ମହାକାଳେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା…
ଉଜ୍ଜୟନୀ,୨୭।୭: ମଧ୍ୟପ୍ରଦେଶ ଉଜ୍ଜୟନୀଠାରେ ପ୍ରଭୁ ଶ୍ରୀ ମହାକାଳେଶ୍ୱରଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହୋଇଥିବା ଦଳା ଚକଟାରେ ବହୁ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ସମତେ ବହୁ ଭିଆଇପି ଏବଂ ସାଧାରଣ ଲୋକ ମନ୍ଦିରରେ…
ଜେଲ ଗଲେ ପାଦ୍ରୀ
ଚେନ୍ନାଇ, ୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା, ହିନ୍ଦୁଧର୍ମ ଏବଂ ତାମିଲନାଡୁ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେବା ଜଣେ ରୋମାନ କାଥୋଲିକ୍ ପାଦ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଅସମ୍ମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ପାଦ୍ରୀ ଜର୍ଜ ପୋନିଆଙ୍କୁ ତାମିଲନାଡୁର…
ସ୍ତନ୍ୟପାନ କରାଇପାରିବେ ସଂକ୍ରମିତ ମହିଳା
ନୂଆଦିଲ୍ଲୀ, ୨୭।୭: କୋଭିଡ୍ ପଜିଟିଭ୍ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ସାନି ଆଡଭାଇଜରି ଜାରି କରିଛନ୍ତି। କରୋନା ଆକ୍ରାନ୍ତ ମାଆମାନେ ସେମାନଙ୍କ ପିଲାଙ୍କୁ ସ୍ତନ୍ୟପାନ କରାଇପାରିବେ। ତେବେ ଅନ୍ୟ ସମୟରେ ସେମାନେ ପିଲାଙ୍କୁ…
ଚାଟିଂ ବେଶି, ପାଠପଢ଼ା କମ୍
ନୂଆଦିଲ୍ଲୀ, ୨୭ା୭: କରୋନା ମହାମାରୀ ଅଫ୍ଲାଇନ ପାଠପଢ଼ାରେ ଡୋରି ପକାଇଥିବାରୁ ଡିଜିଟାଲ ଶିକ୍ଷା ମୁହଁା ହୋଇଛନ୍ତି ଛାତ୍ରୀଛାତ୍ର। ପିଲାଙ୍କ ଶିକ୍ଷାରେ ବାଧା ସୃଷ୍ଟି ନ ହେବା ଉଦ୍ୟମରେ ଅଭିଭାବକ ସେମାନଙ୍କୁ ସ୍ମାର୍ଟ ଫୋନ୍ ଯୋଗାଇଦେଉଛନ୍ତି। ହେଲେ ପାଖରେ ମୋବାଇଲ ଥାଇ ବି…
ଯୋଗୀଙ୍କୁ ଚାଷୀଙ୍କ ଚ୍ୟାଲେଞ୍ଜ
ଲକ୍ଷ୍ନୌ,୨୭।୭: ଚାଷୀ ଆନ୍ଦୋଳନର ପରବର୍ତ୍ତୀ ମୁଖ୍ୟ ଲକ୍ଷ୍ୟସ୍ଥଳ ଉତ୍ତରପ୍ରଦେଶ ହେବ ବୋଲି ଭାରତୀୟ କିଷାନ ୟୁନିୟନର ଜାତୀୟ ମୁଖପାତ୍ର ରାକେଶ ଟିକାଏତ୍ କହିଛନ୍ତି। ୩ କୃଷି ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ସେପ୍ଟେମ୍ବର ୫ରେ ମୁଜାଫରନଗରରେ…
ସୀମା ବିବାଦରେ ବଳିପଡ଼ିଲେ ୬ ପୋଲିସ
ନୂଆଦିଲ୍ଲୀ, ୨୬।୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଶିଲଂଠାରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବାର ୨ଦିନ ପରେ ବିବାଦୀୟ ଆସାମ-ମିଜୋରାମ ସୀମାରେ ସୋମବାର ହିଂସାକାଣ୍ଡ ତୀବ୍ର ହୋଇଛି। ମିଜୋରାମ ପଟୁ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆସାମର ୬ ପୋଲିସ ନିହତ…
ତ୍ରିପୁରା ହୋଟେଲରେ ଅଟକ ପ୍ରଶାନ୍ତ କିଶୋରଙ୍କ ଟିମ୍
କୋଲକାତା, ୨୬।୭: ନିର୍ବାଚନ ରଣନୀତି ବିଶାରଦ ପ୍ରଶାନ୍ତ କିଶୋରଙ୍କ ଆଇପିଏସି (ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି)ର ଏକ ଟିମ୍କୁ ତ୍ରିପୁରାର ଏକ ହୋଟେଲରେ ଅଟକ ରଖାଯାଇଥିବା ସୋମବାର ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ କୌଣସି କାମରେ ଆଇପିଏସିର…
ମହାରାଷ୍ଟ୍ରରେ ବନ୍ୟା, ଭୂସ୍ଖଳନରେ ଏପର୍ଯ୍ୟନ୍ତ ୧୬୪ ଲୋକଙ୍କ ମୃତ୍ୟୁ: ଶହେରୁ ଅଧିକ ନିଖୋଜ
ମୁମ୍ବାଇ,୨୬।୭: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ଆସିଥିବା ବନ୍ୟା ଓ ଭୂସ୍ଖଳନ ଘଟଣାରେ ଏପର୍ଯ୍ୟନ୍ତ ୧୬୪ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଆଉ ୧୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ଅନ୍ୟପଟେ ୫୬ ଆହତ ବ୍ୟକ୍ତିଙ୍କୁ ଉଦ୍ଧାରକାରୀ ଦଳ…
ମୋଦିଙ୍କ ଶିକାର ହେଲେ ୟେଦୁରପ୍ପା: କଂଗ୍ରେସ
ନୂଆଦିଲ୍ଲୀ,୨୬ ।୭: କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଏସ୍ ୟେଦୁରପ୍ପା । ଏବେ ଏହାକୁ ନେଇ ବିରୋଧି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି । କଂଗ୍ରେସ କହିଛି ୟେଦୁରପ୍ପା ମୋଦିଙ୍କ ଶିକାର ହେଲେ । ତାଙ୍କୁ ଜବରଦସ୍ତ…
ଦିଲ୍ଲୀରେ ପହଞ୍ଚିଲେ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ
ନୂଆଦିଲ୍ଲୀ,୨୬।୭: ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ବିଜୟିନୀ ମୀରାବାଈ ଚାନୁ ତାଙ୍କ କୋଚଙ୍କ ସହ ସୋମବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଭାରତ ମାତା କୀ ଜୟ ଧ୍ୱନିରେ କମ୍ପି ଉଠିଥିଲା ବିମାନବନ୍ଦର। ଶନିବାର…
ରାହୁଲ ସଂସଦ ନେଇ ଆସିଥିବା ଟ୍ରାକ୍ଟର ଜବତ
ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଥିଲେ। ଯାହାକୁ ନେଇ ଦିନତମାମ ରାହୁଲ ଚର୍ଚ୍ଚାରେ ରହିଥିଲେ। ତେବେ ରାହୁଲଙ୍କ ପରେ ଏବେ ଉକ୍ତ ଟ୍ରାକ୍ଟର ଚର୍ଚ୍ଚାର ପରିସରକୁ…
କେନ୍ଦ୍ର ସରକାରଙ୍କୁ କୃଷକ ନେତାଙ୍କ ଧମକ
ନୂଆଦିଲ୍ଲୀ,୨୬ ।୭: ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଏକାଏତ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ସରକାର ଯଦି ଆମର ଦାବି ମାନି ନ ନିଅନ୍ତି ତେବେ ଆମେ ଲକ୍ଷ୍ନୌକୁ ଦିଲ୍ଲୀ କରିଦେବୁ । ସେ…
Archives


