ଜାତୀୟ

ଭାଜପା ପାଇଁ ଗଡ଼ ସମ୍ଭାଳିବା କଷ୍ଟ

ଲକ୍ଷ୍ନୌ,୧୭ା୧୧: ଉତ୍ତରପ୍ରଦେଶ(ୟୁପି)ରେ ୨୦୨୨ ପ୍ରଥମାର୍ଦ୍ଧରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଶାସକ ଭାଜପା ପାଇଁ ଏହି ନିର୍ବାଚନ ଅତ୍ୟନ୍ତ କଠିନ ହେବା ଜଳଜଳ ଦିଶୁଛି। ଗତ ନଭେମ୍ବର ୭ରେ ଭାଜପା ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟତଃ ୫ ରାଜ୍ୟରେ ହେବାକୁ ଥିବା…

ପ୍ରଦୂଷଣ ପାଇଁ ମଗାଇଲେ ହଜାରେ ବସ୍‌

ନୂଆଦିଲ୍ଲୀ,୧୭।୧୧: ପ୍ରଦୂଷଣ ହାର କମାଇବା ପାଇଁ ଏକ ମାସ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବାକୁ ମଙ୍ଗଳବାର ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି ଅରବିନ୍ଦ କେଜରିଓ୍ବାଲଙ୍କ ସରକାର। ରାଜଧାନୀରେ ଯୋଗାଯୋଗ ସେବାକୁ ସୁଦୃଢ଼ କରିବା ପାଇଁ ସରକାର ଏକ ହଜାର ବେସରକାରୀ ବସ୍‌…

‘ଗୋଟିଏ ଗାଲରେ ଚାପୁଡ଼ା ବାଜିଲେ, ଅନ୍ୟ ଗାଲ ଦେଖାଇବା କ’ଣ ଭିକ ନୁହେଁ’

ନୂଆଦିଲ୍ଲୀ,୧୬।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ମନ୍ତ୍ର ଥିଲା, ‘ଗୋଟିଏ ଗାଲରେ ଚାପୁଡ଼ା ବାଜିଲେ, ଅନ୍ୟ ଗାଲ ଦେଖାଅ’। ଏହା ଦ୍ୱାରା ଭିକ ମିଳିବ, ସ୍ବାଧୀନତା ନୁହେଁ। ଏଭଳି ସ୍ବରରେ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ କଙ୍ଗନା…

ଗୁରୁ ନାନକଙ୍କ ଜନ୍ମଦିବସ ପୂର୍ବରୁ ଖୋଲିବ କର୍ତାରପୁର କରିଡର

ନୂଆଦିଲ୍ଲୀ,୧୬।୧୧: ଆସନ୍ତା ୧୯ ତାରିଖରେ ପାଳିତ ହେବାକୁ ଯାଉଛି ଗୁରୁ ନାନକଙ୍କ ଜନ୍ମଦିବସ। ଏହି ଉପଲକ୍ଷେ ପାକିସ୍ତାନ ସଂଲଗ୍ନ କର୍ତାରପୁର କରିଡର ଖୋଲିବା ପାଇଁ ଶିଖ୍‌ ସମ୍ପ୍ରଦାୟ ଏବଂ ଶ୍ରଦ୍ଧାଳୁଙ୍କ ଦୀର୍ଘ ଦିନର ଦାବିକୁ କେନ୍ଦ୍ର ସରକାର ପୂରଣ କରିଛନ୍ତି। ବୁଧବାର…

ଛାତ୍ରୀଛାତ୍ରଙ୍କୁ ଗାଳି କଲେ ଉପମୁଖ୍ୟମନ୍ତ୍ରୀ

ପାଟଣା,୧୬।୧୧: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦୁଇ ଡେପୁଟି ମଧ୍ୟରୁ ରେଣୁ ଦେବୀ ଆନ୍ଦୋଳନକାରୀ ଛାତ୍ରୀଛାତ୍ରଙ୍କୁ ଆଶଳୀନ ଭାଷାରେ ଗାଳି ଦେଇଥିଲେ। ସମ୍ପୂର୍ଣ୍ଣର ଘଟଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଜପାର ବରିଷ୍ଠ ନେତ୍ରୀ ନିଜ ନିର୍ବାଚନ ମଣ୍ଡଳୀ…

୧୪ ରାଜ୍ୟରେ ସିବିଆଇ କଲା ଚଢ଼ାଉ

ନୂଆଦିଲ୍ଲୀ,୧୬।୧୧: ଶିଶୁଙ୍କୁ ଯୌନ ଉତ୍ପୀଡ଼ନ ଓ ଓ୍ବେବ୍‌ସାଇଟ୍‌ରେ ଆପତ୍ତିଜନକ କଣ୍ଟେଣ୍ଟ ପ୍ରସାର କରିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ମଙ୍ଗଳବାର ୧୪ ରାଜ୍ୟର ୭୬ ସ୍ଥାନରେ ଚଢ଼ାଉ କରାଯାଇଛି। ଗତ ୧୪ ତାରିଖରେ ସିବିଆଇ ଏନେଇ ୮୩ ଜଣଙ୍କ…

ଦୁର୍ଘଟଣାରେ ଗଲା ସୁଶାନ୍ତଙ୍କ ପରିବାରର ୫ ଜୀବନ

ପାଟଣା,୧୬।୧୧: ଏକ ସଡ଼କ ଦୁର୍ଘଟଣାରେ ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ବିହାରର ଲଖିସାରାଇ ଜିଲାରେ ୩୩୩ ନଂ ଜାତୀୟ ରାଜପଥରେ ମଙ୍ଗଳବାର ସକାଳେ ଏଲ୍‌ପିଜି ସିଲିଣ୍ଡର ଭର୍ତ୍ତି ଟ୍ରକ୍‌ ସହ ମୁହଁାମୁହିଁ…

ଏନକାଉଣ୍ଟରରେ ଗଲା ୨ ବ୍ୟବସାୟୀଙ୍କ ଜୀବନ

ଶ୍ରୀନଗର,୧୬।୧୧: ଜମ୍ମୁ-କଶ୍ମୀରର ଶ୍ରୀନଗରଠାରେ ଆତଙ୍କବାଦୀ ବିରୋଧୀ ଅପରେଶନ ବେଳେ ୪ ଜଣ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ବ୍ୟବସାୟୀ ଥିବା ଜଣାପଡ଼ିଛି। ପୋଲିସ କହିବା ଅନୁଯାୟୀ, ଅପରେଶନରେ ଦୁଇ ଜଣ ଆତଙ୍କବାଦୀ ଓ ସେମାନଙ୍କୁ ସମର୍ଥନ କରୁଥିବା ଦୁଇ…

ଭୋକରେ କାହାର ମୃତ୍ୟୁ ଘଟିବା ଉଚିତ ନୁହେଁ, କମ୍ୟୁନିଟି କିଚେନ ଯୋଜନା ନେଇ କେନ୍ଦ୍ରକୁ ଶେଷ ଚେତାବନୀ…

ନୂଆଦିଲ୍ଲୀ,୧୬।୧୧: ଏକ ସମାଜ ମଙ୍ଗଳ ରାଷ୍ଟ୍ରରେ ଭୋକରେ କାହାର ମୃତ୍ୟୁ ଘଟିବା ଉଚିତ ନୁହେଁ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କମ୍ୟୁନିଟି କିଚେନ ଯୋଜନା ନେଇ କିଭଳି ରୂପରେଖ ପ୍ରସ୍ତୁତ କରାଯାଇଛି ସେ ନେଇ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।…

କୋଭାକ୍ସିନ୍‌ ଅନୁମୋଦନରେ ବିଳମ୍ବ ଯୋଗୁ ଚାକିରି ହରାଇଥିବା ଲୋକଙ୍କ ପାଇଁ କିଛି ଉପାୟ ଅଛି କି? କେନ୍ଦ୍ରକୁ ପ୍ରଶ୍ନ…

ନୂଆଦିଲ୍ଲୀ,୧୬।୧୧: ଦେଶର ସ୍ବଦେଶୀ ଟିକା କୋଭାକ୍ସିନ୍‌କୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ସ୍ବୀକୃତି ମିଳିବରେ ବିଳମ୍ବ ଯୋଗୁ ବିଦେଶରେ ଚାକିରି କରିଥିବା ଲୋକେ ବେକାର ହୋଇ ଘରେ ବସି ରହିଛନ୍ତି। ସେମାନଙ୍କ ଅବସ୍ଥାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ଉପାୟ ରହିଛି…

ନଭେମ୍ବର ୧୭ରୁ ଖୋଲିବ କରତାରପୁର କରିଡର

ନୂଆଦିଲ୍ଲୀ,୧୬।୧୧:ଶ୍ରୀ ଗୁରୁ ନାନକ ଦେବ ଜୀଙ୍କର ପ୍ରକାଶ ପର୍ବ ପୂର୍ବରୁ କେନ୍ଦ୍ର ସରକାର କରତାରପୁର କରିଡର ଖୋଲିବାକୁ ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଟୁଇଟ୍‌ କରି ଏହି ଖୁସି ଦେଇଛନ୍ତି। ସେ କହିଛନ୍ତି, ବହୁ ସଂଖ୍ୟାରେ ଶିଖ ତୀର୍ଥଯାତ୍ରୀଙ୍କୁ…

ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ଆବେଦନ ପୁଣି ଖାରଜ

ମୁମ୍ବାଇ,୧୬।୧୧: ଶିନା ବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନକୁ ମଙ୍ଗଳବାର ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଗଷ୍ଟ ୨୦୧୫ରେ ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା ଏବଂ ସେବେଠାରୁ ତାଙ୍କୁ ବାଇକୁଲ୍ଲା ଜେଲରେ ରଖାଯାଇଛି। ୨୦୧୭ଠାରୁ ମୁଖାର୍ଜୀଙ୍କ ପାଞ୍ଚଟି ଜାମିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri