Posted inଜାତୀୟ

ଭାରତର ବନ୍ଧୁପଣିଆ, ଆଫଗାନିସ୍ତାନକୁ ପଠାଇଲା ୫୦ ଟ୍ରକ୍‌ ଗହମ…

ନୂଆଦିଲ୍ଲୀ, ୨୨।୨ : ବିପଦ ସମୟରେ ଭାରତ ନିଜର ବନ୍ଧୁପଣିଆ ଦେଖାଇଛି। ଆଫଗାନିସ୍ତାନରେ ଜାରି ରହିଥିବା ଖାଦ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଭାରତ ୫୦ ଟକ୍ର ଗହମ ପଠାଇଛି। ୨୫୦୦ ମ୍ରେଟିକ୍‌ ଟନ୍‌ ଗହମ ମଙ୍ଗଳବାର ଆଫଗାନିସ୍ତାନ ଅଭିମୁଖେ ପଠାଯାଇଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଅମୃତସରଠାରୁ ପାକିସ୍ତାନ ବାଟେ ଏହି ଟ୍ରକ୍‌ ଗୁଡ଼ିକ ଆଫଗାନିସ୍ତାନ ଅଭିମୁଖେ ଯାତ୍ରା କରିଛନ୍ତି।

ଏନେଇ ଆୟୋଜିତ ଏକ ଉତ୍ସବରେ ଭାରତୀୟ ବହିର୍ବ୍ୟପାର ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା, ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରୀଦ୍‌ ମଂମୁଜଦଇ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କଂଣ୍ଟ୍ରି ନିର୍ଦ୍ଦେଶକ ବି.ପରାଜୁଲି ଉପସ୍ଥିତ ଥିଲେ। ମାନବୀୟ ସହାୟତା ଅନ୍ତର୍ଗତ ଭାରତ ୫୦,୦୦୦୦ ମେଟ୍ରିକ୍‌ ଟନ୍‌ ଗହମ ଆଫଗାନିସ୍ତାନକୁ ପଠାଇବାର ଯୋଜନା କରିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଗହମ ବୋଝେଇ ଟ୍ରକ୍‌ଗୁଡ଼ିକ ଆଫଗାନିସ୍ତାନର ଜଲାଲାବାଦ୍‌ରେ ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

ବଦ୍ରିନାଥ ପହଞ୍ଚିଲେ ମୁକେଶ ଅମ୍ବାନୀ: ପୂଜାପାଠ ପରେ ଦାନ କଲେ ୫ କୋଟି

ଡେରାଡୁନ, ୧୩।୧୦: ପ୍ରତିଷ୍ଠିତ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡିଷ୍ଟ୍ରି ଲିମିଟେଡର ମୁଖ୍ୟ ମୁକେଶ ଅମ୍ବାନୀ ଭଗବାନ ବଦ୍ରି ବିଶାଳଙ୍କ ବିଶେଷ ଦର୍ଶନ ପାଇଁ ଗୁରୁବାର ବଦ୍ରିନାଥ...

ସୋନୁଙ୍କ ବିରୋଧରେ ୨୦ କୋଟି ଆୟକର ଫାଙ୍କିବା ଅଭିଯୋଗ …

ମୁମ୍ବାଇ,୧୮।୯: ବଲିଉଡ୍‌ ଅଭିନେତା ସୋନୁସୁଦ୍‌ଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ ଅଭିଯୋଗ ଅଣାଯାଇଛି। ସୋନୁ ୨୦ କୋଟି ଟଙ୍କାର ଆୟକର ଫାଙ୍କିଥିବା କୁହାଯାଉଛି। ନିଜ ଆୟ...

୧୯୯୩ ନିର୍ଦ୍ଦେଶର ପୁନର୍ବିଚାର କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭ା୧୧(ଆଇଏଏନ୍‌ଏସ୍‌): ୧୯୯୩ରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ପୀଠ ବିଚାରପତିମାନଙ୍କ ନିଯୁକ୍ତି ଲାଗି କଲେଜିୟମ୍‌ ବ୍ୟବସ୍ଥା ଲାଗୁକରିବାକୁ ରାୟ ଦେଇଥିଲେ। ଉକ୍ତ ନିର୍ଦ୍ଦେଶନାମାର ପୁନର୍ବିଚାର କରିବାକୁ ସର୍ବୋଚ୍ଚ...

ଚିନ୍ତା ବଢାଇଲାଣି କରୋନା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୦୦ ନୂଆ ରୋଗୀ

ନୂଆଦିଲ୍ଲୀ,୫।୫: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଚିନ୍ତା ବଢାଇଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୩,୯୦୦ କରୋନା ରୋଗୀ ଚିହ୍ନଟ ହେବା...

ହିଜାବ ମାମଲାରେ ବିଭାଜିତ ରାୟ

ନୂଆଦିଲ୍ଲୀ,୧୪।୧୦(ପି.ଟି.):କର୍ନାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ନିଷେଧ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ବିଭାଜିତ ରାୟ ପ୍ରଦାନ କରିଛନ୍ତି। ଫଳରେ ଏକ ବୃହତ୍ତର ପୀଠରେ ମାମଲାର ବିଚାର ଲାଗି ଏହାକୁ...

ସତ କହି ନାହାନ୍ତି ରାହୁଲ: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୧୧।୩ : ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନକର ଶନିବାର କହିଛନ୍ତି ଯେ ଗଣତନ୍ତ୍ରର ମନ୍ଦିରର ସମ୍ମାନ ହ୍ରାସ କରିବାକୁ ଅନୁମତି ଦିଆଯାଇପାରିବ...

କରୋନାର ନୂଆ ଭାରିଆଣ୍ଟକୁ ନେଇ ପୁଣି ଚିନ୍ତାରେ ବିଶ୍ୱ

କେପ୍‌ଟାଉନ/ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ଦୃତଗତିରେ ବ୍ୟାପୁଛି । ଗବେଷଣା ପରେ ବୈଜ୍ଞାନିକମାନେ କରିଛନ୍ତି ଯେ,...

ସ୍ବାଧୀନତା ଦିବସ: ଦିଲ୍ଲୀରେ ହାଇ ଆଲର୍ଟ…

ନୂଆଦିଲ୍ଲୀ, ୧୪।୮ : ଦେଶରେ ସ୍ବାଧୀନତା ଦିବସ ପାଳନ କରାଯିବାକୁ ଆଉ କେତେ ଘଣ୍ଟା ବାକି ରହିଛି। ଗୋଇନ୍ଦା ସୂତ୍ରରୁ ମିଳିଥିବା ଇନପୁଟ ଆଧାରରେ ଦିଲ୍ଲୀରେ...

Advertisement
Archives

Model This Week