ପୁରୁଣା ରେଲୱେ କୋଚରେ ରେସ୍ତୋରାଁ
ନାଗପୁର,୬ ।୨: ମହାରାଷ୍ଟ୍ର ନାଗପୁର ରେଲୱେ ଷ୍ଟେଶନ ବାହାରେ ନାଗପୁର ଡିଭିଜନର ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଖୋଲାଯାଇଛି ‘ରେଷ୍ଟୁରାଣ୍ଟ ଅନ୍ ହ୍ୱିଲ୍ସ’ । ଟେଣ୍ଡର ମାଧ୍ୟମରେ ଏକ ପୁରୁଣା ରେଳ ବଗିକୁ ରେସ୍ତୋରାଁରେ ପରିବର୍ତ୍ତନ କରାଯାଇଛି । ଏହା ହଲଦିରାମସ୍ ଦ୍ୱାରା…
ବାଦଲଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର
ନୂଆଦିଲ୍ଲୀ,୬।୨: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷୀୟାନ ଶିରୋମଣି ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲଙ୍କ ସ୍ବାସ୍ଥ୍ୟାବସ୍ଥାରେ ଶନିବାର ଗୁରୁତର ଅବନତି ଦେଖାଦେବାରୁ ତାଙ୍କୁ ଫୋର୍ଟିସ୍ ମୋହାଲି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୯୪ ବର୍ଷୀୟ ବାଦଲ ନିକଟରେ ଲାମ୍ବି ଆସନରୁ…
କର୍ନାଟକରେ ସଦ୍ଭାବନା ବ୍ୟାହତ କରୁଥିବା ପୋଷାକ ନିଷେଧ
ବେଙ୍ଗାଲୁରୁ,୬।୨: କଲେଜରେ ହିଜାବ ବିବାଦ ପରେ ସଂହତି, ସଦ୍ଭାବନା ଓ ସାଧାରଣ ଶୃଙ୍ଖଳା ବ୍ୟାହତ କରୁଥିବା ପୋଷାକକୁ କର୍ନାଟକ ସରକାର ଶନିବାର ନିଷେଧ କରିଛନ୍ତି। ହିଜାବ ନିୟମ ବିରୋଧରେ ଉଡ଼ୁପି କଲେଜର ୫ ଛାତ୍ରୀଙ୍କ ଆବେଦନ ଉପରେ କର୍ନାଟକ ହାଇକୋର୍ଟ ମଙ୍ଗଳବାର…
ଯୋଗୀଙ୍କ ବିରୋଧରେ ଲଢ଼ିବେ ପୂର୍ବତନ ଶିକ୍ଷକ
ଲକ୍ଷ୍ନୌ,୬।୨: ଜମି ମାଫିଆମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଦୀର୍ଘ ୨୬ ବର୍ଷ ହେଲା ମୁଜାଫରନଗରରେ ଧାରଣାରେ ବସିଥିବା ଉତ୍ତରପ୍ରଦେଶର ପୂର୍ବତନ ସ୍କୁଲ୍ ଶିକ୍ଷକ ତଥା ଦୁର୍ନୀତି ବିରୋଧୀ କର୍ମୀ ବିଜୟ ସିଂଗୋରଖପୁର ଅର୍ବାନ ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନ…
‘କୋଭିଡ୍ ବେଳେ ଚାଷୀଙ୍କୁ ରାସ୍ତାରେ ଛାଡ଼ିଥିଲେ ମୋଦି’
କିଚ୍ଛା (ଉତ୍ତରାଖଣ୍ଡ),୬।୨ : କୋଭିଡ୍ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ହଜାର ହଜାର ଚାଷୀଙ୍କୁ ବର୍ଷେରୁ ଊର୍ଦ୍ଧ୍ୱ କାଳ ରାସ୍ତାରେ ଛାଡ଼ିଥିଲେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଭାରତରେ ଏବେ ପ୍ରଧାନମନ୍ତ୍ରୀ…
ଉଚ୍ଛେଦ ହେବ ଅଧିକାଂଶ ଆସନ
ନୂଆଦିଲ୍ଲୀ,୬।୨: ଜମ୍ମୁ-କଶ୍ମୀରର ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ସୀମାରେ ବ୍ୟାପକ ପରିବର୍ତ୍ତନ ଲାଗି ସୀମା ନିର୍ଦ୍ଧାରଣ କମିଶନ ପ୍ରସ୍ତାବ ଦେଇଛନ୍ତି। କମିଶନ ପ୍ରସ୍ତୁତ କରିଥିବା ଚିଠା ରିପୋର୍ଟ ଉପରେ ମତାମତ ପାଇଁ ଏହାକୁ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳର ୫…
ଚାଉଳ ବିକିବେ ତେଜ ପ୍ରତାପ
ପାଟନା,୬ ।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ବଡପୁଅ ତଥା ହସନପୁର ବିଧାୟକ ତେଜ ପ୍ରତାପ ଯାଦବ ଏବେ ଭିନ୍ନ ଭିନ୍ନ କାମ ଉପରେ ହାତ ପକାଉଥିବା ଦେଖାଯାଇଛି । କେବେ ସେ ବ୍ଲଗ ତିଆରି କରୁଛନ୍ତି ପୁଣି କେବେ…
ଲତା ମଙ୍ଗେସ୍କର ପୁଣି ଗୁରୁତର
ନୂଆଦିଲ୍ଲୀ,୬।୨ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଭେଟେରାନ୍ ଗାୟିକା ଲତା ମଙ୍ଗେସ୍କରଙ୍କ ଅବସ୍ଥା ଗୁରୁତର ରହିଛି। ସେ ଏବେ ଆଇସିୟୁରେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଲତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ରେ ତୀକ୍ଷ୍ଣ…
ପ୍ରବଳ ତୁଷାରପାତ, ଶିମ୍ଲାର ତାପମାତ୍ରା ମାଇନସ୍ ୨.୧ ଡିଗ୍ରୀକୁ ଖସିଲା
ଶିମ୍ଲା,୫ା୨: ହିମାଚଳପ୍ରଦେଶରେ ପ୍ରବଳ ତୁଷାରପାତ ହେବାରୁ ଶିମ୍ଲାର ତାପମାତ୍ରା ମାଇନସ ୨.୧ ଡିଗ୍ରୀକୁ ଖସିଛି। ଏହା ଚଳିତବର୍ଷ ସର୍ବନିମ୍ନ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ପର୍ଯ୍ୟଟନସ୍ଥଳୀ କୁଫ୍ରୀରେ ସର୍ବାଧିକ ତୁଷାରପାତ ହୋଇଛି ଏଠାରେ…
ଇ-ଶ୍ରମ ପୋର୍ଟାଲରେ ୨୫ କୋଟି ଶ୍ରମିକଙ୍କ ପଞ୍ଜିକରଣ…
ନୂଆଦିଲ୍ଲୀ, ୫।୨ : ଇ-ଶ୍ରମ ପୋର୍ଟାଲରେ ଦେଶର ୨୫ କୋଟି ଶ୍ରମିକ ପଞ୍ଜିକରଣ କରିଛନ୍ତି। ଶ୍ରମିକ ପଞ୍ଜିକରଣ କ୍ଷେତ୍ରରେ ମଧ୍ୟପ୍ରଦେଶ ଆଗରେ ରହିଛି। ଏହା ପଛକୁ ଦ୍ୱିତୀୟରେ ମହାରାଷ୍ଟ୍ର, ତୃତୀୟରେ ରାଜସ୍ଥାନ, ଚତୁର୍ଥରେ କର୍ନାଟକ ରହିଛି। ଶେଷରେ ଗୁଜରାଟ ରହିଛି। ବିଧାନସଭା…
ଅଖିଳେଶଙ୍କ ପାଖରେ ଅଛି ୪୦ କୋଟିରୁ ଅଧିକ ସମ୍ପତ୍ତି; ହେଲେ ନାହିଁ ଗୋଟିଏ ବି କାର୍
ଲକ୍ଷ୍ନୌ,୫।୨: ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଏଥିପାଇଁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମେନପୁରୀର କରହଲ ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେ ନିଜ ସମ୍ପତ୍ତିର ସବିଶେଷ ତଥ୍ୟ ଦେଇଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଅଖିଳେଶ ଏବଂ…
୨୧୬ ଫୁଟ ଉଚ୍ଚ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ଲୋକାର୍ପିତ…
ହାଇଦ୍ରାବାଦ୍, ୫।୨ : ଏକାଦଶ ଶତାବ୍ଦୀର ସନ୍ଥ ରାମାନୁଜାଚାର୍ଯ୍ୟଙ୍କର ୨୧୬ ଫୁଟ ଉଚ୍ଚ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ଲୋକାର୍ପିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିଛନ୍ତି। ମିଶ୍ରଧାତୁରେ ନିର୍ମିତ ଏହି ମୂର୍ତ୍ତି ରାମଶାବାଦ୍ଠାରେ ୪୫ ଏକର ପରିମିତ ଅଞ୍ଚଳରେ…
Archives


