ଏନ୍ଜିଟି ରାୟ ସଂରକ୍ଷିତ
ନୂଆଦିଲ୍ଲୀ,୨୯।୧: ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀଶଯ୍ୟାରୁ ବେଆଇନ ବାଲି ଉତ୍ତୋଳନ ଅଭିଯୋଗ ଉପରେ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ଶୁକ୍ରବାର ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି। ଏନ୍ଜିଟିର ନ୍ୟାୟିକ ସଦସ୍ୟ ବି. ଅମିତ ସ୍ଥାଲେକର ଏବଂ ବିଶେଷଜ୍ଞ ସଦସ୍ୟ ସାଇବାଲ ଦାସଗୁପ୍ତା…
ନିଜ ପରିବାରକୁ ଚିହ୍ନିବାକୁ ମନା କରିଦେଲେ ସିଦ୍ଧୁ!
ଚଣ୍ଡିଗଡ଼,୨୯ ।୧: ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କ ଏନ୍ଆର୍ଆଇ ଭଉଣୀ ସୁମନ ତୁର ସିଦ୍ଧୁଙ୍କ ପରିବାର ସଦସ୍ୟଙ୍କର ଏକ ଫଟୋ ଜାରି କରିଛନ୍ତି । ସୂଚନାଯୋଗ୍ୟ, ଚଣ୍ଡିଗଡ଼ରେ ଏକ ଖବରଦାତା ସମ୍ମିଳନୀରେ ସୁମନ ତୁର…
ଭାଜପା ସବୁଠୁ ଧନୀ ଦଳ
ନୂଆଦିଲ୍ଲୀ,୨୯ା୧: ଭାରତୀୟ ଜନତା ପାର୍ଟି (ଭାଜପା) ହେଉଛି ଦେଶର ସବୁଠୁ ଧନୀ ରାଜନୈତିକ ଦଳ। ୨୦୧୯-୨୦ରେ ୭ ଜାତୀୟ ଦଳ ସମ୍ପତ୍ତିର ମୂଲ୍ୟ ୬,୯୮୮.୫୭ କୋଟି ଥିବାବେଳେ ସେଥିରୁ ଭାଜପାର ସମ୍ପତ୍ତି ହେଉଛି ୪,୮୪୭.୭୮ କୋଟି ଟଙ୍କା। ଅର୍ଥାତ୍ ଭାରତର ନିର୍ବାଚନ…
ଗୋଆ ବିଧାନସଭା ନିର୍ବାଚନ ଲାଗି ଦାଖଲ ହୋଇଛି ୫୮୭ ପ୍ରାର୍ଥିପତ୍ର
ପଣଜି,୨୯ ।୧: ଗୋଆ ବିଧାନସଭା ନିର୍ବାଚନ ଲାଗି ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲା । ୪୦ ବିଧାନସଭା ଆସନ ଲାଗି ଶୁକ୍ରବାର ଅପରାହ୍ନ ସୁଦ୍ଧା ମୋଟ ୫୮୭ ପ୍ରାର୍ଥିପତ୍ର ଦାଖଲ ହୋଇଛି ବୋଲି କହିଛନ୍ତି ଚିଫ୍ ଇଲକ୍ଟୋରାଲ ଅଫିସର…
ମାପଦଣ୍ଡ ଧାର୍ଯ୍ୟ କରିବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୯ା୧: ସରକାରୀ ନିଯୁକ୍ତିରେ ଅନୁସୂଚିତ ଜାତି ଓ ଜନଜାତିର କର୍ମଚାରୀମାନଙ୍କ ପଦୋନ୍ନତି ପାଇଁ ମାପଦଣ୍ଡ ଧାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ପଦୋନ୍ନତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ପୂର୍ବରୁ ଉପରୋକ୍ତ ବର୍ଗଙ୍କୁ ସରକାରୀ ଚାକିରିରେ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ମିଳିଛି କି…
ମହାରାଷ୍ଟ୍ର ମହିଳା ପୋଲିସଙ୍କ ପାଇଁ ଖୁସି ଖବର
ମୁମ୍ବାଇ,୨୯ ।୧: ମହାରାଷ୍ଟ୍ରର ମହିଳା ପୋଲିସଙ୍କ ପାଇଁ ଖୁସି ଖବର । ସରକାର ଏବେ ସେମାନଙ୍କ ଡ୍ୟୁଟି ଟାଇମକୁ କମାଇ ଦେଇଛନ୍ତି । ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ସଞ୍ଜୟ ପାଣ୍ଡେଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ନିର୍ଦ୍ଦେଶ ଅନୁଯାୟୀ, ସମ୍ପୂର୍ଣ୍ଣ ରାଜ୍ୟରେ ଏବେ…
ବୈଜ୍ଞାନିକଙ୍କ ଚେତାବନୀ: ମାନବଜାତି ପାଇଁ ଘାତକ ହୋଇପାରେ କରୋନାର ନୂଆ ଭାରିଆଣ୍ଟ ‘ନିଓକୋଭ୍’
ନୂଆଦିଲ୍ଲୀ,୨୮।୧: ମହାମାରୀ କରୋନାର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ବିଶ୍ୱବାସୀଙ୍କ ନିଦ ହଜାଇଥିବା ବେଳେ ଏବେ ନୂଆ ବିପଦ ସାମ୍ନାକୁ ଆସିଛି। ଚାଇନାର ଉହାନ ସହରର ବୈଜ୍ଞାନିକ କରୋନାର ନୂଆ ରୂପ NeoCov(ନିଓକୋଭ୍) ଭାଇରସ୍କୁ ଚିହ୍ନଟ କରିଛନ୍ତି। ଏହା ବେଶ ମାରାତ୍ମକ…
ନାଜାଲ୍ କୋଭିଡ୍ ଟିକା ପରୀକ୍ଷା ପାଇଁ ଭାରତ ବାୟୋଟେକ୍କୁ ମିଳିଲା ଅନୁମତି
ନୂଆଦିଲ୍ଲୀ,୨୮।୧: କରୋନା ମହାମାରୀର ତୃତୀୟ ଲହର ସମୟରେ ନାଜାଲ କୋଭିଡ୍ ଟିକା ଟ୍ରାଏଲ ପାଇଁ ଭାରତ ବାୟୋଟେକକୁ ମିଳିଛି ଅନୁମତି। ଫେଜ ଥ୍ରୀ’ର କ୍ଲିନିକାଲ ଟ୍ରାଏଲ ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ)ର ବିଶେଷଜ୍ଞ କମିଟି ଏହି ଅନୁମତି ପ୍ରଦାନ…
ଅନନ୍ତ ନାଗେଶ୍ୱରନ୍ ହେଲେ ଦେଶର ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା
ନୂଆଦିଲ୍ଲୀ,୨୮।୧: ବଜେଟ ଅଧିବେଶନ ଆରମ୍ଭ ହେବାର ଠିକ୍ ପୂର୍ବରୁ ସରକାର ଦେଶର ନୂଆ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ଡ. ଭେଙ୍କଟରମନ ଅନନ୍ତ ନାଗେଶ୍ୱରନଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କୁ କେ.ଭି. ସୁବ୍ରମଣ୍ୟମଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛିି। ଡିସେମ୍ବର ମାସରୁ ଏହି…
ଲାଲକୁୱା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ହରିଶ ରାୱତ
ଡେରାଡୁନ,୨୮ ।୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଶୁକ୍ରବାର ଲାଲକୁୱା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବୁଧବାର କଂଗ୍ରେସ ତା’ର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଘୋଷଣା କରିଥିବା ବେଳେ ହରିଶ…
ସିଦ୍ଧୁଙ୍କୁ ବିକ୍ରମଙ୍କ କଟାକ୍ଷ: ଯିଏ ନିଜ ମା’ଙ୍କ ହୋଇପାରିଲେ ନାହିଁ, ସେ ଜନତାଙ୍କର କିଭଳି ହେବେ
ଅମୃତସର,୨୮।୧: ୨୦୨୨ ପଞ୍ଜାବ ନିର୍ବାଚନ ଲାଗି ଶିରୋମଣି ଅକାଳି ଦଳ ନେତା ତଥା ଅମୃତସର ପୂର୍ବର ପ୍ରାର୍ଥୀ ବିକ୍ରମ ସିଂହ ମାଜିଥିଆ ଶୁକ୍ରବାର ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ…
ଟଙ୍କା ପାଇଁ ମା’ଙ୍କୁ ଘରୁ ତଡ଼ି ଦେଇଥିଲେ ସିଦ୍ଧୁ, ଷ୍ଟେଶନରେ ଯାଇଥିଲା ଜୀବନ: ଭଉଣୀ
ଚଣ୍ଡିଗଡ଼,୨୮।୧: କ୍ରିକେଟରୁ ରାଜନେତା ପାଲଟିଥିବା ତଥା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ତାଙ୍କ ବଡ଼ ଭଉଣୀ ସୁମନ ତୁର ଶୁକ୍ରବାର ଖବରଦାତା ସମ୍ମିଳନୀ କରି ସିଦ୍ଧୁଙ୍କୁ ନେଇ ବିଷ ଓଗାଳିଛନ୍ତି। ସିଦ୍ଧୁ ଜଣେ…
Archives


