ରାହୁଲଙ୍କ ସାମ୍ନାରେ ଚନ୍ନି-ସିଦ୍ଧୁ କୋଳାକୋଳି
ଚଣ୍ଡିଗଡ,୨୮।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଞ୍ଜାବ ଗସ୍ତ ସମୟରେ ରାଜ୍ୟରେ ଦଳୀୟ ମତଭେଦ ଦୂର ହେବା ପରି ଲାଗୁଛି। ରାହୁଲଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ପରସ୍ପର ଆଲିଙ୍ଗନ…
ଚରିତ୍ର ସଂହାର କରିବାରୁ କଂଗ୍ରେସରୁ ଇସ୍ତଫା ଦେଲେ ଫାରହା ନଇମ
ବଡାଉନ,୨୮ ।୧: କଂଗ୍ରେସର କଳି ଏବେ ପ୍ରାୟ ସବୁ ରାଜ୍ୟରେ ଦେଖିବାକୁ ମିଳିଲାଣି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଘୋଷଣା କରାଯାଇଥିବା ବେଳେ ଏବେ ଶେଖୁପୁର ବିଧାନସଭା ଆସନରୁ କଂଗ୍ରେସର ପ୍ରାର୍ଥି ଥିବା ଫରହା ନଇମ ଗୁରୁବାର…
‘ଭାଇ’ କହିଲେ ନାହିଁ ବୋଲି ମାଡ଼
ପୁଣେ,୨୮।୧: ଭାଇ ନ କହିବାରୁ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ମାଡ଼ ମାରିବା ସହ ରାସ୍ତାରେ ଫୋପଡ଼ା ଯାଇଥିବା ବିସ୍କୁଟ୍ ଖାଇବାକୁ ବାଧ୍ୟ କରାଯାଇଥିଲା। ଏଭଳି ଘଟଣା ସାମ୍ନାକୁ ଆସିଛି ପୁଣେ ଜିଲାର ପିମ୍ପରି-ଚିଞ୍ଚଓ୍ବାଡ୍ ଅଞ୍ଚଳରୁ। ଏହି ଘଟଣାରେ ସମ୍ପୃକ୍ତ ୩…
ଡରୁଛି ଭାଜପା!
ଲକ୍ଷ୍ନୌ,୨୮ ।୧: ଦେଶର ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ବେଳକୁ ବେଳ ରାଜନୀତି ମଇଦାନରେ ସରଗରମ ଦେଖିବାକୁ ମିଳୁଛି । ଏବେ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ଶାସକ ଦଳ ବି କେତୋଟି ଆସନରେ ନିଜର…
ବୋହୂଙ୍କୁ ଡରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ପଣଜୀ,୨୮ା୧:ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରତାପସିଂ ରାଣେ ପୋରିଏମ୍ ଆସନରୁ ପ୍ରାର୍ଥୀ ହୋଇଥାଆନ୍ତେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଛନ୍ତି। କାରଣ ଉକ୍ତ ଆସନରୁ ଭାଜପା ତାଙ୍କ ବୋହୂ ଦିବ୍ୟା ରାଣେଙ୍କୁ…
ସିଦ୍ଧୁଙ୍କ ବିପକ୍ଷରେ ଲଢିବେ ଅବସରପ୍ରାପ୍ତ ଆଇଏଏସ୍
ଚଣ୍ଡିଗଡ଼,୨୮ ।୧: ପଞ୍ଜାବ ବିଧାନସଭା ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ବେଳକୁ ବେଳ ସେଠାକାର ରାଜନୀତି ହେଉଛି ସରଗରମ । ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିଛି । ତୃତୀୟ ତାଲିକାରେ ରହିଛି…
ଲାଞ୍ଚ ପାଇଁ ଫେରାଇଦେଲା ହସ୍ପିଟାଲ, ରାସ୍ତାରେ ମୃତ ସନ୍ତାନକୁ ଜନ୍ମଦେଲେ
ଭୋପାଳ,୨୭।୧: ମଧ୍ୟପ୍ରଦେଶର ଭିନ୍ଦ୍ ଜିଲାସ୍ଥିତ ଏକ ସରକାରୀ ହସ୍ପିଟାଲ ଚିକିତ୍ସା କରିବାକୁ ମନା କରି ଫେରାଇ ଦେବାରୁ ମଙ୍ଗଳବାର ଜଣେ ମହିଳା ରାସ୍ତାରେ ମୃତ ସନ୍ତାନ ପ୍ରସବ କରିଛନ୍ତି। ଖବର ଅନୁଯାୟୀ, ଭିନ୍ଦ୍ ଜିଲା ରାଜୁପୁରା ଗ୍ରାମର କାଲୋ ବାଈ ୬…
କ୍ଲାସରେ ନମାଜ ପାଇଁ ସସ୍ପେଣ୍ଡ ହେଲେ ପ୍ରଧାନଶିକ୍ଷୟିତ୍ରୀ
ବେଙ୍ଗାଲୁରୁ,୨୭।୧: କର୍ନାଟକର କୋଲାର ଜିଲାର ସରକାରୀ ସ୍କୁଲରେ ମୁସଲିମ ଛାତ୍ରୀଛାତ୍ରଙ୍କୁ କ୍ଲାସରେ ନମାଜ ପାଠ କରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ନିଲମ୍ବିତ ହୋଇଛନ୍ତି ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ। ହିନ୍ଦୁ ସଂଗଠନ ଘଟଣାକୁ ପ୍ରବଳ ବିରୋଧ କରାଯିବା ପରେ ଶିକ୍ଷା ବିଭାଗ…
ଖାନ ସାର୍ ଫସିଲେ
ନୂଆଦିଲ୍ଲୀ,୨୭।୧: ରେଲଓ୍ବେ ରିକ୍ରୁଟମେଣ୍ଟ ପରୀକ୍ଷା ଫଳ ବିରୋଧରେ ବିହାର ରାଜଧାନୀ ପାଟଣାରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନରେ ଜଡ଼ିତ ଥିବା ଅଭିଯୋଗରେ ୟୁଟ୍ୟୁବର ଖାନ ସାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ପାଇଁ କ୍ଲାସ ନେଉଥିବା ଖାନ ସାରଙ୍କୁ ଗିରଫ…
ଫେବୃୟାରୀ ୨୮ ପର୍ଯ୍ୟନ୍ତ ବଢ଼ିଲା କୋଭିଡ୍ କଟକଣା
ନୂଆଦିଲ୍ଲୀ,୨୭।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କୋଭିଡ୍-୧୯ କଟକଣାକୁ ଗୁରୁବାର ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଚିଠି…
ବୋହୂଙ୍କ ପାଇଁ ନିର୍ବାଚନ ମଇଦାନ ଛାଡ଼ିଲେ କଂଗ୍ରେସ ନେତା
ଗୋଆ,୨୭।୧: ଗୋଆର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ଶକ୍ତ ଧକ୍କା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ପ୍ରତାପସିନ୍ହ ରାଣେ ନିର୍ବାଚନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ନ ହେଲେ ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନରେ ବୋହୂଙ୍କ ସହ ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା…
ଏସ୍ ଜୟଶଙ୍କର କରୋନା ପଜିଟିଭ
ନୂଆଦିଲ୍ଲୀ,୨୭ ।୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ୍ ଜୟଶଙ୍କର କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହା ସହ ନିକଟ ଅତିତରେ ତାଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନେ ସମସ୍ତେ କରୋନା ଟେଷ୍ଟ କରାଇ…
Archives


