୧୫୦ ବର୍ଷର ସୀମା ସଂଘର୍ଷ
ନୂଆଦିଲ୍ଲୀ,୩୧ା୭ : ଉତ୍ତର-ପୂର୍ବର ଆସାମ ଓ ମିଜୋରାମ ମଧ୍ୟରେ ଦେଢ଼ ଶତାବ୍ଦୀ ପୁରୁଣା ସୀମା ବିବାଦ ଜୁଲାଇ ୨୬ରେ ହଠାତ୍ ଉଗ୍ରରୂପ ଧାରଣ କରିଥିଲା। ଦୁଇ ପଡ଼ୋଶୀ ରାଜ୍ୟ ମୁହଁାମୁହିଁ ହେବାରୁ ୬ ଆସାମ ପୋଲିସଙ୍କ ଜୀବନ ଯାଇଥିଲା। ମିଜୋରାମ ପୋଲିସର…
ବ୍ୟାଙ୍କ ଭିତରେ ମ୍ୟାନେଜରଙ୍କୁ ହତ୍ୟା
ମୁମ୍ବାଇ,୩୦।୭: ମହାରାଷ୍ଟ୍ରର ପାଲଘର ଜିଲା ଭିରାରସ୍ଥିତ ଏକ ଘରୋଇ ବ୍ୟାଙ୍କର ଜଣେ ମ୍ୟାନେଜରଙ୍କୁ ହତ୍ୟା କରାଯାଇଛି। ଏଥିରେ ଅନ୍ୟ ମହିଳା ଅଫିସର ଆହତ ହୋଇଛନ୍ତି। ଗୁରୁବାର ରାତିରେ ଆଇସିଆଇସିଆଇ ବ୍ୟାଙ୍କ ଭିରାର ପୂର୍ବ ଶାଖାରେ ଏହି ଆକ୍ରମଣ ହୋଇଥିଲା। ସେତେବେଳେ ବ୍ୟାଙ୍କ…
ଆମେରିକାକୁ ଉଡ଼ିବ ଅଧିକ ବିମାନ
ନୂଆଦିଲ୍ଲୀ,୩୦।୭: ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରୀଛାତ୍ରଙ୍କ ନିମନ୍ତେ ଏୟାର ଇଣ୍ଡିଆ ଶୁକ୍ରବାର ଏକ ବଡ଼ ଘୋଷଣା କରିଛି। ଅଗଷ୍ଟ ପ୍ରଥମ ସପ୍ତାହରୁ ଆମେରିକାକୁ ଅଧିକ ବିମାନ ଉଡିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଭାରତରେ କରୋନା ମାମଲା…
ଅଗଷ୍ଟ ୯ଯାଏ ବଢ଼ିଲା ଲକ୍ଡାଉନ
ଚେନ୍ନାଇ,୩୦।୭: ଦେଶରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ହେଲେ ଅନେକ ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣର ଆଭାସ ଦେଖାଦେଲାଣି। ତେଣୁ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଶୁକ୍ରବାର ରାଜ୍ୟରେ ଲକ୍ଡାଉନ ଅବଧିକୁ…
ପାର୍ଲାମେଣ୍ଟ ଆସୁନାହାନ୍ତି ରାହୁଲ
ନୂଆଦିଲ୍ଲୀ,୩୦।୭: ପାର୍ଲାମେଣ୍ଟରେ ବର୍ତ୍ତମାନ ମୌସୁମୀ ଅଧିବେଶନ ଚାଲିଛି। ଲଗାତର ବିରୋଧୀ ଦଳର ନେତାଙ୍କ ହଟ୍ଟଗୋଳ ଯୋଗୁ ଗୃହ ଠିକ୍ ଭାବେ ଚାଲିପାରୁନି। ଇତିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨ଦିନ ହେଲା ପାର୍ଲାମେଣ୍ଟ ଆସୁ ନ ଥିବା ଜଣାପଡ଼ିଛି। ସୂତ୍ରରୁ ମିଳିଥିବା…
ଗୋଟିଏ ସ୍ଥାନରେ ଏକାଠି ନଜର ଆସିଲେ ଉଦ୍ଧବ-ଫଡ୍ନବିିସ
ମୁମ୍ବାଇ,୩୦।୭: ମହାରାଷ୍ଟ୍ର କୋଲାହପୁର ଜିଲାର ବନ୍ୟାଗ୍ରସ୍ତ ଅଞ୍ଚଳକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡ୍ନବିସ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୟରେ ଦୁଇ ନେତାଙ୍କୁ ଗୋଟିଏ ସମୟରେ ଓ ଗୋଟିଏ ସ୍ଥାନରେ…
ଭାରତକୁ ମିଳିଲା ଚତୁର୍ଥ ଟିକା
ନୂଆଦିଲ୍ଲୀ,୩୦।୭: ଦେଶବାସୀଙ୍କ ପାଇଁ ଖୁସି ଖବର। ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଡର୍ନା ଟିକାକୁ ମଙ୍ଗଳବାର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାକୁ ମିଶାଇ ଭାରତରେ ୪ ଟିକାକୁ ଆପତକାଳୀନ ମଞ୍ଜୁରୀ ମିଳିଛି । ଏଥିରେ କୋଭାକ୍ସିନ, କୋଭିସିଲ୍ଡ, ସ୍ପୁଟନିକ-ଭି ସହ…
ଅକ୍ଟୋବରରୁ ପ୍ରତିଦିନ ଏକ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା!
ନୂଆଦିଲ୍ଲୀ,୩୦ ।୭: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଏବେ ବିଶ୍ୱବାସୀଙ୍କ ପାଇଁ ଆଶାର କିରଣ ହେଉଛି କେବଳ ଟିକା ବା ଭ୍ୟାକ୍ସିନ । ଆମ ଦେଶ ଭ୍ୟାକ୍ସିନ ତିଆରି ଉପରେ ଗୁରୁତ୍ୱ ଦେଉଥିବା ବେଳେ ଲୋକଙ୍କୁ କିପରି…
ଆସାମ କଂଗ୍ରେସକୁ ଝଟ୍କା: ଦଳରୁ ଇସ୍ତଫା ଦେଲେ ଆଉ ଜଣେ ବିଧାୟକ, ଭାଜପାରେ ହୋଇପାରନ୍ତି ସାମିଲ
ଗୁଆହାଟି,୩୦।୭: ଆସାମରେ ବିରୋଧୀ କଂଗ୍ରେସକୁ ଶୁକ୍ରବାର ଏକ ବଡ଼ ଝଟ୍କା ଲାଗିଛି। ଆଉ ଜଣେ ବିଧାୟକ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଜୋରହାଟ ଜିଲାର ଥୌରାରୁ ୨ଥର କଂଗ୍ରେସ ବିଧାୟକ ହୋଇଥିବା ସୁଶାନ୍ତ ବୋର୍ଗୋହେନ ନବନିଯୁକ୍ତ ଆସାମ କଂଗ୍ରେସ…
କୋଲକାତା ଫେରିଲେ ଦିଦି, କହିଲେ ବିରୋଧି ଏକଜୁଟ ହେବା ଜରୁରୀ
ନୂଆଦିଲ୍ଲୀ,୩୦ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ୫ ଦିନିଆ ଦିଲ୍ଲୀ ଗସ୍ତ ସାରି ଶୁକ୍ରବାର କୋଲକାତା ଫେରିଛନ୍ତି । ଏହାପୂର୍ବରୁ ସେ ଦିଲ୍ଲୀରେ କହିଛନ୍ତି ତାଙ୍କ ୫ ଦିନିଆ ଗସ୍ତ ଭିତରେ ସେ ବହୁ ନେତାଙ୍କ ସହ ସାକ୍ଷାତ୍…
ଆତଙ୍କବାଦୀଙ୍କ ଗ୍ରେନେଡ ମାଡ: ୪ ଯବାନ ଆହତ
ଜମ୍ମୁ,୩୦ ।୭: କଶ୍ମୀର ଘାଟିର ବାରାମୂଳାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ ମାଡ କରିଛନ୍ତି । ଏଥିରେ ୪ ଜଣ ଯବାନ ଆହତ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ଲାଗି…
ମଇଳା ସ୍ବେରେଜ ପାଣିରେ ଚାଲିଲେ ଭାଜପା ବିଧାୟକ
ହାପୁର,୩୦।୭: ଉତ୍ତରପ୍ରଦେଶ ଜନପଦ ହାପୁଡ ଜିଲାର ଗଡ଼ମୁକ୍ତେଶ୍ୱରରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭାଜପା ବିଧାୟକ କମଲ ସିଂହଙ୍କୁ ଗ୍ରାମବାସୀଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଛି। ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତାରେ…
Archives


