ଜାତୀୟ

କୋଶିୟାରୀଙ୍କ ମନ୍ତବ୍ୟକୁ ନେଇ ଆଲୋଡ଼ନ

ମୁମ୍ବାଇ, ୨ା୩: ଛତ୍ରପତି ଶିବାଜୀଙ୍କ ଗୁରୁ ଥିଲେ ସନ୍ଥ ସମର୍ଥ ରାମଦାସ। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ନିକଟରେ ଔରଙ୍ଗାବାଦଠାରେ ଏକ କାର୍ଯ୍ୟକ୍ରମରେ ଏହା କହିବା ପରଠାରୁ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜାତୀୟତାବାଦୀ କଂଗ୍ରେସ (ଏନ୍‌ସିପି), ଶିବସେନା,…

ତିନି ପାଦ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୨ା୩: ୨୦୩୦ ମସିହା ବେଳକୁ ଭାରତ ଯେଉଁ ବିକାଶ ଲକ୍ଷ୍ୟ ରଖିଥିଲା ତାହା ପୂରଣ ହେବାପରି ମନେହେଉନାହିଁ। ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାଇରନମେଣ୍ଟସ୍‌ ଷ୍ଟେଟ୍‌ ଅଫ୍‌ ଇଣ୍ଡିଆନ୍ସ ଏନ୍‌ଭାଇରନମେଣ୍ଟ ରିପୋର୍ଟ ୨୦୨୨ରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ପାକିସ୍ତାନକୁ ଛାଡ଼ିଦେଲେ…

ଆଜି ଫେରିବ ୭ ବିମାନ

ନୂଆଦିଲ୍ଲୀ,୨ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ରେ ଆଉ ଜଣେ ହେଲେ ଭାରତୀୟ ନାହାନ୍ତି। ସମସ୍ତ ନାଗରିକ କ୍ୱିଭ୍‌ ଛାଡ଼ିଥିବା ଭାରତର ଅନୁସନ୍ଧାନରୁ ଜଣାପଡ଼ିଛି ବୋଲି ବହିର୍ବ୍ୟାପାର ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ମଙ୍ଗଳବାର ସୂଚନା ଦେଇଛନ୍ତି। ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଏୟାରଲିଫ୍ଟ କରି…

ଫେବୃୟାରୀରେ ଜିଏସ୍‌ଟି ସଂଗ୍ରହ ୧.୩ ଲକ୍ଷ କୋଟି

ନୂଆଦିଲ୍ଲୀ,୨।୩: ଭାରତର ଅର୍ଥନୀତିକୁ ସୁଦୃଢ଼ କରୁଥିବା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହର ସବିଶେଷ ସୂଚନା ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ଉକ୍ତ ସୂଚନା ଅନୁସାରେ ଗତ ଫେବୃୟାରୀରେ ଦେଶର ଜିଏସ୍‌ଟି ସଂଗ୍ରହ ପ୍ରାୟ ୧.୩୩…

ୟୁକ୍ରେନ୍‌ରେ ପାଠପଢ଼ି ଭାରତରେ ଡାକ୍ତର ହେବା ନୁହେଁ ସହଜ, ପାଠପଢ଼ା ଶସ୍ତା-ସ୍ବଦେଶରେ ଚାକିରି ପାଇଁ ହିନସ୍ତା…

ନୂଆଦିଲ୍ଲୀ,୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏନେଇ ୟୁକ୍ରେନରେ ଅଧ୍ୟୟନ କରୁଥିବା ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ କିଭଳି ଏୟାର ଲିଫ୍ଟ କରାଯିବ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପରିସ୍ଥିତି…

ଏୟାର ଲିଫ୍ଟ, ୩ ଦିନରେ ୨୬ ଉଡାଣ ପାଇଁ ଯୋଜନା…

ନୂଆଦିଲ୍ଲୀ,୧।୩ : ୟୁକ୍ରେନ୍‌ରେ ଫଶି ରହିଥିବା ଛାତ୍ରୀଛାତ୍ର ତଥା ଭାରତୀୟଙ୍କୁ ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ସୁରକ୍ଷିତ ସ୍ବଦେଶ ଫେରାଇ ଅଣାଯିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ସ୍ଥିର ହୋଇଛି। ଆଗାମୀ ୩ ଦିନରେ ଭାରତୀୟଙ୍କ ଏୟାର…

କୃଷକ ଆନ୍ଦୋଳନର ୧୭ ମାମଲା ଫେରାଇ ନେବେ ଦିଲ୍ଲୀ ସରକାର…

ନୂଆଦିଲ୍ଲୀ,୧।୩ : ଗତ ବର୍ଷ କୃଷକ ଆନ୍ଦୋଳନ ସମୟରେ ରୁଜୁ ହୋଇଥିବା ୧୭ ମାମଲାକୁ ଦିଲ୍ଲୀ ସରକାର ଫେରାଇ ନେବେ। ଦିଲ୍ଲୀ ପୋଲିସ ପକ୍ଷରୁ ରୁଜୁ ହୋଇଥିବା ଏହି ମାମଲାଗୁଡ଼ିକୁ ଫେରାଇ ନେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାର ମଞ୍ଜୁରୀ ଦେଇଛନ୍ତି।…

ଖୁବ୍‌ ଶୀଘ୍ର ଅଣାଯିବ ଛାତ୍ରଙ୍କ ମୃତଦେହ: କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ସାଧାରଣ ଲୋକ ବହୁ ପ୍ରଭାବିତ ହେଉଛନ୍ତି। ଯୁଦ୍ଧ ଯୋଗୁ ୨ଦେଶର ସୈନ୍ୟମାନେ ନିହତ ହୋଇଥିବା ବେଳେ ୟୁକ୍ରେନରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଇତିମଧ୍ୟରେ ଖାର୍କ୍ୱିଭରେ ମଙ୍ଗଳବାର ସକାଳେ…

ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସମନ ଜାରି କଲେ ଭାରତ ସରକାର…

ନୂଆଦିଲ୍ଲୀ,୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ମହାଯୁଦ୍ଧରେ ଭାରତୀୟ ଛାତ୍ର ନବୀନ ଶେଖରଆପ୍ପା ଜ୍ଞାନଗୌଡ଼ାଙ୍କ ମୃତ୍ୟୁ ଘଟିଛି। ସେ କର୍ନାଟକର ବାସିନ୍ଦା ବୋଲି ତାଙ୍କ ପାସପୋର୍ଟରୁ ଜଣାପଡ଼ିଛି। ଏନେଇ ଭାରତ ସରକାର ୟୁକ୍ରେନ୍‌ ଏବଂ ରୁଷିଆ ରାଷ୍ଟ୍ରଦୂତଙ୍କୁ…

ପ୍ରତ୍ୟେକ ମିନିଟ୍‌ ମୂଲ୍ୟବାନ: ରାହୁଲ

ନୂଆଦିଲ୍ଲୀ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୬ଷ୍ଠ ଦିନରେ ପହଞ୍ଚିଛି। ରାଜଧାନୀ କ୍ୱିଭ ଦଖଲ ପାଇଁ ରୁଷିଆ ସୈନ୍ୟମାନେ ଲଗାତର ବୋମା ବିସ୍ଫୋରଣ ସହ ଆକ୍ରମଣ ଜାରି ରଖିଛନ୍ତି। ଇତିମଧ୍ୟରେ ମଙ୍ଗଳବାର ଖାର୍କ୍ୱିଭରେ ରୁଷିଆ ସୈନ୍ୟଙ୍କ ଗୁଳିରେ…

ଭାରତୀୟ ଛାତ୍ରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଶଶୀ ଥରୁର

ନୂଆଦିଲ୍ଲୀ,୧।୩: ୟୁକ୍ରେନରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ତେଣୁ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ର ଓ ନାଗରିକଙ୍କୁ ରେସକ୍ୟୁ କରିବା ଲାଗି ଅପରେଶନ୍‌ ଗଙ୍ଗା ଅଭିଯାନକୁ ତ୍ୱରାନିତ୍ୱ କରାଯାଇଛି। ଇତିମଧ୍ୟରେ ମଙ୍ଗଳବାର ସକାଳେ ୟୁକ୍ରେନର ଖାର୍କ୍ୱିଭରେ ରୁଷିଆର ଗୁଳିରେ…

ସିନ୍ଧୁ ଜଳ କମିଶନ ବୈଠକ, ପାକିସ୍ତାନରେ ୧୦ ଜଣିଆ ଭାରତୀୟ ପ୍ରତିନିଧି ଦଳ…

ନୂଆଦିଲ୍ଲୀ,୧।୩ : ସିନ୍ଧୁ ଜଳ କମିଶନର ବାର୍ଷିକ ବୈଠକ, ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ଇସଲାମାବାଦ୍‌ରେ ଅନୁଷ୍ଠିତ ହେଉଛି। ଏହି ଅବସରରେ ୧୦ ଜଣିଆ ଭାରତୀୟ ପ୍ରତିନିଧି ଦଳ ମଙ୍ଗଳବାର ଇସଲାମାବାଦ୍‌ରେ ପହଞ୍ଚିଛନ୍ତି। ଭାରତୀୟ ପ୍ରତିନିଧିମାନେ ଅଟାରୀ ସୀମାରୁ ପାକିସ୍ତାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?