ଜାତୀୟ

ସ୍ତ୍ରୀଙ୍କୁ ଗର୍ଭବତୀ କରାଇବା ପାଇଁ ୧୫ ଦିନ ପାରୋଲ

ଯୋଧପୁର,୧୬।୪: ଗର୍ଭଧାରଣ ଲାଗି ସ୍ତ୍ରୀଙ୍କ ଆବେଦନକ୍ରମେ ରାଜସ୍ଥାନର ଆଜମେର ଜେଲ୍‌ରେ ଆଜୀବନ ସଜା କାଟୁଥିବା ସ୍ବାମୀଙ୍କୁ ଯୋଧପୁର ହାଇକୋର୍ଟ ୧୫ ଦିନିଆ ପାରୋଲରେ ଯିବା ଲାଗି ଅନୁମତି ଦେଇଛନ୍ତି। ସନ୍ତାନ ଜନ୍ମ କରିବା ଅଧିକାର ସାବ୍ୟସ୍ତ କରିବା ଲାଗି ରେଖା ନାମ୍ନୀ…

ଦିଲ୍ଲୀ ମଡେଲର କପି: ୧୨୫ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ଶିମଲା,୧୫।୪: ଚଳିତ ବର୍ଷ ଶେଷ ଆଡ଼କୁ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ହେବା। ଏଥିପାଇଁ ଏବେଠାରୁ ରାଜନୀତି ସରଗରମ ହୋଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଘୋଷଣାମାନ ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜୟରାମ…

ଇସ୍ତଫା ଦେଲେ କର୍ନାଟକ ମନ୍ତ୍ରୀ ଇଶ୍ୱରପ୍ପା

ବେଙ୍ଗାଲୁରୁ,୧୫।୪: କର୍ନାଟକରେ ଠିକାଦାର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା କୁ ନେଇ ବିବାଦରେ ଫସିଥିବା ଭାଜପା ନେତା ତଥା ଗ୍ରାମୀଣ ବିକାଶ ଓ ରାଜ୍ୟମନ୍ତ୍ରୀ କେଏସ୍‌ ଇଶ୍ୱରପ୍ପା କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ମୁଖ୍ୟ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ଭେଟି ଇଶ୍ୱରପ୍ପା ନିଜର ଇସ୍ତଫା…

ଜୁନରେ ଆସିବ ଚର୍ତୃଥ ଲହର: ସତର୍କ କଲା ଆଇଆଇଟି କାନପୁର

ନୂଆଦିଲ୍ଲୀ,୧୫।୪: ଦେଶରେ ପୁଣି ଥରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ଏବେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି। ଗତ ୨ବର୍ଷରୁ ଲଗାତର କୋଭିଡ-୧୯ର ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସୁଛି। ନିକଟରେ କରୋନାର ନୂଆ…

ସରପଞ୍ଚଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୫।୪: ଜମ୍ମୁ-କଶ୍ମୀର ବାରମୁଳାରେ ଆତଙ୍କବାଦୀମାନେ ପୁଣି ଥରେ ସରପଞ୍ଚମାନଙ୍କୁ ଟାର୍ଗେଟ କରୁଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଜଣେ ଭାଜପା ସମର୍ଥକ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ମୃତ ଜଣକ ହେଲେ ମଞ୍ଜୁର ଅହମ୍ମଦ ବାଙ୍ଗରୁ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ବିଦ୍ୟାସାଗର ସୋନକର କିଏ? ଯାହାଙ୍କୁ ନେଇ ୟୁପି ରାଜନୀତିରେ ବଢ଼ୁଛି ଚର୍ଚ୍ଚା…

ଲକ୍ଷ୍ନୌ,୧୫।୪: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଏବଂ ବିଧାନ ପରିଷଦ ନିର୍ବାଚନରେ ଐତିହାସକ ବିଜୟ ହାସଲ କରିଛି ଭାଜପା। ଏବେ ଦଳର ନଜର ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ଉପରେ। ସ୍ବତନ୍ତ୍ରଦେବ ସିଂହ ମନ୍ତ୍ରୀ ହୋଇଯିବା ପରେ ଭାଜପା ବର୍ତ୍ତମାନ…

ଏୟାର ଇଣ୍ଡିଆ କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧୫।୪: ଏୟାର ଇଣ୍ଡିଆର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। କରୋନା ସଙ୍କଟ ସମୟରେ କର୍ମଚାରୀଙ୍କ ବେତନରେ ଦିଆଯାଇଥିବା ରିହାତିକୁ ଆଂଶିକ ଭାବେ ପ୍ରତ୍ୟାହାର କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଦରମାକୁ ଆଂଶିକ ରୂପେ ପୁନଃସ୍ଥାପିତ କରିବାର ଏହି…

ଖର୍ଚ୍ଚ ୩୯.୩ କୋଟି, ହେଲାନି ବିବାଦର ସମାଧାନ

ନୂଆଦିଲ୍ଲୀ,୧୫।୪: ବଂଶଧାରା ନଦୀଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ୨୦୨୧ ଡିସେମ୍ବର ସୁଦ୍ଧା ଏହି ଟ୍ରିବ୍ୟୁନାଲ ବାବଦରେ ୩୯.୩ କୋଟି ଟଙ୍କା…

ହାର୍ଦ୍ଦିକଙ୍କୁ ଖୋଲା ନିମନ୍ତ୍ରଣ: ସମୟ ନଷ୍ଟ ନ କରି ‘ଆପ୍‌’ରେ ଯୋଗ ଦିଅନ୍ତୁ

ଗାନ୍ଧିନଗର,୧୫।୪: ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ। ମିଶନ୍‌ ପଞ୍ଜାବ ପରେ ଏବେ ଏହି ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସଂକ୍ରିୟ ଅଂଶଗ୍ରହଣ କରିବାକୁ ଯାଉଛି। ତେଣୁ ଆପ୍‌ ଲାଗି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା…

ହଂସଖାଲିରେ ଭାଜପାର ପ୍ରତିନିଧି ଦଳ

କୋଲକାତା,୧୫।୪: ପଶ୍ଚିମବଙ୍ଗ ନଦିଆ ଜିଲାର ହଂସଖାଲି ନାବାଳିକା ଗଣବଳାତ୍କାର ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (ସିବିଆଇ) ତଦନ୍ତ ଆରମ୍ଭ କରିଛି। ହେଲେ ଭାଜପାର ଏକ ୫ ଜଣିଆ ପ୍ରତିନିଧି ଦଳ ହଂସଖାଲିରେ ଶୁକ୍ରବାର ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। କିମିଟିରେ ଭାଜପା…

ସମଲିଙ୍ଗୀ ବିବାହ ସ୍ବୀକୃତି ଆବେଦନ ଖାରଜ

ଆଲ୍ଲାହାବାଦ,୧୫।୪: ଉତ୍ତରପ୍ରଦେଶର ଦୁଇ ମହିଳା ସେମାନଙ୍କ ବିବାହକୁ ସ୍ବୀକୃତି ଦେବା ଲାଗି ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହିନ୍ଦୁ ବିବାହ ଆଇନ ସେମାନଙ୍କ ବିବାହକୁ ବିରୋଧ କରି ନ ଥିବା ସେମାନେ ଯୁକ୍ତି ଦର୍ଶାଇଥିଲେ। ତେବେ ହାଇକୋର୍ଟ ସେମାନଙ୍କ ଆବେଦନକୁ ଖାରଜ…

ବିମାନ ଯାତ୍ରୀଙ୍କ ମୋବାଇଲରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୧୫ା୪: ଇଣ୍ଡିଗୋ ବିମାନ ଯାତ୍ରୀଙ୍କ ମୋବାଇଲରେ ନିଆଁ ଲାଗିଯାଇଥିଲା। ଏନେଇ ତୁରନ୍ତ କ୍ରୁ ମେମ୍ବରଙ୍କୁ ସୂଚନା ଦିଆଯାଇଥିଲା। ପରେ କ୍ରୁ ସଦସ୍ୟମାନେ ନିଆଁକୁ ଆୟତ୍ତ କରିଥିଲେ। ଡିଜିସିଏର ବରିଷ୍ଠ ଅଧିକାରୀ କହିଛନ୍ତି, ଏ-୩୨୦ ନିୟୋ ବିମାନ ଭିଟି-ଆଇଜେଭି କିପ୍‌ ବିମାନ ନମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?