ଜାତୀୟ

ରାଜଧାନୀରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ…

ନୂଆଦିଲ୍ଲୀ, ୩୦।୧୨: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର ସୂଚନା ପ୍ରଦାନ କରିଛନ୍ତି। ଇତିମଧ୍ୟରେ ଦିଲ୍ଲୀରେ ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩କୁ ବୃଦ୍ଧି ପାଇଛି।…

ମନ୍ଦିର ହେବ ସରକାରୀ ନିୟନ୍ତ୍ରଣ ମୁକ୍ତ…

ବେଙ୍ଗାଲୁରୁ, ୩୦।୧୨: ଖୁବ୍‌ ଶୀଘ୍ର କର୍ନାଟକର ସମସ୍ତ ମନ୍ଦିର ସରକାରଙ୍କ ନିୟନ୍ତ୍ରଣ ମୁକ୍ତ ହେବ। ମନ୍ଦିର ଗୁଡ଼ିକ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଗୁରୁବାର ଏଭଳି କହିଛନ୍ତି। ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ଏନେଇ…

ଦେଶରେ ହେଲାଣି ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩୦ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହା ସାଙ୍ଗକୁ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣରେ ବି ଲଗାମ ଲାଗି ପାରୁନାହିଁ । ଏହାକୁ ଦେଖି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି…

କରୋନା ମାର୍ଗଦର୍ଶିକା ପାଳନ ସହିତ ରାଜନୈତିକ ଦଳ ଚାହୁଁଛନ୍ତି ବିଧାନସଭା ନିର୍ବାଚନ, ସୂଚନା ଦେଲେ ଇସି…

ନୂଆଦିଲ୍ଲୀ, ୩୦।୧୨: ସମସ୍ତ ରାଜନୈତିକ ଦଳ କରୋନା ମାର୍ଗଦର୍ଶିକା ପାଳନ ସହିତ ଠିକ୍‌ ସମୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଚାହୁଁଛନ୍ତିି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଏସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନର(ଇସି) ସୁଶୀଲ ଚନ୍ଦ୍ରା ଗୁରୁବାର ସୂଚନା ଦେଇଛନ୍ତି। ଆସନ୍ତା…

ପିଲାଙ୍କୁ ଟିକା, ମା-ବାପାଙ୍କ ମୋବାଇଲ୍‌ ନମ୍ବରରୁ କରିହେବ ପଞ୍ଜିକରଣ…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଙ୍କଟ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ୨୦୨୨ ଜାନୁୟାରୀ ୧ଠାରୁ କୋ-ଓ୍ବିନ୍‌ ପ୍ଲାଟର୍ଫମରେ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ…

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ଶରଦ ପଓ୍ବାର…

ନୂଆଦିଲ୍ଲୀ, ୩୦।୧୨: ଏନସିପି ମୁଖ୍ୟ ଶରଦ ପ୍‌ୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର କାର୍ଯ୍ୟ କରିବା ଶୈଳୀକୁ ନେଇ ପ୍ରଶଂସା କରି କହିଛନ୍ତି। ଶରଦ କହିଛି ମୋଦି ପ୍ରକୃତି ଏପରି ଯେ ଯେତେବେଳେ ସେ ତାଙ୍କ ହାତରେ ଏକ କାର୍ଯ୍ୟ ନିଅନ୍ତି,…

ଭୟଭୀତ ନହୋଇ ସତର୍କ ରହିବା ଜରୁରୀ…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ୍‌)ର ନିର୍ଦ୍ଦେଶକ ଡାକ୍ତର ରଣଦୀପ୍‌ ଗୁଲେରିଆ କହିଛନ୍ତି ଯେ, ସଂକ୍ରମଣକୁ ଡରିବାର କୌଣସି କାରଣ…

ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ସମ୍ପର୍କରେ ଜାଣିବା ହେବ ସହଜ…

ପୁଣେ/ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ଏହା ସହିତ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ସଙ୍କଟ ଦେଖାଦେଇଛି। ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡ଼ି ସମ୍ପର୍କରେ ଏବେ ସହଜରେ ଜଣାପଡ଼ିବ। ପୁଣେର ଇଣ୍ଡିଆନ କାଉନସିଲ ଅଫ ମେଡିକାଲ…

ମୁମ୍ବାଇରେ ୧୪୪ ଧାରା, ୭ ଜାନୁୟାରୀ ପର୍ଯ୍ୟନ୍ତ ହୋଇପାରିବନି କୌଣସି ପାର୍ଟି

ମୁମ୍ବାଇ,୩୦ ।୧୨: ଦେଶରେ ପୁଣି ବଢିଲାଣି କରୋନା ସଂକ୍ରମଣ । ଏଥର ବି ଆଗରେ ରହିଲାଣି ମହାରାଷ୍ଟ୍ର । ଗତ ୨୪ ଘଣ୍ଟାରେ ସେଠାରେ ୨୫୧୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସରକାର ନୂଆ ନିୟମ ଲାଗୁ କରିଛନ୍ତି…

ଟିକାଦାନ ସତ୍ତ୍ୱେ ଥମୁନି ଦୈନିକ ସଂକ୍ରମଣ-ମୃତ୍ୟୁସଂଖ୍ୟା…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୩ ହଜାର ୧୫୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ…

ଘନେଇଲା ଓମିକ୍ରନ୍‌ ସଙ୍କଟ, ୨୨ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୬୧ ଛୁଇଁଲା…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଙ୍କଟ ଘନେଇବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୬୧ ଛୁଇଁଛି। ଦେଶରେ ଓମିକ୍ରନ୍‌…

ଦେଶରେ କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ,୩୦ ।୧୨: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଲାଣି । କୋଭିଡର ନୂଆ ଭାରିଏଣ୍ଟ ଆଶା କରାଯାଉଥିବା ତୁଳନାରେ ଅଧିକ ବଢିବାରେ ଲାଗିଛି । ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ୨ ଗୁଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri