ଜାତୀୟ

ବିପିନ ରାଓ୍ବତଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି, ସମସ୍ତଙ୍କ ହୃଦୟ ଜିତିଲା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ.୧୦।୧୨: ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କୁ ପୂରା ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। କେବଳ ଭାରତରେ ନୁହେଁ, ଅନେକ ଦେଶରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଡିସେମ୍ବର ୮ରେ ତାମିଲନାଡୁର କୁନୁରରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ରାୱତ, ତାଙ୍କ…

ବିପିନ ରାଓ୍ବତଙ୍କୁ ଦିଆଯିବ ୧୭ ତୋପ ସଲାମି

ନୂଆଦିଲ୍ଲୀ.୧୦।୧୨: ତାମିଲନାଡୁର କୁନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତଙ୍କୁ ଆଜି ଅନ୍ତିମ ସଂସ୍କାର କରାଯିବ। ରାୱତଙ୍କୁ ୧୭ ତୋପ ସଲାମି ଦିଆଯିବ ଏବଂ ଶେଷ ରୀତିନୀତିରେ ୮୦୦ ସେନା କର୍ମଚାରୀ ଉପସ୍ଥିତ ରହିବେ।…

ଅନ୍ତିମ ଯାତ୍ରାରେ ଦେଶର ପ୍ରଥମ ସିଡିଏସ୍‌

ନୂଆଦିଲ୍ଲୀ,୧୦ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ମର ଶରୀରକୁ ଅନ୍ତିମ ଯାତ୍ରାରେ ନିଆଯାଇଛି । ସନ୍ଧ୍ୟା ୫ଟାରେ ଦିଲ୍ଲୀର ବରାର ସ୍କୋୟାରରେ ପତ୍ନୀ ମଧୁଲିକାଙ୍କ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।…

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ୩୦ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଏଏପି

ଚଣ୍ଡିଗଡ଼,୧୦ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି(ଏଏପି) ଶୁକ୍ରବାର ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏବେ ୧୧୭ ମଧ୍ୟରୁ କେବଳ ୩୦ ଜଣଙ୍କ ନାମ ଘୋଷଣା କରାଯାଇଛି ।…

‘ମୋ ପିତା ଥିଲେ ମୋର ହିରୋ, ଏହା ହୁଏତ ଭାଗ୍ୟରେ ଥିଲା’: ପିତାଙ୍କୁ ଲୁହ ଭରା ଆଖିରେ ଶେଷ ବିଦାୟ ଦେଲେ ବ୍ରିଗେଡିୟର ଏଲ୍‌ଏସ୍ ଲିଡ୍ଡରଙ୍କ ଝିଅ ଆଶନା

ନୂଆଦିଲ୍ଲୀ,୧୦ ।୧୨: ତାମିଲନାଡୁର କୁନ୍ନୁରରେ ବୁଧବାର ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣା ହୁଏତ ଦେଶବାସୀଙ୍କ ମନରୁ କେବେ ଲିଭିବ ନାହିଁ । କିନ୍ତୁ ଏଥିରେ ଯେଉଁମାନେ ଶହୀଦ ହୋଇଛନ୍ତି ତାଙ୍କର ଶୂନ୍ୟସ୍ଥାନକୁ ହୁଏତ ଆଉ ପୂରଣ କରାଯାଇ ନ ପାରେ ।…

ସିଡିଏସ୍‌ଙ୍କ ହେଲିକପ୍ଟର ଦୁର୍ଘଟଣା ଯାଞ୍ଚରେ ସାମିଲ ହୋଇପାରେ ରୁଷିଆ

ନୂଆଦିଲ୍ଲୀ,୧୦ ।୧୨: ଗତ ବୁଧବାର କୁନ୍ନୁରର ନୀଳଗୀରି ଅଞ୍ଚଳରେ ବାୟୁସେନାର ଏମ୍‌ଆଇ୧୭ ଭି୫ ହେଲିକପ୍ଟର ଦୁର୍ଘଟଣା ହେବା ଫଳରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩…

ସିଡିଏସ ବିପିନ ରାୱତଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ଭିଡ

ନୂଆଦିଲ୍ଲୀ,୧୦।୧୨: ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ୧୩ ଜଣଙ୍କୁ ଶୁକ୍ରବାର ସିଡିଏସ ବିପିନ ରାୱତଙ୍କ ସମେତ ଅନ୍ତିମ ବିଦାୟ ଦିଆଯାଉଛି। ଏହାପୂର୍ବରୁ ଜେନେରାଲ ବିପିନ ରାୱତଙ୍କ ମୃତଦେହକୁ ଶୁକ୍ରବାର ବେସ ହସ୍ପିଟାଲରୁ ତାଙ୍କ ବାସଭବନକୁ ଅଣାଯାଇଥିଲା। ଏଠାରେ କେନ୍ଦ୍ର…

ପୋଲିସର ବର୍ବରତା: ଶିଶୁଙ୍କୁ କୋଳେଇଥିବା ବାପାଙ୍କ ଉପରକୁ ଲାଠିଚାର୍ଜ

କାନପୁର,୧୦।୧୧: ଉତ୍ତରପ୍ରଦେଶର କାନପୁର ଦେହାତରେ ପୋଲିସର ବର୍ବରତାର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଏକ ଶିଶୁକୁ ନିଜ କୋଳରେ ବୋହି ନେଉଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ଲାଠିଚାର୍ଜ କରୁଥିବା ଦେଖିବାକୁ ମିଳିଛି। କାନପୁର ଦେହାତର ଆକବରପୁର ଜିଲା ଡାକ୍ତରଖାନା ସମ୍ମୁଖରେ…

ବାପାଙ୍କ କଫିନ୍‌କୁ ଚୁମ୍ବନ ଦେଲେ ଝିଅ

ନୂଆଦିଲ୍ଲୀ,୧୦।୧୨: ସିଡିଏସ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ସ୍ତ୍ରୀ ମଧୁଲିକାଙ୍କ ସମେତ ୧୨ ଜଣ ସୈନିକଙ୍କ ମୃତଦେହ ରାଜଧାନୀର ପାଲାମ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରତ୍ୟେକ ଆଖିରେ ଲୁହ ଆସିଯାଇଥିଲା। ଜେନେରାଲ ରାୱତଙ୍କ ୨ ଝିଅ କଫିନ୍‌ରେ ରଖାଯାଇଥିବା ବାପାଙ୍କ…

ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ସେବା ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୦।୧୨: ବେସାମରିକ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ସମୟ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଡିସେମ୍ବର ୧୫ ରୁ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହେବା ନେଇ ନଭେମ୍ବରରୁ ନିଷ୍ପତ୍ତି ହୋଇଥିଲା । ମାତ୍ର କୋଭିଡର ନୂଆ…

ବିଦାୟ ଜେନେରାଲ: ଶେଷ ସାଲ୍ୟୁଟ ଦେବେ ଶ୍ରୀଲଙ୍କା, ନେପାଳ, ଭୁଟାନ, ବାଂଲାଦେଶର ସେନା ଅଧିକାରୀ

ନୂଆଦିଲ୍ଲୀ,୧୦ ।୧୨: ରାଜଧାନୀ ଦିଲ୍ଲୀର ୩, ରାଜାଜୀ ମାର୍ଗରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ ପାଇଁ ରଖାଯାଇଛି । ଦର୍ଶନ ପାଇଁ…

ପଡ଼ିଲା ତେଜସ୍ବୀଙ୍କ ହାତଗଣ୍ଠି

ନୂଆଦିଲ୍ଲୀ,୧୦।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ବୀ ଯାଦବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ବିବାହ ସମ୍ପର୍କରେ ତେଜସ୍ବୀ ଯାଦବଙ୍କ ପୁରା ପରିବାର ଦିଲ୍ଲୀରେ ଅଛନ୍ତି। ତେବେ ବରିଷ୍ଠ ଆରଜେଡି ନେତାଙ୍କ ସମେତ ପରିବାର ବାହାରେ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri