ଜାତୀୟ

‘ଅପରେଶନ ଗଙ୍ଗା’ ନାଁରେ ଶିଶୁର ନାମକରଣ କରିବେ ୟୁକ୍ରେନରୁ ଉଦ୍ଧାର ହୋଇଥିବା ଭାରତୀୟ ଦମ୍ପତି

ୱାରସ/ଥିରୁଭାନନ୍ତପୁରମ,୬ ।୩: ୟୁକ୍ରେନର କ୍ୱିଭରେ ରେସ୍ତୋରାଁ କରିଥିବା କେରଳର ଜଣେ ବ୍ୟକ୍ତି ଅଭିଜିତ ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଫସି ଯାଇଛନ୍ତି । ଏବେ ତାଙ୍କ ପତ୍ନୀ ୯ ମାସର ଗର୍ଭବତୀ ଥିବା ବେଳେ ମାର୍ଚ୍ଚ ୨୬ରେ ସନ୍ତାନ ପ୍ରସବ ହେବାର ସୂଚନା ଦେଇଛନ୍ତି…

ବିଦେଶୀ ମେଡିକାଲ ଛାତ୍ରୀଛାତ୍ରଙ୍କୁ ଭାରତରେ ଇଣ୍ଟର୍ନଶିପ୍‌ ଅନୁମତି

ନୂଆଦିଲ୍ଲୀ,୬।୩(ଆଇଏଏନ୍‌ଏସ୍‌): ବିଦେଶରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିବା ଛାତ୍ରୀଛାତ୍ର ଭାରତରେ ଇଣ୍ଟର୍ନଶିପ୍‌ ସମ୍ପୂର୍ଣ୍ଣ କରିପାରିବେ। କୋଭିଡ୍‌-୧୯ ମହାମାରୀ ଏବଂ ୟୁକ୍ରେନ୍‌ ସଙ୍କଟ ଆଦି ସ୍ଥିତି ଯୋଗୁ ଇଣ୍ଟର୍ନଶିପ୍‌ ସମ୍ପୂର୍ଣ୍ଣ କରିପାରି ନ ଥିବା ବିଦେଶୀ ଛାତ୍ରୀଛାତ୍ରଙ୍କୁ ଭାରତରେ ଏହା ଶେଷ କରିବା…

ଅପରେଶନ ଗଙ୍ଗା: ୨୨୦୦ ଭାରତୀୟଙ୍କୁ ନେଇ ଆଜି ସ୍ୱଦେଶ ଫେରିବ ୧୧ ବିମାନ

ନୂଆଦିଲ୍ଲୀ,୬ ।୩: ୟୁକ୍ରେନ୍ ଯୁଦ୍ଧରେ ଫସି ରହିଥିବା ପ୍ରାୟ ୨୨୦୦ ଭାରତୀୟଙ୍କୁ ନେଇ ଶନିବାର ୧୧ଟି ବିମାନ ସ୍ୱଦେଶ ଫେରିବ ବୋଲି ଜଣାପଡିଛି । ଅପରେଶନ ଗଙ୍ଗା ମାଧ୍ୟମରେ ଭାରତୀୟମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଶନିବାର ୧୫ଟି ବିମାନରେ ପାଖାପାଖି…

ବୁଲା କୁକୁରଙ୍କୁ ଖାଇବାକୁ ଦେବା ନାଗରିକଙ୍କ ଅଧିକାର, ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୫।୩ : ରାସ୍ତାରେ ବୁଲୁଥିବା ବୁଲା କୁକୁରଙ୍କୁ ଖାଇବାକୁ ଦେବା ନାଗରିକଙ୍କ ଅଧିକାର। ଦିଲ୍ଲୀ ହାଇକୋର୍ଟ ଏଭଳି ରାୟ ପ୍ରଦାନ କରିଥିଲେ। ତେବେ ଏହାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଛନ୍ତି। ଏନେଇ ଶୀର୍ଷକୋର୍ଟ ଭାରତୀୟ…

୧୦୦ ବସ୍‌ର ବ୍ୟବସ୍ଥା କଲା ରୁଷିଆ…

ନୂଆଦିଲ୍ଲୀ /କ୍ୱିଭ୍‌/ମସ୍କୋ, ୫।୩ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଲଗାତାର ୧୦ ଦିନ ଧରି ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନ୍‌ରୁ ଭାରତୀୟ ନାଗରିକ ଏବଂ ଛାତ୍ରୀଛାତ୍ରଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସରକାରଙ୍କ ପକ୍ଷରୁ ଅପରେଶନ୍‌ ଗଙ୍ଗା ଆରମ୍ଭ କରାଯାଇଛି। ସୁବିଧାରେ…

ୟୁପିରେ ପ୍ରଚାର ଶେଷ, ସୋମବାର ସପ୍ତମ ପର୍ଯ୍ୟାୟ ମତଦାନ

ଲକ୍ଷ୍ନୌ,୫।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଲାଗି ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହାସହିତ ଦୀର୍ଘ ୨ ମାସ ଧରି ୟୁପିରେ ଲାଗି ରହିଥିବା ହାଇଭୋଲ୍ଟେଜ୍‌ ପ୍ରଚାରର ଅନ୍ତ ଘଟିଛି। ସପ୍ତମ ପର୍ଯ୍ୟାୟରେ ମୋଦିଙ୍କ…

ୟୁକ୍ରେନରୁ ଭାରତୀୟମାନଙ୍କୁ ସଫଳ ସ୍ଥାନାନ୍ତର ବିଧାନସଭା ନିର୍ବାଚନରେ ସକାରାତ୍ମକ ପ୍ରଭାବ ପକାଇବ: ଶାହା

ନୂଆଦିଲୀ,୫ା୩: ଜାନୁୟାରୀରୁ ୟୁକ୍ରେନର ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର କହିଛନ୍ତି। ସେ କହିଛନ୍ତି, ଯୁଦ୍ଧ ପ୍ରଭାବିତ ଦେଶରୁ ଭାରତୀୟମାନଙ୍କୁ ସଫଳ ସ୍ଥାନାନ୍ତର କରିବା ବିଧାନସଭା ନିର୍ବାଚନରେ…

ରାହୁଲଙ୍କ କଟାକ୍ଷ,ନିର୍ବାଚନୀ ଅଫର ଶେଷ ହେବାକୁ ଯାଉଛି, ଶୀଘ୍ର ଗାଡ଼ିରେ ପେଟ୍ରୋଲ ଭର୍ତ୍ତି କରନ୍ତୁ…

ନୂଆଦିଲ୍ଲୀ, ୫।୩ : କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଭାଜପାକୁ ଘେରିବା ଆରମ୍ଭ କରିଛନ୍ତି। ରାହୁଲ କଟାକ୍ଷ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିର୍ବାଚନୀ ଅଫର ଶେଷ ହେବାକୁ ଯାଉଛି। ଏହାପରେ ଦେଶରେ ପେଟ୍ରୋଲ ଡିଜେଲ ଦାମ…

ଯୁଦ୍ଧ ସଙ୍କଟରେ ମାନବତାର ଉଦାହରଣ, ପୋଷା ବିଲେଇକୁ ନେଇ ସ୍ବଦେଶ ଫେରୁଛନ୍ତି ଭାରତୀୟ ଛାତ୍ର…

ନୂଆଦିଲ୍ଲୀ, ୫।୩ : ୟୁକ୍ରେନ୍‌ରେ ଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତ ସରକାରଙ୍କ ପକ୍ଷରୁ ସେଠାରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ଅପରେଶନ୍‌ ଗଙ୍ଗା ଜାରି ରହିଛି। ୟୁକ୍ରେନ୍‌ରୁ ଫେରିଥିବା ଜଣେ ଭାରତୀୟ ଛାତ୍ରଙ୍କ ମାନବତାର…

ନେତାଙ୍କ ପୁଅ ବିବାହ ଭୋଜି ଖାଇ ୧୨୦୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି…

ମେହସାଣା, ୫।୩ : ଗୁଜରାଟ ମେହସାଣା ଜିଲାର କଂଗ୍ରେସ ନେତାଙ୍କ ପୁଅ ବିବାହ ଭୋଜି ଖାଇ ୧୨୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିସମନଗର ଥାନା ପକ୍ଷରୁ କୁହାଯାଇଛି ଯେ, ଶୁକ୍ରବାର ରାତିରେ ସାଓ୍ବଲା ଗାଁରେ ହୋଇଥିବା…

ପୁଟିନ୍‌ଙ୍କ ଅସ୍ତ୍ରବିରତି ପଛରେ ମୋଦିଙ୍କ ହାତ…

ନୂଆଦିଲ୍ଲୀ, ୫।୩ : ରୁଷିଆ ୟୁକ୍ରେନ୍‌ର ମାରିଓପୋଲ ଏବଂ ଭଲଭୋନାଖାରେ ଅସ୍ତ୍ରବିରତି ଘୋଷଣା କରିଛି। ଗୋଟିଏ ଦିନ ପୂର୍ବରୁ ଅସ୍ତ୍ରବିରତି ଘୋଷଣା କରିବାକୁ ଭାରତ ଅନୁରୋଧ କରିଥିଲା। ଯାହା ଦ୍ୱାରା ପ୍ରାୟ ୩୦୦୦ ଭାରତୀୟ ନାଗରିକଙ୍କୁଏୟାର ଲିଫ୍ଟ କରାଯାଇପାରିବ। ବିଶେଷକରି ପୂର୍ବ…

ୟୁକ୍ରେନ୍‌ ଫେରନ୍ତା ମେଡ଼ିକାଲ ଛାତ୍ରୀଛାତ୍ରଙ୍କ ପାଇଁ ଏଫ୍‌ଏମ୍‌ଜିଇରେ ପରିବର୍ତ୍ତନ ଆଣିବେ କେନ୍ଦ୍ର ସରକାର, ଆଲୋଚନା ଜାରି…

ନୂଆଦିଲ୍ଲୀ,୫।୩ : ୟୁକ୍ରେନରୁ ସ୍ବଦେଶ ଫେରିଥିବା ଭାରତୀୟ ଡାକ୍ତରୀ ଛାତ୍ରୀଛାତ୍ରମାନଙ୍କୁ ଭାରତର କଲେଜଗୁଡ଼ିକରେ ଅଧ୍ୟୟନ କରିବା ପାଇଁ କେନ୍ଦ୍ର ଜାତୀୟ ମେଡିକାଲ କମିଶନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆଲୋଚନା କରୁନ୍ତି। ଯାହା ଦ୍ୱାରା ସେମାନଙ୍କର ଅଧ୍ୟୟନ ଜାରି ରହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?