ଜାତୀୟ

ପ୍ରଚାର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୨: ୫ ରାଜ୍ୟରେ ବାଜିଛି ନିର୍ବାଚନ ବିଗୁଲ। ଏହାକୁ ନେଇ ରାଜନୀତି ପାଣିପାଗ ସରଗରମ ରହିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ମଙ୍ଗ ଧରିବେ ବୋଲି ଜଣାପଡ଼ିଛି। ଫେବୃୟାରୀ ୭ରେ ୟୁପି ବିଜେନୋରରେ କର୍ମକର୍ତ୍ତାମାନଙ୍କୁ ସେ ସମ୍ବୋଧିତ କରିବେ।…

ଟ୍ରାଫିକ୍‌ ଜାମ୍‌ ଯୋଗୁ ବଢୁଛି ଛାଡ଼ପତ୍ର ସମସ୍ୟା…

ମୁମ୍ବାଇ, ୫।୨ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନଭୀସଙ୍କ ସ୍ତ୍ରୀ ଅମୃତା ଫଡନଭୀସ ଶାସକ ଦଳ ମହାରାଷ୍ଟ୍ର ବିକାଶ ଆଘାଡି ସରକାରଙ୍କୁ ଟାର୍ଗେଟ କରି ଏକ ଅଜବ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ମୁମ୍ବାଇରେ…

କେରଳରେ ସର୍ବାଧିକ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୫।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶର ୭ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୩୮,୬୮୪ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ…

ବିଏ.୨ ଭାରିଆଣ୍ଟ୍‌ ବଢ଼ାଉଛି ଚିନ୍ତା, ୫୭ ଦେଶରେ ସଂକ୍ରମଣ…

ନୂଆଦିଲ୍ଲୀ, ୫।୨ : ଦୁଇ ବର୍ଷରୁ ଅଧିକ ସମୟ ଧରି ବିଶ୍ୱ କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ସମ୍ପ୍ରତି ଏହାର ବିଏ.୨ ଭାରିଆଣ୍ଟ୍‌ ଦ୍ରୁତ ବେଗରେ ସଂକ୍ରମିିତ ହେବାରେ ଲାଗିଛି। ଇତିମଧ୍ୟରେ ଏହା ୫୭ ଦେଶକୁ ବ୍ୟାପି…

ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଛି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ…

ହାଇଦ୍ରାବାଦ୍‌, ୫।୨ : ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଭୟଙ୍କର ହେବାରେ ଲାଗିଛି। ଏହା ଦ୍ୱାରା ବଡ଼ ଧରଣର ଆହ୍ବାନ ସୃଷ୍ଟି ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି। ତେଲେଙ୍ଗାନାର ହାଇଦ୍ରାବାଦ୍‌ ସ୍ଥିତ ପାଟନଚେରୁରେ…

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ନାଁ ନ ଥିବାରୁ ରାଗିଲେ ମନିଷ ତିୱାରୀ

ନୂଆଦିଲ୍ଲୀ,୫ ।୨: ପଞ୍ଜାବରେ କଂଗ୍ରେସ ଦଳ ବିବାଦ ସହ ଯେମିତି ବନ୍ଧୁତା କରି ସାରିଲାଣି । ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଉ କିଛିଦିନ ବାକି ଥିବା ବେଳେ ସବୁ ରାଜନୈତିକ ଦଳ ନିଜ ନିଜର ପ୍ରୟାସ ଆରମ୍ଭ କରିଦେଇଛନ୍ତି । କଂଗ୍ରେସ…

ମୋଦି ରାଜା ଜନତାଙ୍କ ଦୁଃଖ ବୁଝୁ ନାହାନ୍ତି, ରାହୁଲଙ୍କ କଟାକ୍ଷ…

ଡେରାଡୁନ୍‌, ୫।୨ : ଉତ୍ତରାଖଣ୍ଡରେ ନିର୍ବାଚନ ପ୍ରଚାରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ମୋଦିଙ୍କୁ ରାଜା ବୋଲି କଟାକ୍ଷ କରି କହିଛନ୍ତି ଯେ, ଆଜିର ରାଜା ଜନତାଙ୍କ ଦୁଃଖ ବୁଝୁ ନାହାନ୍ତି। ଉଦମ…

ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ୨୮୯ କୋଟିପତି ଲଢ଼ିବେ ନିର୍ବାଚନ…

ଲକ୍ଷ୍ନୌ, ୫।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୮୯ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଦାଖଲ ହୋଇ ଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି। ଫେବୃୟାରୀ ୧୦ରେ ରାଜ୍ୟର ୧୧ ଜିଲାରେ ୫୮ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି…

ଉତ୍ତରପ୍ରଦେଶରେ ପ୍ରଚାର କରିବେ ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ,୫।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ୩ୟ ପର୍ଯ୍ୟାୟ ପ୍ରଚାର ପାଇଁ କଂଗ୍ରେସ ପକ୍ଷରୁ ଶୁକ୍ରବାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନାମ ନାହିଁ। ତେବେ ପଞ୍ଜାବର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍‌ ପଡ଼ିଥିବା…

କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୫।୨: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୧, ୨୭, ୯୫୨ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୦୫୯ ଜଣଙ୍କ…

ମହାମାରୀରେ ବିଦେଶରୁ ଫେରିଛନ୍ତି ୭ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ,୫।୨: କୋଭିଡ୍‌ ମହାମାରୀ ଆରମ୍ଭ ହେବା ପରେ ବନ୍ଦେ ଭାରତ ମିଶନରେ ୬ ଉପସାଗରୀୟ ରାଷ୍ଟ୍ରରୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ଶ୍ରମିକ ଫେରିଛନ୍ତି। ଏଥିସହିତ ମହାମାରୀ ଯୋଗୁ ବେରୋଜଗାର ହୋଇଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇଦେବା ଲାଗି…

ମୁମ୍ବାଇ ସିରିଏଲ୍‌ ବିସ୍ଫୋରଣ ମାମଲାର ମୋଷ୍ଟ ଓ୍ବାଣ୍ଟେଡ୍‌ ଗିରଫ

ମୁମ୍ବାଇ,୫।୨: ୧୯୯୩ ମୁମ୍ବାଇ ସିରିଏଲ୍‌ ବିସ୍ଫୋରଣ ମାମଲାର ଅଭିଯୁକ୍ତ ତଥା ଭାରତର ଅନ୍ୟମତ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଅବୁ ବକରଙ୍କୁ ୟୁଏଇରେ ଗିରଫ କରାଯାଇଛି। ଦୀର୍ଘ ୨୯ ବର୍ଷର ତଲାସି ପରେ ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ଘନିଷ୍ଠ ସହଯୋଗୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri