Posted inଜାତୀୟ

‘ଉତ୍ତରପ୍ରଦେଶରେ ଭାଜପାକୁ ହଟାଇବୁ’

ଲକ୍ଷ୍ନୌ,୪।୩: ଉତ୍ତରପ୍ରଦେଶରେ ଭାଜପାକୁ ନିଶ୍ଚିତ ହଟାଇବୁ। ଦରକାର ପଡିଲେ ସମାଜବାଦୀ ପାର୍ଟି (ଏସପି)ସହ ମିଶିବୁ ବୋଲି ଆମ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂ କହିଛନ୍ତି। ଉତ୍ତରପ୍ରଦେଶ ବିଧାନସଭା ଶେଷ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୭ରେ ହେବ। ୧୦ରେ ଫଳାଫଳ ପ୍ରକାଶ ପାଇବ। ସଞ୍ଜୟ ସିଂ କହିଛନ୍ତି, ‘ପଞ୍ଜାବରେ ଏଏପି ସରକାର ଗଠନ କରିବାକୁ ଯାଉଛି। ଉତ୍ତରପ୍ରଦେଶ ଏବଂ ଗୋଆରେ ମଧ୍ୟ ଦଳ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଆସିଲା ଖୁସି ଖବର: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ବଢୁଛି ,ମୃତ୍ୟୁ ହାର କମୁଛି

ନୂଆଦିଲ୍ଲୀ, ୧୧।୮: ଭାରତରେ କରୋନା ମହାମାରୀ ସଙ୍କଟ ହାରିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୭୦ ପ୍ରତିଶତ ପାଖାପାଖି ରହିଛି। ଏହା...

‘ଜୟ ଶ୍ରୀରାମ’ ନ କହିବାରୁ ମୁସଲମାନ ଯୁବକଙ୍କୁ ପିଟିିଲେ

ଗୁଡଗାଁଓ, ୨୭।୫: ଦିଲ୍ଲୀର ଗୁଡଗାଁଓରେ ଘଟିଛି ଏକ ଅଭାବନୀୟ ଘଟଣା। ‘ଜୟ ଶ୍ରୀରାମ’ ନ କହିବାରୁ ଜଣେ ମୁସଲମାନ ଯୁବକଙ୍କୁ ପିଟିବା ସହ ତାଙ୍କ ଟୋପି...

ଆନ୍ଧ୍ରରେ ଓ୍ବାଇଏସ୍‌ଆରସିପି ସରକାର: ୩୦ରେ ଶପଥ ନେବେ ଜଗନମୋହନ

ଅମରାବତୀ,୨୩ା୫: ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଓ୍ବାଇଏସ୍‌ଆର୍‌ ଜଗନମୋହନ ରେଡ୍ଡୀଙ୍କ ଦଳ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିବାକୁ ଯାଉଛି। ଜଗନମୋହନ ଆସନ୍ତା...

ଦେଶର ନୂତନ ସଂସଦ ଭବନ ଗୋଲାକାର ନୁହେଁ ବରଂ ନିର୍ମାଣ ହେବ ତ୍ରିଭୁଜ ଆକାରର, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଆମ ଦେଶର ନୂତନ ସଂସଦ ଭବନର ପ୍ରାରମ୍ଭିକ ଫଟୋ ପ୍ରକାଶ ପାଇଛି। ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ନୂତନ...

ଚାରିଦିନ ପାଇଁ ଏନ୍‌ସିବି ହେପାଜତକୁ ଗଲେ ରିଆଙ୍କ ଭାଇ

ମୁମ୍ବାଇ,୫।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ବେଳକୁ ବେଳ ଭିନ୍ନ ମୋଡ ନେଉଛି। ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ...

ଇସ୍ତଫା ଦେଇ ପାରନ୍ତି ୟେଦୁରପ୍ପା

ନୂଆଦିଲ୍ଲୀ,୧୭ ।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁ...

ରାଜସ୍ଥାନ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ବ ତୀବ୍ର

ଜୟପୁର/ନୂଆଦିଲ୍ଲୀ, ୧୪।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ କଂଗ୍ରେସ ନେତା ସଚିନ ପାଇଲଟଙ୍କ ବିଦ୍ରୋହର ପ୍ରାୟ ବର୍ଷେ ପରେ ପୁଣିଥରେ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ତୀବ୍ର...

‘ହାୱଡାରେ ରାମନବମୀରେ ହୋଇଥିବା ହିଂସା ପଛରେ ହିନ୍ଦୁ ନୁହେଁ ବରଂ…,’ ମମତା ବାନାର୍ଜୀ

କୋଲକାତା,୩୧ ।୩: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ରାମନବମୀରେ ହାୱଡାରେ ହୋଇଥିବା ହିଂସାକୁ ନେଇ...

Advertisement
Archives

Model This Week