‘ଏବେ ବି ନାରୀ ସୁରକ୍ଷା ଅନାଲୋଚିତ ବିଷୟ’
ନୂଆଦିଲ୍ଲୀ, ୧୭।୧୨:ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ୯ ବର୍ଷ ପୂରିଛି। ୨୦୧୨ ଡିସେମ୍ବର ୧୬ ରାତିରେ ଏହି ବୀଭତ୍ସ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଦକ୍ଷିଣ ଦିଲ୍ଲୀରେ ଏକ ଚଳନ୍ତା ବସ୍ରେ ୨୨ ବର୍ଷୀୟ ପାରାମେଡିକ୍ ଛାତ୍ରୀ…
ଅକ୍ସିଜେନ୍, ଚିକିତ୍ସା ଉପକରଣ ପ୍ରସ୍ତୁତ ରଖ
ନୂଆଦିଲ୍ଲୀ, ୧୭।୧୨:କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣ ବଢ଼ିଚାଲିଥିବାରୁ କେନ୍ଦ୍ର ସରକାର ଚିନ୍ତିତ ହୋଇପଡ଼ିଛନ୍ତି। ବୁଧବାର ଦେଶରେ ଆଉ ୧୪ ନୂଆ ମାମଲା ଚିହ୍ନଟ ହୋଇଛି। କର୍ନାଟକରେ ୫, ତେଲଙ୍ଗାନା ଓ ଦିଲ୍ଲୀରେ ୪ ଲେଖାଏଁ ଏବଂ ଗୁଜରାଟରେ ଜଣେ ସଂକ୍ରମିତ…
ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ଆପତ୍ତିଜନକ ଟିପ୍ପଣି ଦେଇଥିବା ୨ଜଣଙ୍କ ବିରୋଧରେ ଏଫ୍ଆଇଆର୍
ଭୋପାଳ,୧୭ ।୧୨: ମଧ୍ୟପ୍ରଦେଶର ରତଲାମରେ ପୋଲିସ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ଆପତ୍ତିଜନକ ଟିପ୍ପଣି କରିଥିବା ୨ ଜଣ ବ୍ୟକ୍ତିଙ୍କ ନାଁରେ ଏଫ୍ଆଇଆର୍ ଦେଇଛି । ଭାରତୀୟ ଦଣ୍ଡ ସଂହିତା ଧାରା ୧୫୩…
ଓମିକ୍ରନ୍ର ଗୋଷ୍ଠୀ ସଂକ୍ରମଣ ହେଲେ ସମସ୍ତଙ୍କର ଜିନୋମ ସିକ୍ୟୁଏନସିଂ ଅସମ୍ଭବ
ନୂଆଦିଲ୍ଲୀ,୧୭ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି ଓମିକ୍ରନ୍ ସଂକ୍ରମଣ । ଏହା ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ, ସ୍ୱାସ୍ଥ୍ୟକର୍ମୀ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଗଲାଣି । ଯଦି ଓମିକ୍ରନ୍ର ଗୋଷ୍ଠୀ ସଂକ୍ରମଣ ହୁଏ ତେବେ…
ବୀର ସେନାଙ୍କ ନାଁରେ ନାମିତ ହେବ ସଡ଼କ, ଅଟ୍ଟାଳିକାର ନାମ
ନୂଆଦିଲ୍ଲୀ,୧୭ ।୧୨: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରତିରକ୍ଷା ସମ୍ପଦା ମହାନିର୍ଦ୍ଦେଶାଳର ୯୬ତମ ସ୍ଥାପନା ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମହାନିର୍ଦ୍ଦେଶାଳୟର ଅଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଆଧୁନିକ ଭାରତର ନିର୍ମାଣ କରିଥିବା…
ନିର୍ଭୟା କାଣ୍ଡକୁ ପୂରିଲା ୯ ବର୍ଷ
ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ୯ ବର୍ଷ ପୂରିଛି। ୨୦୧୨ ଡିସେମ୍ବର ୧୬ ରାତିରେ ଏହି ବୀଭତ୍ସ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଦକ୍ଷିଣ ଦିଲ୍ଲୀରେ ଏକ ଚଳନ୍ତା ବସ୍ରେ ୨୨ ବର୍ଷୀୟ ପାରାମେଡିକ୍ ଛାତ୍ରୀ…
ଚାକିରି ଦାବିରେ ୪ ମାସ ହେଲା ଟାଙ୍କି ଉପରେ ବସିଛନ୍ତି ଯୁବତୀ
ଲକ୍ଷ୍ନୌ, ୧୬ା୧୨: ଚାକରି ନ ମିଳିବାରୁ ଅଭିନବ ଉପାୟରେ ବିକ୍ଷୋଭ ଜାରି ରଖିଛନ୍ତି ଉତ୍ତରପ୍ରଦେଶର ଜଣେ ଯୁବତୀ। ଲକ୍ଷ୍ନୌର ନିଶାନ୍ତଗଞ୍ଜରେ ଥିବା ଶିକ୍ଷା ନିର୍ଦ୍ଦେଶାଳୟ ନିକଟ ପାଣି ଟାଙ୍କି ଉପରେ ଶିଖା ପାଲ୍ (୩୬) ପ୍ରାୟ ୪ ମାସ ହେଲାଣି ବସି…
‘କିଛି ଦିନ ଏକାଠି ରହିବା ଲିଭ୍-ଇନ୍ ରିଲେସନଶିପ୍ ନୁହେଁ’
ଚଣ୍ଡିଗଡ଼, ୧୬ା୧୨: ଯଦି ଦୁଇ ପ୍ରାପ୍ତବୟସ୍କ ଯୁବତୀ ଯୁବକ କିଛି ଦିନ ପାଇଁ ସହମତିରେ ଏକାଠି ରୁହନ୍ତି, ତେବେ ତାହାକୁ ଲିଭ୍-ଇନ୍ ରିଲେସନଶିପ୍ କୁହାଯାଇପାରିବ ନାହିଁ। କେତେ ଦିନ ପର୍ଯ୍ୟନ୍ତ ସେମାନେ ଏକାଠି ରହୁଛନ୍ତି, ଜଣେ ଅନ୍ୟ ଜଣଙ୍କ ପ୍ରତି ଥିବା…
ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ ୟୁପିରେ କାହାରି ମୃତ୍ୟୁ ହୋଇନାହିଁ
ଲକ୍ଷ୍ନୌ,୧୬।୧୨: କୋଭିଡ୍-୧୯ର ଦ୍ୱିତୀୟ ଲହର ବେଳେ ଉତ୍ତରପ୍ରଦେଶ(ୟୁପି)ରେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ହୋଇନାହିଁ। ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର। ରାଜ୍ୟ ସରକାରଙ୍କ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ବିରୋଧୀ। ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ…
ଶୀନା ବୋରା ଜୀବିତ ଦାବି କଲେ ଇନ୍ଦ୍ରାଣୀ
ନୂଆଦିଲ୍ଲୀ,୧୬।୧୨: ବହୁ ଚର୍ଚ୍ଚିତ ଶୀନା ବୋରା ମର୍ଡର ମିଷ୍ଟ୍ରିରେ ଏକ ରୋମାଞ୍ଚକର ମୋଡ଼ ଆସିଛି। ୨୦୧୨ ଏହି ଘଟଣାରେ ଚାଞ୍ଚଲ୍ୟକର କଥା କହିଛନ୍ତି ମୁଖ୍ୟ ଅଭିଯୁକ୍ତ ତଥା ଶୀନାଙ୍କ ମା’ ଇନ୍ଦ୍ରାଣୀ ମୁଖାର୍ଜୀ। ୨୦୧୫ରୁ ଜେଲରେ ବନ୍ଦୀ ଥିବା ପୂର୍ବତନ ମିଡିଆ…
ଜେଜେ ମା’ଙ୍କୁ ମନେ ପକାଇଲେ ରାହୁଲ
ଡେରାଡୁନ,୧୬।୧୨: ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ପରେ ଏବେ କଂଗ୍ରେସ ଏହାର ନିର୍ବାଚନ ପ୍ରଚାର ଉପରେ ଗୁରୁତ୍ୱ ଦେଉଛି। କଂଗ୍ରେସ ନେତା ତଥା ପୂର୍ବତନ ଦଳର ସଭାପତି ରାହୁଲ ଗାନ୍ଧୀ ଗୁରୁବାର ‘ବିଜୟ ସମ୍ମାନ…
୧୦ ଦିନରେ ୪ଥର ୟୁପି ଗସ୍ତ କରିବେ ମୋଦି
ନୂଆଦିଲ୍ଲୀ,୧୬ ।୧୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜାନୌତିକ ଦଳ ଗୁଡିକ ସେହି ଅନୁଯାୟୀ ଆକ୍ଟିଭ ହେଉଥିବା ଦଖାଯାଉଛି । ଗତ କିଛି ଦିନ ହେବ ୟୁପି ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିବି ସକ୍ରିୟ ରହିଛନ୍ତି ।…
Archives


