୩୦ରୁ ୩୫ ଟଙ୍କା କମ୍ ଦରରେ ମିଳିପାରିବ ପେଟ୍ରୋଲ
ନୂଆଦିଲ୍ଲୀ,୨୦।୯: ପେଟ୍ରୋଲ ଏବଂ ଡିଜେଲ ସାମଗ୍ରୀ ଓ ସେବା ଟିକସ୍(ଜିଏସ୍ଟି) ପରିସରଭୁକ୍ତ ହେଲେ ତେଲ ଦର ୩୦ରୁ ୩୫ ଟଙ୍କା ହ୍ରାସ ହେବ ବୋଲି ଭାଜପା ନେତା କେ.ଆନ୍ନାମଲାଇ ସୋମବାର କହିଛନ୍ତି। ଏପରି ହେଲେ କେନ୍ଦ୍ରକୁ ଏହା ଉପରେ ସରଚାର୍ଜ ଏବଂ…
ଚନ୍ନିଙ୍କ ପରେ ମୁଖ୍ୟମନ୍ତ୍ରୀ କିଏ
ନୂଆଦିଲ୍ଲୀ,୨୦।୯: ପଞ୍ଜାବରେ ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ କିଏ ମୁଖ୍ୟମନ୍ତ୍ରୀ ହେବେ ଏବେଠୁ ଚର୍ଚ୍ଚା ଜୋର୍ ଧରିଲାଣି। ଏନେଇ କଂଗ୍ରେସର ଉତ୍ତର ମଧ୍ୟ ଆସିଛି। ପିସିସି ସଭାପତି ନବଜୋତ୍ ସିଂ ସିଦ୍ଧୁ ଓ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି…
ଶପଥ ନେବା ପରେ ଉଠିଲା ଇସ୍ତଫା ଦାବି
ଚଣ୍ଡିଗଡ଼,୨୦।୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂ ଚାନ୍ନି ସୋମବାର ଶପଥ ଗ୍ରହଣ କରିଛନ୍ତି। ଶପଥ ନେବାର କିଛି ଘଣ୍ଟା ପରେ ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ଜାତୀୟ ମହିଳା କମିଶନ (ଏନ୍ସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା…
‘ଦୁଇ ଥର ରାଜ୍ୟ ସଭା ଆସନକୁ ପ୍ରତ୍ୟାଖ୍ୟାନ କରିଛି’
ନୂଆଦିଲ୍ଲୀ,୨୦।୯: ବାସଭବନ ଓ କାର୍ଯ୍ୟାଳୟରେ ଆଇଟି ଚଢ଼ାଉ ପରେ ଟିକସ ଠକେଇ ଓ ବେଆଇନ ଫଣ୍ଡିଂ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ। ଏହି ଚଢ଼ାଉ ପୂର୍ବରୁ ତାଙ୍କୁ ଦୁଇ ଦୁଇ ଥର ରାଜ୍ୟ ସଭା ପ୍ରସ୍ତାବ ଆସିଥିଲା।…
କଂଗ୍ରେସରେ ମିଶିବାକୁ ଯାଉଛନ୍ତି କହ୍ନେୟା କୁମାର, ଗୁଜରାଟ ବିଧାୟକ
ନୂଆଦିଲ୍ଲୀ,୨୦।୯: ଆସନ୍ତା ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆୟୋଜିତ ହେବାକୁ ଥିବା ଇଭେଣ୍ଟରେ କଂଗ୍ରେସରେ ସାମିଲ ହୋଇପାରନ୍ତି ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର। ତାଙ୍କ ସହ ଗୁଜରାଟର ସ୍ବାଧିନ ବିଧାୟକ ଜିଗନେଶ ମେଭାନି ମଧ୍ୟ କଂଗ୍ରେସର…
ହିମାଚଳ ପ୍ରଦେଶର ସମସ୍ତ ୬୮ ବିଧାନସଭା ଆସନରେ ଲଢିବ ଏଏପି
ଶିମଲା,୨୦ ।୯: ଆମ ଆଦମୀ ପାର୍ଟି(ଏଏପି) ବେଳକୁ ବେଳ ଶକ୍ତିଶାଳୀ ହେବାକୁ ଲାଗିଛି । ଏବେ ସେ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହୋଇ ଗଲାଣି । ୨୦୨୨ ନଭେମ୍ବରରେ ହିମାଚଳ ପ୍ରଦେଶରେ ହେବାକୁ ଯାଉଥିବା ବିଧାନସଭା…
ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ
ମୁମ୍ବାଇ,୨୦ ।୯: ବଲିଉଡ୍ର ଆଗଧାଡିର ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କୋର୍ଟରୁ ଆସ୍ୱସ୍ତି ମିଳିଛି । ପୋର୍ନୋଗ୍ରାଫି ମାମଲାରେ ୫୦ ହଜାର ଟଙ୍କା ଜମାକରି ରାଜ ଜାମିନରେ ଆସିଛନ୍ତି । ସୂଚନାଯୋଗ୍ୟ, ପୋର୍ନୋଗ୍ରାଫି ମାମଲାରେ…
ଭାଜପା ନେତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ଅମଲାତନ୍ତ୍ର କିଛି କରେ ନାହିଁ, ଆମ ଚପଲ ଉଠାଏ
ନୂଆଦିଲ୍ଲୀ,୨୦।୯: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଉମା ଭାରତୀଙ୍କ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଅମଲାତନ୍ତ୍ର ବିଷୟରେ ଉମା ଭାରତୀ କହିଛନ୍ତି ଯେ, ଅମଲାତନ୍ତ୍ର ନେତାମାନଙ୍କୁ ଚଳାଏ ନାହିଁ, ସେମାନେ ଆମର ଚପଲ ଉଠାଇଥାନ୍ତି, ଅମଲାତନ୍ତ୍ର କିଛି ନୁହେଁ।…
ସତ ମାନିଲେ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ଜାକିର, ପାକିସ୍ତାନରେ ଥିବା ହ୍ୟାଣ୍ଡଲର୍ସଙ୍କ ଠାରୁ ମିଳୁଥିଲା ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୦ ।୯: ଦେଶରେ ବଡ ଧରଣର ଆକ୍ରମଣ ଯୋଜନାରେ ଥିବା ସନ୍ଦିଗ୍ଧ ଆତଙ୍କବାଦୀ ଜାକିର ହୁସେନ ଶେଖଙ୍କୁ ମହାରାଷ୍ଟ୍ର ଏଟିଏସ୍ ପଚରା ଉଚରା କରିବା ପରେ ଅନେକ ତଥ୍ୟ ହାସଲ ହୋଇଛି । ଏହି ସମ୍ପୂର୍ଣ୍ଣ ମାମଲାରେ ପାକିସ୍ତାନୀଙ୍କ ହାତ ଥିବା…
ବେଶ ବଦଳାଇ ହସ୍ପିଟାଲରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ, ସିକ୍ୟୁରୀଟି ଗାର୍ଡଙ୍କ ଠାରୁ ଖାଇଲେ ଠେଙ୍ଗା ପାହାର
ନୂଆଦିଲ୍ଲୀ,୨୦।୯: କରୋନା ମହାମାରୀ ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଆକ୍ସନ ମୋଡ୍ରେ କାର୍ଯ୍ୟ କରୁଛନ୍ତି। ସେ ପ୍ରତିଦିନ ଡାକ୍ତରଖାନା ପରିଦର୍ଶନ କରି ଅଧିକାରୀଙ୍କ ସହ ନିରନ୍ତର କାର୍ଯ୍ୟ ସମୀକ୍ଷା କରୁଛନ୍ତି। ମାନସୁଖ ମାଣ୍ଡଭିଆ ନିକଟରେ ଜଣେ ସାଧାରଣ ରୋଗୀଙ୍କ ପରି…
ବୃଦ୍ଧି ହେବ ଡାକ୍ତରଙ୍କ ଅବସର ବୟସ ସୀମା
ଲକ୍ଷ୍ନୌ,୨୦ ।୯: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଡାକ୍ତରଙ୍କ ଅବସର ବୟସ ସୀମାକୁ ଆଉ ୫ ବର୍ଷ ବଢାଇବାକୁ ନିଷ୍ପତ୍ତିି ନେଇଛନ୍ତି । ଏଥିପାଇଁ ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଏମିତି ପ୍ରସ୍ତାବକୁ ନେଇ କେତେକ ଡାକ୍ତର…
ଆକ୍ସନ ମୁଡରେ ଚନ୍ନି: ପାଣି , ବିଜୁଳି ବିଲ୍ ଛାଡ
ଚଣ୍ଡିଗଡ଼,୨୦ ।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଚରଣଜିତ୍ ସିଂ ଚନ୍ନି ଏବେ ଆକ୍ସନ ମୁଡରେ ଅଛନ୍ତି । ସେ ତାଙ୍କର ପ୍ରଥମ ଖବରଦାତା ସମ୍ମିଳନୀରେ କିଛି ବଡ ଘୋଷଣା କରିଛନ୍ତି । କୃଷକଙ୍କ ପାଣି ଓ ବିଜୁଳି…
Archives


