ଜାତୀୟ

ଭାଜପାରେ ଯୋଗଦେଲେ କଂଗ୍ରେସର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୫।୧: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ଆରପିଏନ ସିଂ ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଅମିତ ଶାହାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ୟୁପି…

କାଲି କଂଗ୍ରେସର ଷ୍ଟାର୍‌ ପ୍ରଚାରକ ତାଲିକାରେ ଥିଲେ, ଆଜି ଦେଲେ ଇସ୍ତଫା

ନୂଆଦିଲ୍ଲୀ,୨୫।୧: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ କିଛି ସମୟ ପରେ ଭାଜପାରେ ଯୋଗଦେବେ। ଏହା ସହିତ ଭାରତୀୟ ଜନତା ପାର୍ଟି ତାଙ୍କୁ ୟୁପି ବିଧାନସଭା ନିର୍ବାଚନରେ ସ୍ବାମୀ ପ୍ରସାଦ…

ପୁରୀ ଜଗନ୍ନାଥଙ୍କ ରଙ୍ଗ ଭଳି ନିର୍ମାଣ ହେବ ନେତାଜୀଙ୍କ ମୂର୍ତ୍ତି

ନୂୂଆଦିଲ୍ଲୀ,୨୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏହି ପ୍ରତିମୂର୍ତ୍ତିକୁ ପୁରୀ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିର ରଙ୍ଗ ଭଳି ଜେଟ୍‌ ବ୍ଲାକ ଗ୍ରାନାଇଟରେ ନିର୍ମାଣ କରାଯିବ। ଏ ନେଇ ସୂଚନା…

୭୦ ମାର୍କର ପରୀକ୍ଷାରେ ୮୯ ରଖିଲେ

ବାଙ୍ଗାଲୋର,୨୫।୧: ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରେ ସମ୍ପୂର୍ଣ୍ଣ ମାର୍କ ମିଳିବା କିଛି ନୂଆ କଥା ନୁହେଁ। କିନ୍ତୁ ଫୁଲ ମାର୍କଠାରୁ ଛାତ୍ରୀଛାତ୍ରମାନେ ଅଧିକ ମାର୍କ ରଖିବା ଘଟଣା ସାମ୍ନାକୁ ଆସିଛି ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ। ଜଣେ ବି. କମ୍‌ ଛାତ୍ର ୭୦ ମାର୍କର ପରୀକ୍ଷାରେ ୮୯…

ରାଜଧାନୀରୁ ହଟିବ କରୋନା କଟକଣା

ନୂଆଦିଲ୍ଲୀ,୨୫।୧: ରାଜଧାନୀ ଦିଲ୍ଲୀରେ ଜାରି ରହିଥିବା କରୋନା କଟକଣା ଖୁବଶୀଘ୍ର ପ୍ରତ୍ୟାହାର ହେବ। ବର୍ତ୍ତମାନ ସଂକ୍ରମଣ କମିଥିବାରୁ ଦିଲ୍ଲୀ ସରକାର କଟକଣା ହଟାଇବାକୁ ଚିନ୍ତା କରୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ବ୍ୟବସାୟୀ ସଂଗଠନ ପକ୍ଷରୁ ଗତ…

ଗୌତମ ଗମ୍ଭୀର କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୫।୧: ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର କରୋନା ପଜିଟିଭ୍‌ ହୋଇଛନ୍ତି । ଏ ନେଇ ସେ ନିଜେ ମଙ୍ଗଳବାର ଟୁଇଟ୍‌ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସାମାନ୍ୟ ଲକ୍ଷଣ ଅନୁଭବ କରିବା…

ମା’ଙ୍କୁ ଡମବେଲରେ ଛେଚି ଛେଚି ମାରିଲେ

ହାଇଦ୍ରାବାଦ,୨୫।୧: ମାନସିକ ଭାବେ ଅସୁସ୍ଥ ଥିବା ଜଣେ ବ୍ୟକ୍ତି ଡମବେଲରେ ମାଙ୍କୁ ଛେଚି ଛେଚି ହତ୍ୟା କରିଛନ୍ତି। ଏଭଳି ଘଟଣା ତେଲାଙ୍ଗାନାର ହାଇଦ୍ରାବାଦ ସୁଲତାନ ବଜାର ଅଞ୍ଚଳରେ ସୋମବାର ଘଟିଛି। ରାତି ୨ଟାରେ ଓ୍ବାର୍କ ଆଉଟ୍‌ କରିବାକୁ କୋଣ୍ଡା ସୁଧିର କୁମାର…

ବ୍ରିଜରୁ ଖସି ପଡିଲା କାର: ବିଧାୟକଙ୍କ ପୁଅ ସହ ୭ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ୱାର୍ଡ଼(ମହାରାଷ୍ଟ୍ର),୨୫।୧: ମହାରାଷ୍ଟ୍ରର ସେଲସୁରା ନିକଟରେ ସାମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଭାଜପା ବିଧାୟକ ବିଜୟ ରାହଙ୍ଗଦେଲଙ୍କ ପୁଅ ଅଭିଷେକ ରାହଙ୍ଗଦେଲଙ୍କ ସମେତ ୭ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପୋଲିସ ସୂଚନା ମୁତାବକ, ୱାର୍ଡର…

ଦେଶରେ ହ୍ରାସ ପାଇଛି ଦୈନିକ ସଂକ୍ରମଣ, ଆଜି ୨,୫୫,୮୭୪ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୫।୧: ଦେଶରେ ଦୈନିକ ସଂକ୍ରମଣ ଧିରେ ଧିରେ କମୁଛି। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨,୫୫,୮୭୪ ଥିବା ଜଣାପଡିଛି । ଗତକାଲି ଠାରୁ ୫୦ ହଜାର ୧୯୦ଜଣ କମ୍‌ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏହାସହ ୬୧୪ ଜଣଙ୍କ ମୃତ୍ୟୁ ହୋଇଛି…

ଜମ୍ମୁ-କଶ୍ମୀର ସୀମାରେ ହାଇଆଲର୍ଟ

ଜମ୍ମୁ,୨୫।୧: ସାଧାରଣତନ୍ତ୍ର ଦିବସରେ ସୀମାରେ ଦେଶବିରୋଧୀ ତତ୍ତ୍ୱ ଆତଙ୍କ ସୃଷ୍ଟି କରିପାରନ୍ତି ବୋଲି ଗୋଇନ୍ଦା ସୂଚନା ମିଳିବା ପରେ ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମା (ଆଇବି)ରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନମାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି। ବିଏସ୍‌ଏଫ୍‌ ପକ୍ଷରୁ…

ଡରାଇଲାଣି ଓମିକ୍ରନର ସବ ଭାରିଏଣ୍ଟ: ଇନ୍ଦୋରରେ ୬ ଶିଶୁ ସମେତ ୧୨ ସଂକ୍ରମିତ

ଇନ୍ଦୋର,୨୫ ।୧: ଇନ୍ଦୋରରେ ଓମିକ୍ରନ୍ ସହ ଏହାର ସବ ଭାରିଏଣ୍ଟ ବିଏ.୧ ଓ ବିଏ.୨ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ସହରରେ ଓମିକ୍ରନର ସବ ଭାରିଏଣ୍ଟ ବିଏ.୨ରେ ସଂକ୍ରମିତ ଥିବା ୧୨ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ୬…

୨୬ ଜାନୁୟାରୀରୁ ବଢିବ ଶୀତ, କମିବ ୫ ରାଜ୍ୟର ତାପମାତ୍ରା

ନୂଆଦିଲ୍ଲୀ,୨୫ ।୧: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଓ ମଧ୍ୟ ଭାରତରେ ଶୀତର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆଇଏମଡିର ସୂଚନା ଅନୁଯାୟୀ, ୨୬ ଜାନୁୟାରୀ ପରେ ଶୀତ ବଢିବ ବୋଲି ଅନୁମାନ କରାଯାଇଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri