୪ ବର୍ଷରେ ୫୯ ଲକ୍ଷ ଟଙ୍କା ବଢିଛି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସମ୍ପତ୍ତି, ନିଜ ନାଁରେ ନାହିଁ କୌଣସି ଗାଡି କି ଜମି
ଲକ୍ଷ୍ନୌ,୪ ।୨: ଗୋରଖପୁର ସହର ବିଧାନସଭା ଆସନରୁ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥି ଭାବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତେବେ ଯୋଗୀ ଆଦିତ୍ୟନାଥ ତାଙ୍କର ଯେଉଁ ସମ୍ପତ୍ତି ତାଲିକା ଦେଇଛନ୍ତି ଏଥିରେ…
ପଞ୍ଜାବ, ଉତ୍ତରାଖଣ୍ଡ ପରେ ଗୋଆରେ ଦେଲେ ମାଗଣା ପ୍ରତିଶ୍ରୁତି
ପାଣାଜୀ,୪।୨: ଆମ ଆଦମୀ ପାର୍ଟି (ଆପ୍) ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୂର୍ବରୁ ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ବିଭିନ୍ନ ମାଗଣା ଯୋଜନା ଘୋଷଣା କରିସାରିଛି। ଏପରି ସ୍ଥିତିରେ ଆମ୍ ଆଦବୀ ପାର୍ଟି ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର…
‘ୟୁପିରେ ଭାଜପା ୨୦୧୨ ସ୍ଥିତିକୁ ଖସିବ’
ଲକ୍ଷ୍ନୌ,୪।୨: ଉତ୍ତରପ୍ରଦେଶରେ ଭାଜପାର ଅବସ୍ଥା ୨୦୧୨ ନିର୍ବାଚନ ଭଳି ହେବ। ସେଥର ଭାଜପାକୁ ମାତ୍ର ୪୭ ଆସନ ମିଳିଥିଲା। ସେହିଭଳି ଏଥର ମଧ୍ୟ ଭାଜପା ୫୦ ଆସନ ମଧ୍ୟରେ ସୀମିତ ରହିବ। କାରଣ ଏବେ ରାଜ୍ୟରେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ମେଣ୍ଟ…
ଦିଲ୍ଲୀରେ ଖୋଲିବ ସ୍କୁଲ, କଲେଜ
ନୂଆଦିଲ୍ଲୀ,୪।୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସ୍କୁଲ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନ, ଜିମ୍ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାରଠାରୁ ନୂଆ ଗାଇଡ୍ଲାଇନ ଅନୁଯାୟୀ ସ୍କୁଲ, କଲେଜ ଖୋଲିବ ବୋଲି ଦିଲ୍ଲୀ ସରକାର ପକ୍ଷରୁ ଶୁକ୍ରବାର…
କାରରେ ଏକା ଥିଲେ ମାସ୍କ ପିନ୍ଧିବା ଦରକାର ନାହିଁ
ନୂଆଦିଲ୍ଲୀ,୪।୨: ରାଜଧାନୀରେ ଏକା କାର ଚଳାଉଥିବା ଲୋକଙ୍କୁ ଆଉ ମାସ୍କ ପିନ୍ଧିବା ଦରକାର ନାହିଁ। ଏ ନେଇ ଜାତୀୟ ରାଜଧାନୀର ବିପର୍ଯ୍ୟୟ ନିୟନ୍ତ୍ରଣ ଅଧିକାରୀ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। “କାର ଚଳାଉଥିବା ବେଳେ ମାସ୍କ ପିନ୍ଧିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଥିଲେ।…
ଗୋରଖପୁରରୁ ନାମାଙ୍କନ ପତ୍ର ଦାଖଲ କଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ,୪।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ରାଜ୍ୟର ଗୋରଖପୁର ବିଧାନସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ରୁଦ୍ରାଭିଷେକ କରିଥିଲେ। ସିଏମ ଯୋଗୀ ଆଦିତ୍ୟନାଥଙ୍କ ନାମାଙ୍କନ ପତ୍ର ଦାଖଲବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…
ଇସାରାରେ ଚାଲୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ହାଇକମାଣ୍ଡ: ସିଦ୍ଧୁ
ଅମୃତସର,୪।୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଫେବୃଆରୀ ୬ରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ। ଏଥିପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନି ଏବଂ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଦ୍ଧୁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି। ତେବେ ଏହା ପୂର୍ବରୁ ସିଦ୍ଧୁ…
ଚିନ୍ତା ବଢାଉଛି କେରଳ, ମିଜୋରାମ
ଥିରୁବନନ୍ତପୁରମ୍,୪।୨: ଦେଶର ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର ସହ ୩୪ଟି ରାଜ୍ୟ ସହ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ସଂକ୍ରମଣ କମୁଥିବା ବେଳେ କେରଳ ଓ ମିଜୋରାମରେ ନୂଆ ମାମଲା ବଢ଼ିବାରେ ଲାଗିଛି। କେରଳରେ ସକ୍ରିୟ ମାମଲା ସଂଖ୍ୟା ୫୦ହଜାରରୁ ଅଧିକ ରହିଛି।…
ଆକ୍ରମଣ ପରେ ଓଓ୍ବାଇସିଙ୍କ ସୁରକ୍ଷା ବଢିଲା
ନୂଆଦିଲ୍ଲୀ,୪।୨: ହାଇଦ୍ରାବାଦ ଏମ୍ପି ତଥା ଏଆଇଏମଆଇଏ ସୁପ୍ରିମୋ ଅସଦୁଦ୍ଦିନ ଓଓ୍ବାଇସିଙ୍କ ଉପରକୁ ଆକ୍ରମଣ ପ୍ରରେ ତାଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ତାଙ୍କୁ ତୁରନ୍ତ ଜେଡ୍ ବର୍ଗର ସୁରକ୍ଷା ଦିଆଯାଇଥିବା ସୂଚନା ମିଳିଛି। ଗୁରୁବାର ସେ ଉତ୍ତର ପ୍ରଦେଶରୁ ନିର୍ବାାଚନ ରାଲି ସାରି…
ପିଏମ୍ଏଓ୍ବାଇରେ ୬ ଲକ୍ଷ ପରିବାରକୁ ସାମିଲ କରିବାକୁ ବିଜେଡିର ଦାବି
ନୂଆଦିଲ୍ଲୀ,୪।୨: ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏଓ୍ବାଇ) ପୋର୍ଟାଲ ଖୋଲିବା ସହ ରାଜ୍ୟର ୬ ଲକ୍ଷ ଯୋଗ୍ୟ ପରିବାରକୁ ଏଥିରେ ସାମିଲ କରିବା ଲାଗି ରାଜ୍ୟ ସଭାରେ ବିଜେଡି ପକ୍ଷରୁ ଦାବି କରାଯାଇଛି। ଶୂନ୍ୟ କାଳରେ ବିଜେଡି ଏମ୍ପି ସସ୍ମିତ…
ନିଟ୍ ପିଜି ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ,୪।୨: ନିଟ୍ ପିଜି ପରୀକ୍ଷାକୁ ନେଇ ସରକାର ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନିଟ୍ ପିଜି ୨୦୨୨ର ପରୀକ୍ଷା ସ୍ଥଗିତ ରଖାଯାଇଛି। ପରୀକ୍ଷାକୁ ୬ରୁ ୮ ସପ୍ତାହ ସ୍ଥଗିତ ରଖାଯାଇଛି। ଖୁବ୍ଶୀଘ୍ର…
ରାଜଧାନୀରେ ଉଠିପାରେ କୋଭିଡ୍ କଟକଣା
ନୂଆଦିଲ୍ଳୀ,୪।୨: ରାଜଧାନୀରେ କୋଭିଡ୍ ସ୍ଥିତି ଧିରେ ଧିରେ କମୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାତ୍ରି କର୍ଫ୍ୟୁ ଏବଂ ସ୍କୁଲ ଖୋଲିବା ନେଇ ଶୁକ୍ରବାର ଏକ ବୈଠକ ବସିବ। କୋଭିଡ୍ କଟକଣା ଉଠାଯିବ କି ତାହା ଆହୁରି କଡାକଡି କରାଯିବ ସେ…
Archives


