Posted inଜାତୀୟ

କୋଭିଡ୍‌ ୱାର୍ଡରେ ଲାଗିଲା ନିଆଁ

ପଶ୍ଚିମବଙ୍ଗ,୨୯।୧: ପଶ୍ଚିମବଙ୍ଗର ବର୍ଡୱାନ ମେଡିକାଲ କଲେଜ ଏବଂ ହସ୍ପିଟାଲର କୋଭିଡ୍‌ ୱାର୍ଡରେ ଶନିବାର  ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଣେ ମହିଳା କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତ ରୋଗୀ ଜଣଙ୍କ ପୂର୍ବ ବର୍ଡୱାନ ଜିଲାର ବାସିନ୍ଦା ସନ୍ଧ୍ୟା ରୟ ସନ୍ଧ୍ୟା ରୟ ବୋଲି ଜଣାପଡିଛି।

ହସ୍ପିଟାଲର ସୂତ୍ରରୁ ପ୍ରକାଶ ଯେ, ଶନିବାର ସକାଳେ ଡାକ୍ତରଖାନାର ରାଧାରାଣୀ ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ପ୍ରଥମେ ରୋଗୀଙ୍କ ସମ୍ପର୍କୀୟମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ଗୋଟିଏ ଅଗ୍ନି ଟେଣ୍ଡର ଡକାଯାଇଥିଲା। ଏକ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ କୋଭିଡ୍‌ ୱାର୍ଡରେ କିଭଳି ନିଆଁ ଲାଗିଲା ଏହାର କାରଣ ଜାଣିବା ପାଇଁ ଏକ ପାଞ୍ଚ ଜଣିଆ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି। ଏକ ଫୋରେନସିକ ଯାଞ୍ଚ ମଧ୍ୟ କରାଯିବ ବୋଲି ବର୍ଡୱାନ ମେଡିକାଲ କଲେଜ ହସ୍ପିିଟାଲର ପ୍ରିନ୍ସପାଲ ପ୍ରବୀର ସେନଗୁପ୍ତା କହିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ଲାଗିଲା ୧୪୪ ଧାରା

ମୁମ୍ବାଇ,୧୦।୯: ଆଜି ଗଣେଶ ଚତୁର୍ଥୀ। ଆଗାମୀ ୧୦ ଦିନ ପାଇଁ ଗଣେଶ ପୂଜା ମହାରାଷ୍ଟ୍ର ସହିତ ସମଗ୍ର ଦେଶରେ ପାଳନ କରାଯିବ। କିନ୍ତୁ କରୋନା ସଂକ୍ରମଣ...

ଶ୍ମଶାନ ଘାଟରେ ହଙ୍ଗାମା: ମୃତଦେହ ଅଦଳବଦଳ ପଡ଼ିଲା ଜଣା

ଲକ୍ଷ୍ନୌ, ୨୦।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ କେତେକ ହସ୍ପିଟାଲରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଘଟଣା ନେଇ ଅଭିଯୋଗ କରାଯାଉଛି। ଉତ୍ତରପ୍ରଦେଶ ଫରିଦାବାଦ୍‌ରେ...

କାନପୁରରେ ଗୋଟିଏ ରାତିରେ ଦୁଇଟି ବଡ଼ ସଡ଼କ ଦୁର୍ଘଟଣା, ଟ୍ରକ ଧକ୍କାରେ ୪ ମୃତ

କାନପୁର,୨ ।୧୦: ଉତ୍ତର ପ୍ରଦେଶର କାନପୁରରେ ଗୋଟିଏ ରାତିରେ ଦୁଇଟି ବଡ ଦୁର୍ଘଟଣା ହୋଇଛି । ଶନିବାର ରାତିରେ ଅହିରୱା ଫ୍ଲାଇ ଓଭରରେ ଦ୍ରୁତ ଗତିରେ...

ଗୁଳି କରି ପୋଲିସଙ୍କୁ ହତ୍ୟା କଲେ ଆତଙ୍କବାଦୀ…

ଶ୍ରୀନଗର, ୨୪।୫ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୁଣି ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଶ୍ରୀନଗର ଜିଲାର ସୁରା ଅଞ୍ଚଳରେ ଏହି ଆକ୍ରମଣ...

କୂଅରେ ପଡ଼ି ୪ ମୃତ, ୧୩ ନିଖୋଜ

ବିଦିଶା (ଏମ୍‌ପି), ୧୭।୭: ମଧ୍ୟପ୍ରଦେଶର ବିଦିଶା ଜିଲା ଗଞ୍ଜବାସୌଦାର ଏକ କୂଅରେ ପଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଛି। କୂଅଟିରେ ଏକ ବାଳିକା ଖସିପଡ଼ିଥିବାବେଳେ ତାଙ୍କୁ...

୫୧ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ/ମୁମ୍ବାଇ,୩୦ା୯(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ରବିବାର ପ୍ରଥମ ପର୍ଯ୍ୟାୟରେ ୫୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନଙ୍କୁ...

ପାକିସ୍ତାନରୁ ଗୁଜରାଟ ଆସିଥିଲା ୬୦୦ କୋଟି ଟଙ୍କାର ଡ୍ରଗ୍ସ

ଅହମଦାବାଦ,୧୫।୧୧: ଗୁଜରାଟରୁ ପୁଣି ଜବତ ହୋଇଛି ୧୨୦ କେଜି ଡ୍ରଗ୍ସ। ଗୁଜରାଟ ଆତଙ୍କବାଦ ନିରୋଧ ସ୍କ୍ବାଡ(ଏଟିଏସ୍‌) ମୋରବି ଜିଲା ଝିନଜୁଦା ଗ୍ରାମରୁ ଏହି ବିପୁଳ ପରିମାଣର...

ଦେଶରେ ଆଇଏଏସ୍‌ ଅଫିସ୍‌ରଙ୍କ ଅଭାବ, କ୍ୟାଡରରେ ୨୨ ପ୍ରତିଶତ ପଦବୀ ଖାଲି…

ନୂଆଦିଲ୍ଲୀ, ୨୮।୩ : ଦେଶରେ ଆଇଏଏସ୍‌ ଅଫିସରଙ୍କ ଅଭାବ ସୃଷ୍ଟି ହୋଇଛି। କ୍ୟାଡରରେ ୨୨ ପ୍ରତିଶତ ପଦବୀ ଖାଲି ପଡ଼ିଛି। ତେଣୁ ରାଜ୍ୟମାନେ କ୍ୟାଡର ପଦବୀରେ...

Advertisement
Archives

Model This Week