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତାକାଲି ପୁଣି ପଶ୍ଚିମବଙ୍ଗ ଯିବେ ମୋଦି

ନୂଆଦିଲ୍ଲୀ,୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ଆସନ୍ତାକାଲି ଅର୍ଥାତ୍‌ ସୋମବାର ପଶ୍ଚିମବଙ୍ଗ ଗସ୍ତ କରିବେ। ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନକୁ ନେଇ ଦଳୀୟ ପ୍ରଚାର ଅଭିଯାନ ପାଇଁ ମୋଦି ଏହି ଗସ୍ତ କରିବେ। ହୁଗୁଳି…

ମହାରାଷ୍ଟ୍ରର ଏହି ଦୁଇ ସହର ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

ମୁମ୍ବାଇ,୨୧।୨: ମହାରାଷ୍ଟ୍ରରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଅମରାବତୀ ସହର ଏବଂ ଅଚଲପୁରରେ ସପ୍ତାହକ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଛି। ଏହି ଅଞ୍ଚଳରେ ସବୁଠୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ନଜରରେ ରଖି…

ପ୍ରେମିକାଙ୍କ ସହ କୁକୁରକୁ ହତ୍ୟା କଲେ ଡାକ୍ତର, କ୍ଲିନିକ୍‌ ପରିସରରେ ଗାତ କରି ପୋତିଦେଲେ

ଭୋପାଳ,୨୧।୨: ମଧ୍ୟପ୍ରଦେଶରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଜଣେ ଡାକ୍ତର ଅବୈଧ ସମ୍ପର୍କକୁ ଲୁଚାଇବା ପାଇଁ ପ୍ରେମିକାଙ୍କୁ ହତ୍ୟା କରି ପୋତି ପକାଇଥିଲେ। ତେବେ ପୋଲିସ ଖୋଳତାଡ଼ କରି ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଛି। ପୋଲିସ ସୂଚନାନୁଯାୟୀ, ଡାକ୍ତରଙ୍କ ନିକଟରେ…

ଚନ୍ଦ୍ରାୟଣ-୩ ଉତ୍‌କ୍ଷେପଣରେ ବିଳମ୍ବ

ନୂଆଦିଲ୍ଲୀ,୨୧।୨: କୋଭିଡ୍‌-୧୯ କଟକଣା ଯୋଗୁ ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରାୟନ-୩ ଉତ୍‌କ୍ଷେପଣ ବିଳମ୍ବ ହେବା ନେଇ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନର (ଇସ୍ରୋ) ମୁଖ୍ୟ କେ. ସିଭାନ ରବିବାର ପ୍ରକାଶ କରିଛନ୍ତି। ଏହାର ଉତ୍‌କ୍ଷେପଣ ୨୦୨୨ରେ ହେବା ନେଇ ସେ…

ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର: ଏକାସାଙ୍ଗରେ ୨ଟି ପାଠ୍ୟକ୍ରମରେ ଲେଖାଇ ପାରିବେ ନାମ

ନୂଆଦିଲ୍ଲୀ,୨୧।୨: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କ ପାଇଁ ଖୁସି ଖବର ଆସିଛି। ଏଣିକି ଶିକ୍ଷାର୍ଥୀମାନେ ଦେଶରେ କୌଣସି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ବିଦେଶର ଯେ କୌଣସି ବିଶ୍ୱବିଦ୍ୟାଳୟରେ ନିଜ ପସନ୍ଦର ପାଠ୍ୟକ୍ରମରେ ନାମ ଲେଖାଇ ଏକାସାଙ୍ଗରେ ପାଠପଢ଼ି ଡିଗ୍ରୀ ହାସଲ କରିପାରିବେ।…

ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିଲେ ଛାତ୍ରୀ, ହଠାତ୍‌ ପ୍ରେମିକଙ୍କୁ ଦେଖି କରିନେଲେ ବିବାହ

ପାଟଣା,୨୧।୨: ବିହାରର କଟିହାରରେ ଅଜବ ପ୍ରେମର ଏକ ଗଜବ କାହାଣୀ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ସେଣ୍ଟରକୁ ଆସିଥିଲେ। ଉକ୍ତ ସେଣ୍ଟରକୁ ପରୀକ୍ଷା ଦେବାକୁ ଆସିଥିବା ଜଣେ ଛାତ୍ର ତଥା ତାଙ୍କ ପ୍ରେମିକଙ୍କୁ ସେଠାରେ ଦେଖି ହଠାତ୍‌…

ଅଭିଷେକଙ୍କ ଘରେ ସିବିଆଇ

କୋଲକାତା,୨୧।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ଘରେ ସିବିଆଇ ଟିମ୍‌ ପହଞ୍ଚିଛନ୍ତି। କୋଇଲା ଚୋରାଚାଲାଣ ଘଟଣାର ପଚରାଉଚରା ପାଇଁ ସିବିଆଇ ଟିମ୍‌ ଜାରି ହୋଇଥିବା ସମନ ନେଇ ଅଭିଷେକଙ୍କ ଘରେ ପହଞ୍ଚିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri