ଜାତୀୟ

ଆଶିଷଙ୍କ ବନ୍ଧୁକରୁ ହୋଇଥିଲା ଫାୟାରିଂ…

ଲକ୍ଷ୍ନୌ,୯।୧୧: ଅକ୍ଟୋବର ୩ରେ, ଲଖିମପୁର ଖେରିରେ କୃଷକମାନେ ଏକ କାର୍‌ ଦ୍ୱାରା ଚାପି ହୋଇଯିବା ଘଟଣାରେ ଏକ ନୂଆ ପର୍ଦ୍ଦାଫାଶ୍‌ ହୋଇଛି। ଏହି ମାମଲାରେ ଫୋରେନ୍ସିକ ଲ୍ୟାବ୍‌ର ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଦଙ୍ଗା ସମୟରେ ଘଟିଥିବା ଗୁଳି ବିନିମୟରେ କେନ୍ଦ୍ର…

ଅଖିଳେଶ ଆଣିଲେ ସମାଜବାଦୀ ପରଫ୍ୟୁମ୍‌…

ନୂଆଦିଲ୍ଲୀ,୯।୧୧: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ ବର୍ଷରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ସମାଜବଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସମାଜବାଦୀ ପରଫ୍ୟୁମ୍‌ର ଶୁଭାରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ ନିର୍ବାଚନ ଏବେ ମହକିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଦେଶର…

ଅଣ୍ଡରୱାର୍ଲଡ ସହ ରହିଛି ନୱାବ ମଲିକଙ୍କ ସିଧା ସମ୍ପର୍କ: ଫଡନବିଶ

ମୁମ୍ବାଇ,୯ ।୧୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଏନ୍‌ସିପି ନେତା ନୱାବ ମଲିକଙ୍କ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଫଡନବିଶ କହିଛନ୍ତି ନୱାବ ମଲିକଙ୍କ ସମ୍ପର୍କ ସିଧାସଳଖ ଅଣ୍ଡୱାର୍ଲଡ ସହ ରହିଛି…

ରାଫାଲ ସ୍କାମ୍‌, କଂଗ୍ରେସ ମୁଣ୍ଡରେ ଅଠା ବୋଳିଲା ଭାଜପା…

ନୂଆଦିଲ୍ଲୀ,୯।୧୧: ରାଫାଲ ଯୁଦ୍ଧ ବିମାନ ସ୍କାମ୍‌ ମାମଲାରେ ଫ୍ରାନ୍ସର ପତ୍ରିକା ମିଡିଆପାର୍ଟ ଦ୍ୱାରା ପ୍ରକାଶିତ ତଥ୍ୟ ଉପରେ କଂଗ୍ରେସ ଭାଜପାକୁ ଘେରିବା ଉଦ୍ୟମ କରିଛି। ତେବେ ଭାଜପା ପକ୍ଷରୁ ଏହାର ପାଲଟା ଜବାବ୍‌ ପ୍ରଦାନ କରାଯାଇଛି। ଭାଜପା ପକ୍ଷରୁ ଏହି ମାମଲାରେ…

ଜେଲ୍‌ରୁ ହ୍ୟାକିଙ୍ଗ୍‌, ବିଚାରପତି-ଗୃହମନ୍ତ୍ରୀଙ୍କ ସଚିବ-ଆଇପିଏସ୍‌ ଅଫିସରଙ୍କ ଫୋନ୍‌ ହ୍ୟାକ୍‌…

ଭୋପାଳ,୯।୧୧: ମଧ୍ୟପ୍ରଦେଶର ଉଜ୍ୱୟନୀ ଜେଲର ଅଧିକାରୀମାନଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ କଏଦୀଙ୍କ ଦ୍ୱାରା ଡିଜିଟାଲ ଠକେଇ ଅଭିଯୋଗ ଅଣାଯାଇଛି। କଏଦୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଉପରେ ଚାପ ପକାଇ ଜେଲ କର୍ତ୍ତୃପକ୍ଷ ଆଇପିଏସ ଅଧିକାରୀ, ବିଚାରପତି ଏବଂ…

୩୧ ଡିସେମ୍ବର ସୁଦ୍ଧା ଟିକାକରଣ ଲକ୍ଷ୍ୟ ପୂରଣ କାଠିକର ପାଠ…

ନୂଆଦିଲ୍ଲୀ,୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରଣ ଅଭିଯାନ ଜାରି ରହିଛି। ଜାରି ରହିଛି। ୨୦୨୧ ଶେଷ ସୁଦ୍ଧା ଦେଶର ସମସ୍ତ ୯୪ କୋଟି ବୟସ୍କଙ୍କୁ କରୋନା ଟିକା ଦେବା କାଠିକର ପାଠ ମନେ ହେଉଛି।…

ହସ୍ପିଟାଲରେ ଅଗ୍ନିକାଣ୍ଡ: ୪ ଶିଶୁ ମୃତ

ଭୋପାଳ,୯।୧୧: ଭୋପାଳରେ ସୋମବାର ରାତିରେ କମଳା ନେହରୁ ହସ୍ପିଟାଲର ଶିଶୁ ବିଭାଗର ଏସଏନସିୟୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ସୂଚନାନୁସାରେ, ସୋମବାର ରାତି ପ୍ରାୟ ୯ଟା ପରେ ହସ୍ପିଟାଲର ଶିଶୁ ବିଭାଗରେ ନିଆଁ…

ତୈଳ ରାଜନୀତି ଘେରରେ ଉପଭୋକ୍ତା, ୧୦ ଅଣ-ଭାଜପା ଶାସିତ ରାଜ୍ୟରେ କମୁନି ପେଟ୍ରୋଲ-ଡିଜେଲ ଦାମ୍‌…

ନୂଆଦିଲ୍ଲୀ,୯।୧୧: ଗତ ସପ୍ତାହରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ ଡୁ୍ୟୁଟି ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିବା ପରେ ଭାଜପା ଶାସିତ ସମସ୍ତ ରାଜ୍ୟ ମଧ୍ୟ ଇନ୍ଧନ ଉପରେ ଭାଲ୍ୟୁ ଆଡ ଟ୍ୟାକ୍ସ (ଭାଟ)…

ପ୍ରଥମ ମହିଳା ଫୁଟବଲର୍‌ ଭାବେ ଓନାମ ବେମବେମ ଦେବୀଙ୍କୁ ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ,୯।୧୧: ଭାରତୀୟ ଫୁଟବଲର ଦୁର୍ଗା ଓନାମ ବେମବେମ ଦେବୀ ପ୍ରଥମ ଭାରତୀୟ ମହିଳା ଫୁଟବଲର୍‌ ଭାବେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ସୋମବାର ଓନାମ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସେ ଏହି…

ମଦ ଗନ୍ଧରେ ଆକର୍ଷିତ ହେଉଛନ୍ତି ମଶା, ବଢାଉଛନ୍ତି ରୋଗ!

କାନପୁର,୯ ।୧୧: ଡେଙ୍ଗୁ ପରେ ଏବେ କାନପୁରବାସୀ ଜିକା ଭାଇରସକୁ ନେଇ ଭୟଭିତ ଅଛନ୍ତି । ମଶା ଦ୍ୱାରା ଏହା ବ୍ୟାପୁଥିବାରୁ ଏବେ କାନପୁର ସ୍ୱାସ୍ଥ୍ୟ ବିଭାଗ ମଶାଠାରୁ ଦୂରେଇ ରହିବାର ଉପାୟ ଖୋଜୁଛି । କିଟ ବିଜ୍ଞାନ ବିଶେଷଜ୍ଞଙ୍କ ଟିମ୍…

୪୦ ଜୀବନ ଯିବାପରେ ୫୬୮ ଜଣ ଗିରଫ, ମଦମୃତ୍ୟୁର ହିସାବ ୧୬ ନଭେମ୍ବରରେ ନେବେ ମୁଖ୍ୟମନ୍ତ୍ରୀ…

ପାଟନା,୯।୧୧: ବିହାରର ଗୋପାଳଗଞ୍ଜ, ବେତିୟା ଏବଂ ସମସ୍ତିପୁରରେ ବିଷାକ୍ତ ମଦ ପିଇବା ପରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ ଏବେ ପୋଲିସ କ୍ରମାଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି। ନଭେମ୍ବର ୧୬ ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…

୨୬୬ ଦିନ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ୧୨୬ ରେ ପହଞ୍ଚିଛି। ୨୬୬ ଦିନ ପରେ ଏହା ସର୍ବନିମ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri