ଜାତୀୟ

ରାତିରେ ହେବ ପୋଷ୍ଟମର୍ଟମ

ନୂଆଦିଲ୍ଲୀ,୧୫।୧୧: ଦେଶରେ ପ୍ରଚଳିତ ମୃତଦେହ ବ୍ୟବଚ୍ଛେଦ ଆଇନରେ ବଡ଼ ପରିର୍ତ୍ତନ କରାଯାଇଛି। ପୂର୍ବରୁ ରହିଥିବା ନିୟମ ଅନୁଯାୟୀ ସନ୍ଧ୍ୟା ୫ଟା ପରେ ଓ ସୂର୍ଯ୍ୟାସ୍ତ ପୂର୍ବରୁ ମୃତଦେହ ବ୍ୟବଚ୍ଛେଦ କରାଯାଉ ନ ଥିଲା। ଏହାକୁ ସଂଶୋଧିତ କରାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ,…

ଗାଈ ଜୀବନ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୫।୧୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପରେ ଚରଣଜିତ ସିଂ ଚନ୍ନି ତାଙ୍କ ସାମାଜିକ କାର୍ଯ୍ୟ ପାଇଁ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଛନ୍ତି। ସାଧାରଣ ଲୋକଙ୍କ ପାଇଁ ତାଙ୍କ ଦ୍ୱାର ଖୋଲା ରଖିବା ବିଷୟରେ ସେ ସର୍ବଦା କହିଆସିଛନ୍ତି। ଏପରିକି ଫୋନରେ ଲୋକଙ୍କ…

ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ…

ବେଙ୍ଗାଲୁରୁ,୧୫।୧୧: ଲୋକଙ୍କୁ ନ୍ୟାୟିକ ସହାୟତା ପ୍ରଦାନ କ୍ଷେତ୍ରରେ ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ। ଜଣେ କଷ୍ଟମ ଅଧିକାରୀଙ୍କ ପକ୍ଷରୁ ଆଇନଜୀବୀଙ୍କ ବିରୋଧରେ ଦାଖଲ କରାଯାଇଥିବା ଏକ ଅଭିଯୋଗକୁ କର୍ନାଟକ ହାଇକୋର୍ଟ ଖାରଜ କରି ଏଭଳି କହିଛନ୍ତି। କୋର୍ଟ କହିଛନ୍ତି…

ଆରଆର୍‌ଏସ୍‌ କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ହତ୍ୟା

ଥିରୁଭାନନ୍ତପୁରମ୍‌,୧୫।୧୧: କେରଳର ପାଲକ୍କଡ ଜିଲାରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) କାର୍ଯ୍ୟକର୍ତ୍ତାଙ୍କୁ ସୋମବାର ଛୁରି ଭୁସି ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ଜଣଙ୍କ ହେଲେ ୨୭ ବର୍ଷୀୟ ଏସ ସଞ୍ଜିତ। ଏହି ମୃତ୍ୟୁ ପାଇଁ ଭାଜପା ଜିଲା ସଭାପତି କେ.ଏମ…

ଆୟୁର୍ବେଦିକ ଚିକିତ୍ସାର ବିଜ୍ଞାପନ ଲାଗି କୌଣସି ଅନୁମତି ଲୋଡ଼ା ନାହିଁ…

ଥିରୁଭାନନ୍ତପୁରମ୍‌,୧୫।୧୧: କୌଣସି ସଂସ୍ଥା ପକ୍ଷରୁ ସେଠାରେ ଉପଲବ୍ଧ ଆୟୁର୍ବେଦିକ ଚିକିତ୍ସା ତଥା ସୁବିଧା ସୁଯୋଗ ସମ୍ପର୍କରେ ସର୍ବସାଧାରଣଙ୍କ ସୂଚନା ଲାଗି ବିଜ୍ଞାପନ ପାଇଁ ଅନୁମତି ଲୋଡ଼ା ନାହିଁ। ସମ୍ପୃକ୍ତ ସଂସ୍ଥା କୌଣସି ଔଷଧ ସମ୍ପର୍କରେ ବିଜ୍ଞାପନ କରୁ ନାହାନ୍ତି ବରଂ ଚିକିତ୍ସା…

ଦେଶର ପ୍ରଥମ ବିଶ୍ୱସ୍ତରୀୟ ମଡେଲ ରେଳ ଷ୍ଟେଶନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଭୋପାଳ,୧୫।୧୧:ମଧ୍ୟପ୍ରଦେଶର ରାଣୀ କମଳାପତି ରେଳ ଷ୍ଟେଶନକୁ ସୋମବାର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭୋପାଳ, ମଧ୍ୟପ୍ରଦେଶ ଏବଂ ଦେଶ ପାଇଁ ଆଜି ଦିନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ସେ…

ଜେଲରେ ଅନିଲ ଦେଶମୁଖଙ୍କୁ ଘର ଖାଦ୍ୟ ମନା

ମୁମ୍ବାଇ,୧୫।୧୧: ଚଳିତ ମାସ ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହୋଇ ଜେଲରେ ଅଛନ୍ତି। ଆଜି ତାଙ୍କ ରିମାଣ୍ଡ ଅବଧି ସରିଥିବା ବେଳେ ପୁଣି ତାଙ୍କୁ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଅନିଲ ଦେଶମୁଖଙ୍କ…

ବିଶ୍ୱକୁ ପ୍ରଦୂଷଣ ଚିନ୍ତା: ସବୁଠାରୁ ଉପରେ ଲାହୋର, ଦିଲ୍ଲୀର ପ୍ରଦୂଷଣ ରୋଗ ସୃଷ୍ଟି କରିବାକୁ ଯଥେଷ୍ଟ

ନୂଆଦିଲ୍ଲୀ,୧୫ ।୧୧: ସୁପ୍ରିମକୋର୍ଟଙ୍କ କଡା ଚେତାବନୀ ପରେ ଦିଲ୍ଲୀର ବାୟୁ ପ୍ରଦୂଷଣ କମ୍ କରିବାକୁ ସରକାର କିଛି ପଦକ୍ଷେପ ନେବାକୁ ଯାଉଛନ୍ତି । ଏହାର କିଛି ଘଣ୍ଟା ପୂର୍ବରୁ ପାଗରେ ପରିବର୍ତ୍ତନ ଯୋଗୁ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା ସାମାନ୍ୟ କମ୍…

ପବନରେ ଜହର, ହରିୟାଣାର ୪ ଜିଲାରେ ସ୍କୁଲ ବନ୍ଦ…

ଚଣ୍ଡିଗଡ଼,୧୫।୧୧: ଦିଲ୍ଲୀ ଏନସିଆର ଅଞ୍ଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ନେଇ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦର ପ୍ରଭାବ ପଡ଼ିବା ଆରମ୍ଭ କରିଛି। ସୁପ୍ରିମକୋର୍ଟରେ ଶୁଣାଣି ପରେ ହରିୟାଣା ସରକାର ନଭେମ୍ବର୧୭ ପର୍ଯ୍ୟନ୍ତ ୪ଟି ଜିଲ୍ଲାର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁଗ୍ରାମ,…

ହନିଟ୍ରାପ୍‌ ମାୟାରେ ଯବାନ, ଆଇଏସ୍‌ଆଇ ଏଜେଣ୍ଟ୍‌ଙ୍କୁ ଦେଉଥିଲେ ଗୁପ୍ତ ସୂଚନା…

ପାଟନା,୧୫।୧୧: ପାଟନାରେ ଜଣେ ଭାରତୀୟ ସେନା ଯବାନଙ୍କୁ ହନିଟ୍ରାପ୍‌ ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କୁ ରାଜଧାନୀର ଖାଗଲ ପୋଲିସ ଷ୍ଟେଶନ ଅଞ୍ଚଳରୁ ଗିରଫ କରାଯାଇଛି। ଗିରଫ ସେନା ଯବାନ ଜଣେ ପାକିସ୍ତାନୀ ମହିଳାଙ୍କ ସହ ଯୋଗାଯୋଗରେ ରହି ଦେଶର ଗୁପ୍ତ ସୁରକ୍ଷା…

ପ୍ରିୟଙ୍କା ଗାନ୍ଧୀ ଅସୁସ୍ଥ

ନୂଆଦିଲ୍ଲୀ,୧୫ ।୧୧: କଂଗ୍ରେସର ଉତ୍ତର ପ୍ରଦେଶ ପ୍ରଭାରୀ ତଥା ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ମୁରାଦାବାଦ ଗସ୍ତ କରିବାର ଥିଲା । ହେଲେ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରିୟଙ୍କା ଭାଇରାଲ…

ମଣିପୁର ଆତଙ୍କବାଦୀ ଆକ୍ରମଣକୁ ନେଇ ଉଠୁଛି ପ୍ରଶ୍ନ

ଇମ୍ଫାଲ,୧୫ ।୧୧: ମଣିପୁରରେ ଆସାମ ରାଇଫଲ୍ସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ପିଏଲଏ ଓ ଏମ୍‌ଏନ୍‌ପିଏଫ୍ ନିଜକୁ ଦାୟୀ କରିଥିଲେ ବି ଏବେ ଏହାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ପ୍ରଶ୍ନ ହେଉଛି କୌଣସି ବାହାର ଦେଶ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri