Posted inଜାତୀୟ

ଇଟାଭାଟିରୁ ମିଳିଲା କୋଟିଏ ମୂଲ୍ୟର ହୀରା

ଭୋପାଳ,୨୩ା୨: ଭାଗ୍ୟ ବଦଳିବାକୁ ବେଶି ସମୟ ଲାଗି ନ ଥାଏ । ମଧ୍ୟପ୍ରଦେଶ ପାନ୍ନା ଜିଲାରେ ଏମିତି ଗୋଟିଏ ଘଟଣା ଘଟିଛି ଯାହା ସାଧାରଣରେ ଅବିଶ୍ୱସନୀୟ ହେଲେ ବି ସତ, ଯାହା ସୁଶୀଲ ଶୁକ୍ଳାଙ୍କ ଭାଗ୍ୟ ବଦଳେଇ ଦେଇଛି। ମଧ୍ୟପ୍ରଦେଶର ପାନ୍ନା ଜିଲା ଅନ୍ତର୍ଗତ କିଶୋରଗଞ୍ଜର ସୁଶୀଲ ଶୁକ୍ଳା। କ୍ରିଷ୍ଣା କଲ୍ୟାଣପୁରର ଏକ ଜାଗା ଭଡ଼ା ନେଇ ସେ ଏକ ଛୋଟିଆ ଇଟାଭାଟି ଚଳାନ୍ତି। ପ୍ରତିଦିନ ଭଳି ସୋମବାର ମଧ୍ୟ ସେ ଓ ତାଙ୍କ ବନ୍ଧୁ ଇଟାଭାଟିରେ କାମ କରୁଥାନ୍ତି। କିନ୍ତୁ କିଏ ଜାଣିଥିଲା ସୋମବାର ତାଙ୍କ ପାଇଁ ଏତେ ଶୁଭଙ୍କର ହେବ। ଭାଟିରେ କାମ କରୁଥିବାବେଳେ ୨୬.୧୧ କ୍ୟାରେଟ୍‌ର ହୀରା ସେ ପାଇଥିଲେ, ଯାହାର ବଜାର ମୂଲ୍ୟ ୧ କୋଟି ୨୦ ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ତେବେ ଆସନ୍ତା ଦିନରେ ଏହି ହୀରା ନିଲାମ ହେବ ବୋଲି ପାନ୍ନାର ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧିନତା ଦିବସରେ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ ବିଜୟନ

ଥିରୁଭାନନ୍ତପୁରମ,୧୪।୮: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏଥର ସ୍ବାଧିନତା ଦିବସରେ ପତାକା ଉତ୍ତୋଳନ କରିବେ ନାହିଁ ବୋଲି ଜଣାପଡିଛି। ତାଙ୍କ ସ୍ଥାନରେ ମନ୍ତ୍ରୀ କଡାକମପାଲ୍ଲୀ ସୁରେନ୍ଦ୍ରନ...

ପରମବୀରଙ୍କ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୨୪।୩: ମହାରାଷ୍ଟ୍ରରେ ଜାରି ରହିଥିବା ସଙ୍କଟ ନେଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ ହୋଇଯାଇଛି। ମାମଲା ଗୁରୁତର ମାତ୍ର ଏହି...

‘ମୋତେ କାରଗିଲ୍‌ ଯିବାକୁ ଦେଉନାହାନ୍ତି’

ଶ୍ରୀନଗର,୧।୧୧: ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ମଙ୍ଗଳବାର ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ଅଧିକାରୀମାନେ ତାଙ୍କୁ କାଗ୍‌ଗିଲ ଯିବାକୁ...

ପୂର୍ବତନ ଇସି କ୍ରିଷ୍ଣମୂର୍ତ୍ତିଙ୍କ ପରଲୋକ

ନୂଆଦିଲ୍ଲୀ, ୧୫।୪: ପୂର୍ବତନ ନିର୍ବାଚନ କମିଶନର (ଇସି) ଜି.ଭି.ଜି. କ୍ରିଷ୍ଣମୂର୍ତ୍ତିଙ୍କର ବୁଧବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ...

ଦେଶରେ ସଂଖ୍ୟାଲଘୁଙ୍କ ସମେତ ଅନ୍ୟ ସଭିଏଁ ସୁରକ୍ଷିତ…

ନୂଆଦିଲ୍ଲୀ,୨୬।୧୨ : ଦେଶରେ ସଂଖ୍ୟାଲଘୁଙ୍କ ସମେତ ଅନ୍ୟ ସଭିଏଁ ସୁରକ୍ଷିତ ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟ ବର୍ତ୍ତମାନ ଦେଶରେ...

ମୋରବି କେବଲ ବ୍ରିଜ ଦୁର୍ଘଟଣାରେ ୧୪୦ରୁ ଅଧିକ ମୃତ, ରାତିସାରା ପିଏମଓ ସହ ସମ୍ପର୍କରେ ଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ

ମୋରବି,୩୧ ।୧୦: ଗୁଜରାଟର ମୋରବିରେ ରବିବାର ହୋଇଥିବା କେବଲ ବ୍ରିଜ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୧୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ...

ଆରୋଗ୍ୟ ସେତୁ: ଇଚ୍ଛାଧୀନରୁ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମିତଙ୍କଠାରୁ ଲୋକଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଗତ ଏପ୍ରିଲ୍‌ ୨ତାରିଖରେ କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପ୍‌ ଆରମ୍ଭ କରିଥିଲେ। ଇଲେକ୍ଟ୍ରୋନିକ୍ସ ଆଣ୍ଡ...

ଜାତୀୟ ଦଳର ମାନ୍ୟତା ପାଇବା ପରେ ଆଜି ଉତ୍ସବ ମନାଇବ ଏଏପି

ନୂଆଦିଲ୍ଲୀ,୧୧।୪: ଆମ ଆଦମୀ ପାର୍ଟି (ଏଏପି)କୁ ଜାତୀୟ ଦଳର ମାନ୍ୟତା ମିଳିବା ପରେ ମଙ୍ଗଳବାର ଏଏପି କାର୍ଯ୍ୟାଳୟରେ ଏକ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ...

Advertisement
Archives

Model This Week