ନିଜ ଇଛା ଅନୁସାରେ ଧର୍ମ ପରିବର୍ତ୍ତନ କରିବା ସହିତ ପସନ୍ଦର ବିବାହ ସାମ୍ବିଧାନିକ ଅଧିକାର…
ପ୍ରୟାଗରାଜ,୧।୮: ଅପହରଣ, ଷଡଯନ୍ତ୍ର ଏବଂ ଧର୍ମ ପରିବର୍ତ୍ତନ ଆଇନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ପ୍ରତ୍ୟେକ ନାଗରିକ କୌଣସି ଧର୍ମ ଗ୍ରହଣ କରିବାର ଅଧିକାର ଅଛି। ନିଜର…
ଷ୍ଟେଶନ ମାଷ୍ଟରଙ୍କୁ ପଣବନ୍ଦୀ ରଖିଲେ ମାଓବାଦୀ
ପାଟନା, ୧।୮: ସଶସ୍ତ୍ର ମାଓବାଦୀମାନଙ୍କର ଏକ ଗୋଷ୍ଠୀ ଶନିବାର ସକାଳେ ପାଟନା-କୋଲକାତା ରୁଟ୍ର ଏକ ରେଳଷ୍ଟେଶନ ଉପରେ ଆକ୍ରମଣ କରିବା ସହ ଷ୍ଟେଶନ ମାଷ୍ଟରଙ୍କୁ ଅଧଘଣ୍ଟା ପଣବନ୍ଦୀ ରଖିଥିଲେ। ସେମାନେ ଷ୍ଟେଶନ ବିଲ୍ଡିଂକୁ ଉଡ଼ାଇଦେବାକୁ ଧମକ ଦେଇଥିଲେ। ମାଓବାଦୀ ପ୍ରବଣ ଜାମୁଇ…
ଦିଲ୍ଲୀ ରାସ୍ତାରେ ୧୫ ଫୁଟର ଖାତ
ନୂଆଦିଲ୍ଲୀ, ୧ା୮: ଦକ୍ଷିଣ ଦିଲ୍ଲୀରେ ଆଇଆଇଟି ଫ୍ଲାଏଓଭର ତଳେ ଶନିବାର ସକାଳେ ୧୦ରୁ ୧୫ ଫୁଟ ଲମ୍ବର ଗଭୀର ଖାତ ସୃଷ୍ଟି ହୋଇଛି। ଏଥିଯୋଗୁ ସେଠାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ପରେ ସେହି ରାସ୍ତା ଦେଇ ଟ୍ରାଫିକ୍ ପୋଲିସ ଚଳାଚଳ…
ଫାଶୀରେ ୯ ବର୍ଷୀୟଙ୍କ ମୃତ୍ୟୁ
ଲକ୍ଷ୍ନୌ, ୧ା୮: ସ୍ବାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ଚରିତ୍ରରେ ଅଭିନୟ ପାଇଁ ପୂର୍ବାଭ୍ୟାସ କରିବାବେଳେ ସତସତିକା ଜୀବନ ହରାଇଛନ୍ତି ଜଣେ ୯ ବର୍ଷର ବାଳକ। ଅଗଷ୍ଟ ୧୫ ଉପଲକ୍ଷେ ନାଟକ ପାଇଁ ରିହର୍ସଲ କରିବା ସମୟରେ ଉତ୍ତରପ୍ରଦେଶ ବଦାୟୁଁ ବାବତ…
ପ୍ରଶାସନିକ ସେବା ପରୀକ୍ଷାରେ ଫେଲ୍ ହେଲେ ବୋହୂ, ତଡ଼ିଦେଲେ ଶାଶୁଘର ଲୋକେ
ଜୟପୁର,୧ା୮: ରାଜସ୍ଥାନର ଜଣେ ବୋହୂ ପ୍ରଶାସନିକ ସେବା ପରୀକ୍ଷାରେ ଫେଲ୍ ହେବାରୁ ଶାଶୁଘର ଲୋକେ ତାଙ୍କୁ ଘରୁ ତଡ଼ି ଦେଇଛନ୍ତି। ପୀଡ଼ିତା ନ୍ୟାୟ ପାଇଁ ପୋଲିସ ନିକଟରେ ଗୁହାରି କରିଛନ୍ତି। ରାଜସ୍ଥାନର ଝୁନ୍ଝୁନ୍ ଜିଲାର ସୁରଜଗଡ଼ର ଦୁଇ ନଂ ଓ୍ବାର୍ଡରେ ରହୁଥିବା…
୧୦%ରୁ ଊର୍ଦ୍ଧ୍ୱ ସଂକ୍ରମଣ ଥିବା ଜିଲାରେ କଡ଼ାକଡ଼ି ହେବ କଟକଣା
ନୂଆଦିଲ୍ଲୀ, ୩୧।୭: ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ଥିବା ଜିଲାଗୁଡ଼ିକରେ କୋଭିଡ୍ କଟକଣା କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଜିଲାଗୁଡ଼ିକରେ ଜନ ସମାଗମ କମାଇବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ଓଡ଼ିଶା ସମେତ ୧୦…
ଲଲନ ସିଂ ଜେଡିୟୁ ଅଧ୍ୟକ୍ଷ
ପାଟନା,୩୧ ।୭: ରାଜଧାନୀ ଦିଲ୍ଲୀରେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲାଗି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ବୈଠକରେ ସର୍ବସମ୍ମତି କ୍ରମେ ଲଲନ ସିଂଙ୍କୁ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି…
ଅଗଷ୍ଟ ୨ରୁ ଖୋଲିବ ସମସ୍ତ ସ୍କୁଲ
ଚଣ୍ଡିଗଡ଼,୩୧ ।୭: କରୋନା ମହାମାରୀର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ତୃତୀୟ ଲହରର ଚିନ୍ତା କିନ୍ତୁ ଘାରୁଛି । ହେଲେ ଏହି ପରିସ୍ଥିତିରେ ପଞ୍ଜାବ ସରକାର ସମସ୍ତ ସ୍କୁଲ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଅଗଷ୍ଟ ୨ରୁ…
ରାଜନୀତି ଛାଡ଼ିଲେ ଭାଜପାର ବାବୁଲ ସୁପ୍ରିଓ
ନୂଆଦିଲ୍ଲୀ,୩୧।୭: ଲୋକପ୍ରିୟ ଗାୟକ ତଥା ଭାଜପା ସରକାରରେ କେନ୍ଦ୍ରୀୟ ମନ୍ତ୍ରୀ ଥିବା ବାବୁଲ ସୁପ୍ରିଓ ରାଜନୀତିରୁ ସନ୍ୟାସ ନେଉଥିବା ଶନିବାର ଘୋଷଣା କରିଛନ୍ତି। ଫେସବୁକ୍ ପୃଷ୍ଠାରେ ଏକ ପୋଷ୍ଟ ଶେୟାର କରି ଏବେ ସମାଜସେବା ଦିଗରେ ସେ ମନୋନିବେଶ କରିବାକୁ ଚାହୁଁଛନ୍ତି।…
ଘୋଷଣା ହେଲା ଉତ୍ତର ପ୍ରଦେଶ ଦଶମ-ଦ୍ୱାଦଶ ପରୀକ୍ଷା ଫଳାଫଳ
ଲକ୍ଷ୍ନୌ,୩୧ ।୭: ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ଶନିବାର ଦଶମ ଓ ଦ୍ୱାଦଶ ପରୀକ୍ଷାର ଫଳାଫଳ ଘୋଷଣା କରିଛି । ଚଳିତ ବର୍ଷ ଦଶମରେ ୯୯.୫୫ ପ୍ରତିଶତ ଓ ଦ୍ୱାଦଶରେ ୯୭.୮୮ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତିର୍ଣ୍ଣ ହୋଇଛନ୍ତି । ବିଦ୍ୟାର୍ଥୀମାନେ…
ବେଦୀରେ ଅପେକ୍ଷା କରିଥିଲେ କନ୍ୟା, ବରଗାଡ଼ିକୁ ଅଧା ରାସ୍ତାରେ ଅଟକାଇଲା ପୋଲିସ; କାରଣ ଜାଣିଲେ…
ଲକ୍ଷ୍ନୌ,୩୧ା୭: ଉତ୍ତରପ୍ରଦେଶର ପିଲଭିତ ଜିଲାର ଜଣେ ବର କନ୍ୟା ଆଣିବା ପାଇଁ ଉତ୍ତରାଖଣ୍ଡ ଯାଉଥିବା ବେଳେ ପୋଲିସ ସୀମାରେ ଅଟକାଇଥିଲା। ଯାଞ୍ଚ କରିବା ପରେ ବରଯାତ୍ରୀ ସହ ବରଙ୍କୁ ଫେରିଯିବାକୁ କହିଥିଲା ପୋଲିସ। ଏହି ଖବର କନ୍ୟାଘର ଲୋକଙ୍କ ନିକଟରେ ପହଞ୍ଚତ୍ବା…
ଏନ୍କାଉଣ୍ଟରରେ ଜୈଶ୍ ଆତଙ୍କବାଦୀ ଲମ୍ବୁ ନିହତ…
ଶ୍ରୀନଗର,୩୧।୭: ଜୈଶ-ଇ-ମହମ୍ମଦର ଜଣେ ବରିଷ୍ଠ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରି ମିଳିତ ସୁରକ୍ଷାକର୍ମୀ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛନ୍ତି। ପୁଲୱାମା ଆକ୍ରମଣରେ ସାମିଲ୍ ଥିବା ପାକିସ୍ତାନୀ ଆତଙ୍କବାଦୀଙ୍କର ଜମ୍ମୁ-କଶ୍ମୀରର ପୁଲୱାମା ଜିଲାରେ ଏକ ଏନ୍କାଉଣ୍ଟରରେ ମୃତ୍ୟୁ ଘଟିଛି। ଏନେଇ ଶନିବାର କଶ୍ମୀର ଜୋନ୍…
Archives


