ଅପରାଧୀଙ୍କ ଚିହ୍ନଟ ପାଇଁ ଟିଆଇ ପରେଡ କରାଯାଇ ନ ଥିଲେ ବି ସାକ୍ଷୀଙ୍କ ସାକ୍ଷ୍ୟ ହେବନି ପ୍ରତ୍ୟାଖ୍ୟାନ…
ନୂଆଦିଲ୍ଲୀ,୨୪।୧୦: ଅଭିଯୁକ୍ତକୁ ଚିହ୍ନଟ କରୁଥିବା ଜଣେ ସାକ୍ଷୀଙ୍କ ସାକ୍ଷ୍ୟ କେବଳ ଟ୍ରାଏଲ ଆଇଡେଣ୍ଟିଫିକେସନ ପରେଡ (ଟିଆଇପି) କରାଯାଇ ନ ଥିବାରୁ କୋର୍ଟରେ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଅଜୟ ରସ୍ତୋଗୀ ଏବଂ ଅଭୟ ଏସ. ଓକାଙ୍କ ନେତୃତ୍ୱରେ…
ଆର୍ୟନ ମାମଲାରେ ନୂଆମୋଡ
ମୁମ୍ବାଇ,୨୪।୧୦: ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି। ଜଣେ ସାକ୍ଷୀ ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖେଡେ ଏବଂ ଅନ୍ୟ ସାକ୍ଷୀ କେ.ପି ଗୋସାଭିଙ୍କ ବିରୋଧରେ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ଆଣିଛନ୍ତି। ସାକ୍ଷୀ ଦାବି…
ଦେଶରେ ଆଇନଗତ ସଚେତନତାର ପ୍ରସାରଣ ଜରୁରୀ…
ମୁମ୍ବାଇ,୨୪।୧୦: ଦେଶରେ ଆଇନଗତ ସଚେତନତାର ପ୍ରସାରଣ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଦ୍ୱାରା ସାଧାରଣ ଲୋକେ ଉପକୃତ ହୋଇପାରିବେ ବୋଲି ମହାରାଷ୍ଟ୍ର ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ ଏକ ମେଗା ଆଇନ ସେବା ଶିବିରରେ ଯୋଗଦେଇ ସୁପ୍ରିମକୋର୍ଟର ବିଚାରପତି ଉଦୟ ଉମେଶ…
ତୁଷାରପାତରେ ଚାଲିଗଲା ୨ ଜୀବନ
ଶ୍ରୀନଗର,୨୪।୧୦: ଜମ୍ମୁ-କଶ୍ମୀରର ତୁଷାରପାତରେ ଫସି ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥି ସହ ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ଶନିବାର ଜମ୍ମୁ- କଶ୍ମୀରରେ ତୁଷାରପାତ ଆରମ୍ଭ ହୋଇଥିଲା। ତେବେ ରବିବାର ଅନନ୍ତନାଗ ଜିଲାର ସିନ୍ଥାନ ପାସରେ…
ୟୁଟ୍ୟୁବ୍ରୁ ସର୍ଚ୍ଚ କରି ଝିଅକୁ ହତ୍ୟା କଲେ ମା’, ଏମିତି ପଡ଼ିଲା ଜଣା…
ଭୋପାଳ,୨୪ା୧୦: ମା’ର ମମତା ଆଗରେ ଦୁନିଆରେ ସବୁକିଛି ଫିକା। ପିଲା ପାଇଁ ମା’ ନିଜ ଜୀବନ ଦେବାକୁ ବି ପଛାଏ ନାହିଁ। ସବୁ ପରିସ୍ଥିତିରେ ସେ ପିଲା ପାଇଁ ସଂଘର୍ଷ କରିବାକୁ ପ୍ରସ୍ତୁତ ଥାଏ। ମାତ୍ର ଜଣେ ଜନ୍ମକଲା ମା’ ଯେ,…
ଇଣ୍ଟରନେଟ୍ ସ୍ପିଡ୍ରେ ଭାରତ ପଛୁଆ…
ନୂଆଦିଲ୍ଲୀ,୨୪।୧୦: ଭାରତ ବନାମ ପାକିସ୍ତାନ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁକ୍ଷେତ୍ରରେ ପ୍ରତିଯୋଗୀତା ଦେଖିବାକୁ ମିଳିଥାଏ। ଯଦି ଇଣ୍ଟରନେଟ ସ୍ପିଡ ବିଷୟରେ କୁହାଯାଏ, ତେବେ ଭାରତ ଏହି ପ୍ରସଙ୍ଗରେ ପାକିସ୍ତାନଠାରୁ ପଛୁଆ ରହିଛି। ‘ଓକା’ର ସେପ୍ଟେମ୍ବର ୨୦୨୧ ରିପୋର୍ଟ ଅନୁଯାୟୀ, ମୋବାଇଲ…
ପୁଣି ସୀମାରେ ଗୁଳି ବିନିମୟ; ୨ ପୋଲିସ ସହ ଜଣେ ଯବାନ ଆହତ
ଶ୍ରୀନଗର,୨୪।୧୦: ପୁଣି ସୀମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ଜଣ ପୋଲିସ ଓ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଏହି ଗୁଳି ବିନିମୟରେ କୁଖ୍ୟାତ ଆତଙ୍କବାଦୀ ଜିଆ ମୁସ୍ତାଫା ମଧ୍ୟ ଆହତ…
ଆତଙ୍କବାଦ-ମ୍ୟାଚ୍ ଏକାସାଥିରେ ହୋଇ ପାରିବନି, ଭାରତ-ପାକ୍ ମ୍ୟାଚ୍ ରାଷ୍ଟ୍ରଧର୍ମର ବିରୁଦ୍ଧ…
ନୂଆଦିଲ୍ଲୀ,୨୪।୧୦: ରବିବାର ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଏହା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଯଦିଓ ଭାରତୀୟ କ୍ୟାପଟେନ୍ ବିରାଟ କୋହଲି ଏବଂ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ଏହି…
ଦେଶବାସୀଙ୍କ କ୍ଷମତା ଉପରେ ଥିଲା ପୂର୍ଣ୍ଣ ବିଶ୍ୱାସ…
ନୂଆଦିଲ୍ଲୀ,୨୪।୧୦: କରୋନା ମହାମାରୀ ଲଢ଼େଇରେ ଦେଶବାସୀ ଏକଜୁଟ ହୋଇଛନ୍ତି। ଫଳରେ ୧୦୦ କୋଟି ଟିକାକରଣ ସମ୍ଭବ ହୋଇ ପାରିଛି। ଦେଶବାସୀଙ୍କ କ୍ଷମତା ଉପରେ ପୂର୍ଣ୍ଣ ବିଶ୍ୱାସ ଥିଲା। ସେହିପରି ସ୍ବାସ୍ଥ୍ୟକର୍ମୀ ସେମାନଙ୍କର ଚେଷ୍ଟା ଅବ୍ୟାହତ ରଖିବେ ବୋଲି ଭରସା ରହିଥିଲା ବୋଲି…
ତୃତୀୟ ଲହର ଆଶଙ୍କା, ୭ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି…
ନୂଆଦିଲ୍ଲୀ,୨୪।୧୦: କରୋନା ସଂକ୍ରମଣ ଘଟଣା ହଠାତ୍ ବୃଦ୍ଧି ପାଇବାରେ ଲାଗିଛି। ଏହାର ସର୍ବାଧିକ ପ୍ରଭାବ ପଶ୍ଚିମବଙ୍ଗ ସମେତ ୭ଟି ରାଜ୍ୟରେ ଦେଖିବାକୁ ମିଳୁଛି। ଏହାର କାରଣ ନିକଟରେ ଶେଷ ହୋଇଥିବା ପାର୍ବଣ ବୋଲି ଅନୁମାନ କରାଯାଉଛି। ପଶ୍ଚିମବଙ୍ଗରେ ଶନିବାର ୯୭୪ ନୂଆ…
୫୦୦ ଉପରେ ଦୈନିକ ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ,୨୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୫ ହଜାର ୯୦୬ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ…
ଜମ୍ମୁ-କଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା
ଶ୍ରୀନଗର, ୨୪।୧୦: ଜମ୍ମୁ-କଶ୍ମୀରରେ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ କରାଯିବା ପରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପରେ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ ବୋଲି ସେଠାକୁ ୩ ଦିନିଆ ଗସ୍ତରେ ଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ…
Archives


