ରାଜଧାନୀରେ ଯୋଗୀଙ୍କ ବୁଲ୍ଡୋଜର, ୧୫୦ କୋଟିର ଜମିରୁ ହଟିଲା ଜବର ଦଖଲ…
ନୂଆଦିଲ୍ଲୀ,୨୨।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଜବର ଦଖଲ ହଟାଇବା ଅଭିଯାନ ଜାରି ରଖିଛନ୍ତି। ଏବେ ଯୋଗୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଏଠାରେ ମଦନପୁର ଖାଦରଠାରେ ଥିବା ରୋହିଙ୍ଗା କ୍ୟାମ୍ପ୍କୁ ହଠାଇ ଦିଆଯାଇଛି। ଉତ୍ତରପ୍ରଦେଶ ଜଳସେଚନ ବିଭାଗର ୨.୧୦ ହେକ୍ଟର ଜମି…
ହଠାତ୍ କୂଅରୁ ବାହାରିଲା ଗରମ ପାଣି, ଆଉ ତା’ ପରେ…
ମୁମ୍ବାଇ,୨୨ା୭: ମହାରାଷ୍ଟ୍ରର ବୁଲଢାପା ଜିଲାରେ ଏକ କୂଅରୁ ହଠାତ୍ ଗରମ ପାଣି ବାହାରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ପୂରା ଜିଲାରେ ଚର୍ଚ୍ଚା ହେଉଛି। ବୁଲଢାପା ଜିଲାର ସଂଗ୍ରାମପୁର ତହସିଲ ଅନ୍ତର୍ଗତ ଅକୋଲି ନାମକ ଏକ ଗାଁରେ ରହୁଥିବା ଭାନୁଦାସ ସାଲୁଙ୍କିଙ୍କ…
ସଂସଦର ଉଭୟ ଗୃହରେ ହଟ୍ଟଗୋଳ…
ନୂଆଦିଲ୍ଲୀ,୨୨।୭: ଜୁଲାଇ ୧୯ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ବିରୋଧୀ ଦଳଙ୍କ ବିଭିନ୍ନ ଦାବି ଯୋଗୁ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କରୋନା ନିୟନ୍ତ୍ରଣ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସରକାରଙ୍କୁ…
ଦୁଇ ଯୁବତୀ ଗୋଷ୍ଠୀଙ୍କ ମଧ୍ୟରେ ମାଡ଼ପିଟ୍, ଭାଇରାଲ ହେଉଛି ଭିଡିଓ
ରାଞ୍ଚି,୨୨ା୭: ଯୁବଗୋଷ୍ଠୀ ମାଡ଼ପିଟ୍ ହେବାର ଦେଖିଥିବେ, ମାତ୍ର ଦୁଇ ଯୁବତୀ ଗୋଷ୍ଠୀ ମାଡ଼ପିଟ୍ ହେବାର ଦେଖିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ଝାଡ଼ଖଣ୍ଡରୁ ଏପରି ଏକ ଭିଡିଓ ଭାଇରାଲ ହେଉଛି। ବୋକାରୋ ଜିଲା ସେକ୍ଟର ୪ ଥାନା ଅଞ୍ଚଳରେ ତିଆରି ହୋଇଥିବା ଏକ…
ଇସ୍ତଫା ଦେବାର ସଙ୍କେତ ଦେଲେ ୟେଦୁରପ୍ପା
ବେଙ୍ଗାଲୁରୁ.୨୨ ।୭: କିଛି ଦିନ ହେବ କର୍ନାଟକ ସରକାର ରହିଛନ୍ତି ଚର୍ଚ୍ଚାରେ । ଶାସକ ଦଳରେ କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ଆଶଙ୍କା ବି କରାଯାଇଛି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା…
କୃଷି ଆଇନକୁ ବିରୋଧ କଲା କଂଗ୍ରେସ
ନୂଆଦିଲ୍ଲୀ,୨୨ ।୭: କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ବିରୋଧ କରିଛି କଂଗ୍ରେସ । ଗୁରୁବାର ଏହି ଆଇନକୁ ଫେରାଇ ନେବାକୁ ଦାବି କରି ସଂସଦ ଭବନ ପରିସରରେ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଏଥିରେ କଂଗ୍ରେସର…
ଗ୍ରାମ ପଞ୍ଚାୟତରେ ସ୍ଥାପିତ ହେବ ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…
ଲକ୍ଷ୍ନୌ,୨୨।୭: ଏବେ ପ୍ରତି ଗ୍ରାମ ପଞ୍ଚାୟତରେ ଗ୍ରାମ ସଚିବାଳୟ ସ୍ଥାପନ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ୬ମାସ ମଧ୍ୟରେ ଏସମ୍ପର୍କିତ ସମସ୍ତ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।…
ଜୁଲାଇରେ ୧୬ ଏନ୍କାଉଣ୍ଟର, ୩୬ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…
ଶ୍ରୀନଗର,୨୨।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧ ଅପରେଶନ୍ ଜାରି ରହିଛି। ଚଳିତ ଜୁଲାଇ ମାସରେ ବର୍ତ୍ତମାନ ସୁଦ୍ଧା ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ୧୬ଥର ଅନ୍କାଉଣ୍ଟର୍ କରାଯାଇଛି। ଏଥିରେ ୩୬ ଆତଙ୍କବାଦୀଙ୍କ ମୁଣ୍ଡ ଗଡିଛି। ଗତ ୬ ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସକ୍ରିୟ…
କରୋନା ସଂକ୍ରମଣ ପରେ ୯ ମାସ ପର୍ଯ୍ୟନ୍ତ ରୁହେ ଆଣ୍ଟିବଡ଼ି …
ରୋମ୍,୨୨।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀନ ଟିକାକରଣ ଅଭିଯାନ ବିଭିନ୍ନ ଦେଶରେ ଜାରି ରହିଛି। ଭାକ୍ସିନ୍ ନେବା ଦ୍ୱାରା ଲୋକଙ୍କ ଶରୀରରେ କରୋନା ଭୂତାଣୁ ପ୍ରତିରୋଧୀ ଆଣ୍ଟିବଡ଼ି ସୃଷ୍ଟି…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୨୨।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ…
ଟାଇମ୍ସ ସ୍କୋୟାର ବିଲ୍ବୋର୍ଡରେ ସୋନା
ନୂଆଦିଲ୍ଲୀ, ୨୧।୭: ଓଡ଼ିଶା ଜନ୍ମିତ ପ୍ରଚ୍ଛଦପଟ୍ଟ ଗାୟିକା ସୋନା ମହାପାତ୍ରଙ୍କୁ ବଡ଼ ସଫଳତା ମିଳିଛି। ଆମେରିକାର ନ୍ୟୁୟର୍କ ସହର ଟାଇମ୍ସ ସ୍କୋୟାର ବିଲ୍ବୋର୍ଡରେ ତାଙ୍କର ବିଶାଳ ଫଟୋ ସ୍ଥାନ ପାଇଛି, ଯାହା ହାତଗଣତି କଳାକାରଙ୍କୁ ମିଳିଥାଏ। ତାଙ୍କର ନିଆର ସ୍ବର, ଷ୍ଟାଇଲ…
ପେଗାସସ୍: ଶାସକଙ୍କ ଅସ୍ତ୍ର
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୭: ବିଶ୍ୱବ୍ୟାପୀ ପୁନଶ୍ଚ ଶିରୋନାମା ମଣ୍ଡନ କରିବାରେ ଲାଗିଛି ପେଗାସସ୍ ସ୍ପାଏଓ୍ବେର। ଖବରଦାତା, ମାନବାଧିକାର କର୍ମୀ, ବିଜ୍ନେସ୍ ଏକ୍ଜିକ୍ୟୁଟିଭ୍, ରାଜନେତାମାନଙ୍କ ଉପରେ ଗୁପ୍ତଚରଗିରି କରିବା ପାଇଁ ପେଗାସସ୍କୁ ବ୍ୟବହାର କରାଯାଇଥିବା ନେଇ ଓ୍ବାଶିଂଟନ ପୋଷ୍ଟ ଓ ୧୬ ମିଡିଆ ପାର୍ଟନର ପ୍ରଘଟ…
Archives


