ଜାତୀୟ

ଅଖିଳେଶଙ୍କ ଦୃଢ଼ୋକ୍ତି, ସାଇକେଲ ବୋହି ନେବ ୪୦୦ ଆସନ…

ଲକ୍ଷ୍ନୌ,୧୪।୧୦: ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସମାଜବାଦୀ ପାର୍ଟି (ଏସ୍‌ପି) ପକ୍ଷରୁ ଅଖିଳେଶ ଯାଦବ କହିଛନ୍ତି ଯେ, ରାଜ୍ୟର ଭାଜପା ନେତୃତ୍ୱାଧୀନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଦୁର୍ନୀତିରେ ବୁଡ଼ି ରହିଛନ୍ତି। ଚାଷୀଙ୍କ ପ୍ରତି ତାଙ୍କର ଦରଦ ନାହିଁ।…

କିନ୍ନାର ଜିଲାରେ ଶତପ୍ରତିଶତ ଟିକାକାରଣ…

ଶିମ୍‌ଲା,୧୪।୧୦: ହିମାଚଳ ପ୍ରଦେଶର କିନ୍ନାର ଜିଲ୍ଲା ଏକ ନୂଆ ରେକର୍ଡ ସୃଷ୍ଟି କରିଛି। କିନ୍ନର ଦେଶର ପ୍ରଥମ ଜିଲା ଭାବେ ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିପାରିଛି। ଜିଲାର ସମସ୍ତ ଲୋକଙ୍କୁ କରୋନା ଟିକାର ଉଭୟ ଡୋଜ୍‌ ଦିଆଯାଇଛି। ଏସମ୍ପର୍କରେ ଜିଲା…

୫ ଦିନରେ ୯ ଟପ୍‌ ଆତଙ୍କବାଦୀ କମାଣ୍ଡରଙ୍କ ମୁଣ୍ଡ ଗଡ଼ିଛି…

ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରରେ ଅପରେଶନ୍‌ ଅଲ୍‌ ଆଉଟ୍‌ ଅନ୍ତର୍ଗତ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ଧରଣର ସଫଳତା ମିଳିଛି। ଅକ୍ଟୋବର ୮ରୁ ୧୩ ଗତ ୫ ଦିନ ମଧ୍ୟରେ ୯ ଜଣ ଟପ୍‌ ଆତଙ୍କବାଦୀ କମାଣ୍ଡରଙ୍କ ମୁଣ୍ଡ ଗଡ଼ିଛି। ସେମାନେ ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ…

ରାଜ୍ୟ ସରକାରଙ୍କୁ ରାସ୍ତାରେ ବୁଲୁଥିବା ବେଘର-ରୋଗାକ୍ରାନ୍ତଙ୍କ ରିପୋର୍ଟ ତଲବ…

ଚେନ୍ନାଇ,୧୪।୧୦: ରାସ୍ତାରେ ବୁଲୁଥିବା ବେଘର ମାନସିକ ରୋଗୀ ତଥା ରୋଗାକ୍ରାନ୍ତଙ୍କ ରିପୋର୍ଟ ସରକାରଙ୍କୁ ତଲବ କରିଛନ୍ତି ମାଡ୍ରାସ୍‌ ହାଇକୋର୍ଟ। ଏହା ସହିତ ସରକାରୀ ଆଶ୍ରୟ ଶିବିରର ନବୀକରଣ ଏବଂ ନିର୍ମାଣ ସମ୍ପର୍କିତ ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କଠାରୁ ମାଗିଛନ୍ତି। ଏସବୁ ଲୋକଙ୍କୁ…

“ପାପର ପ୍ରାୟଶ୍ଚିତ ପାଇଁ ସମାଜ ସେବା କର”: ଦିଲ୍ଲୀ ହାଇକୋର୍ଟ…

ନୂଆଦିଲ୍ଲୀ,୧୪।୧୦: ଜଣେ ମହିଳାଙ୍କୁ ପିଛା କରିବା ଏବଂ ତାଙ୍କ ମୁହଁରେ ଏସିଡ ଫିଙ୍ଗିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦାଖଳ କରାଯାଇଥିବା ଏକ ଆବେଦନର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, “ପାପର ପ୍ରାୟଶ୍ଚିତ ପାଇଁ ସମାଜ ସେବା କର”।…

ସୁରକ୍ଷା ପାଇଁ ଲାଇସେନ୍ସ୍‌ ବନ୍ଧୁକ ରଖିବା ଆଇନଜୀବୀଙ୍କ ଲାଗି ଉଚିତ ନୁହେଁ…

ଲକ୍ଷ୍ନୌ,୧୪।୧୦: ଜଣେ ଆଇନଜୀବୀ ନିଜ ସୁରକ୍ଷା ପାଇଁ ପାଖରେ ଲାଇସେନ୍ସ୍‌ ବନ୍ଧୁକ ରଖିବାକୁ କରିଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରଛନ୍ତି। କୋର୍ଟ କହିଛନ୍ତି ଯେ, ବିନା କାରଣରେ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ରଖିବାର ଜଣେ ଆଇନଜୀବୀଙ୍କ ଲାଗି ଠିକ ନୁହେଁ। ଏହା…

ଘର ଖାଲି କରିବାକୁ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ନିର୍ଦ୍ଦେଶ, ହରତାଳ କରିବେ କର୍ମଚାରୀ…

ନୂଆଦିଲ୍ଲୀ,୧୪।୧୦: ଏୟାର ଇଣ୍ଡିଆର ନିଲାମ ପରେ ଏହାର କର୍ମଚାରୀଙ୍କ ଉପରେ ଏବେ ସଙ୍କଟ ଘନେଇବାରେ ଲାଗିଛି। ଏୟାର ଇଣ୍ଡିଆ ଟାଟା ସନ୍ସଙ୍କ ହାତକୁ ଯିବା ପରେ ବର୍ତ୍ତମାନ ଏୟାର ଇଣ୍ଡିଆର ୟୁନିଅନ ଧର୍ମଘଟ କରିବାକୁ ଯୋଜନା କରିଛି। ଏୟାର ଇଣ୍ଡିଆର କର୍ମଚାରୀମାନଙ୍କ…

୩ ରାଜ୍ୟ ସୀମାରେ ବିଏସ୍‌ଏଫ୍‌ର କ୍ଷମତା ବୃଦ୍ଧି, ପଶ୍ଚିମବଙ୍ଗ-ପଞ୍ଜାବ କଲେ ବିରୋଧ…

ନୂଆଦିଲ୍ଲୀ,୧୪।୧୦: ପାକିସ୍ତାନ ଏବଂ ବାଂଲାଦେଶ ସହିତ ଆନ୍ତର୍ଜାତୀୟ ସୀମା ରହିଥିବା ତିନୋଟି ରାଜ୍ୟ ମଧ୍ୟରେ ୫୦ କିଲୋମିଟର ପର୍ଯ୍ୟନ୍ତ ବିଏସ୍‌ଏଫ୍‌ କ୍ଷମତା ବୃଦ୍ଧି ପାଇବ। ଆସାମ, ପଞ୍ଜାବ, ପଶ୍ଚିମବଙ୍ଗ ସୀମାରେ ବିଏସଏଫର ଅଧିକାର ବୃଦ୍ଧି ହେବ। ଏବେ ୧୫ କିଲୋମିଟର ପର୍ଯ୍ୟନ୍ତ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ପାର୍ବଣ ଯୋଗୁ ବୃଦ୍ଧି ପାଉଥିବା ଭିଡ଼କୁ ନେଇ ସଂକ୍ରମଣ ବଢ଼ିବାର ଆଶଙ୍କା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…

ଅରୁଣାଚଳକୁ ନେଇ ଚାଇନାର ଦାଦାଗିରି

ନୂଆଦିଲ୍ଲୀ, ୧୪ା୧୦: ବିସ୍ତାରବାଦୀ ଚିନ୍ତାଧାରା ରଖି ଦାଦାଗିରି ଦେଖାଇବାରେ ଲାଗିଛି ଚାଇନା। ଭାରତ ସୀମାରେ ବେଆଇନ ପ୍ରବେଶକୁ ନେଇ ଉଭୟ ଦେଶର ସୈନ୍ୟ ବାରମ୍ବାର ମୁହାଁମୁହିଁ ହେଉଛନ୍ତି। ଲଦାଖ ସୀମାରେ ବିବାଦ ସମାଧାନ ପାଇଁ କମାଣ୍ଡସ୍ତରୀୟ ବୈଠକ ବସୁଛି। ହେଲେ ସ୍ଥିରତା…

ଗର୍ଭପାତ ସମୟ ସୀମା ବଢ଼ିଲା

ନୂଆଦିଲ୍ଲୀ, ୧୪ା୧୦: ଗର୍ଭପାତ ସମ୍ପର୍କରେ କେନ୍ଦ୍ର ସରକାର ନିୟମରେ ସଂଶୋଧନ ଆଣିଛନ୍ତି। ଏଥିରେ କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର ମହିଳାଙ୍କ ନିମନ୍ତେ ଗର୍ଭପାତ ସମୟ ୨୦ରୁ ୨୪ ସପ୍ତାହକୁ ବୃଦ୍ଧି କରାଯାଇଥିବା ନେଇ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମେଡିକାଲ ଟର୍ମିନେଶନ…

ଫେରିଲା ସାବରକର ବିବାଦ

ନୂଆଦିଲ୍ଲୀ/ମୁମ୍ବାଇ,୧୪।୧୦: ହିନ୍ଦୁ ମହାସଭା ନେତା ବୀର ସାବରକର ଆଣ୍ଡାମାନର ସେଲ୍ୟୁଲାର ଜେଲରେ ଥିବାବେଳେ ମହାମତ୍ା ଗାନ୍ଧୀଙ୍କ ପରାମର୍ଶକ୍ରମେ ବ୍ରିଟିଶ ସରକାରଙ୍କ ନିକଟରେ ରାଜକ୍ଷମା ମାଗିଥିଲେ। କିନ୍ତୁ କେତେକ ନିର୍ଦ୍ଦିଷ୍ଟ ଚିନ୍ତାଧାରାର ଲୋକେ ସ୍ବାଧୀନତା ସଂଗ୍ରାମ ପ୍ରତି ତାଙ୍କ ଅବଦାନକୁ କଳଙ୍କିତ କରୁଛନ୍ତି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri