ଜୁନରେ ଆସିବ ଚର୍ତୃଥ ଲହର: ସତର୍କ କଲା ଆଇଆଇଟି କାନପୁର

ନୂଆଦିଲ୍ଲୀ,୧୫।୪: ଦେଶରେ ପୁଣି ଥରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ଏବେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି। ଗତ ୨ବର୍ଷରୁ ଲଗାତର କୋଭିଡ-୧୯ର ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସୁଛି। ନିକଟରେ କରୋନାର ନୂଆ ଭାରିଆଣ୍ଟ ଏକ୍ସଇ ଭାରତର ୨ଟି ରାଜ୍ୟରେ ଚିହ୍ନଟ କରାଯାଇଛି। ଗୁଜରାଟ ଓ ମହାରାଷ୍ଟ୍ରରେ ପ୍ରଥମ ଏକ୍ସଇ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଆକ୍ରାନ୍ତଙ୍କ ସହଖ୍ୟା ଅନୁସାରେ, ଦେଶରେ ଗତ ୨୪ଘଣ୍ଟାରେ ୯୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ଦେଶରେ ୧୧,୧୯୧ଟି ସକ୍ରିୟ ମାମଲା ରହିଛି। ତେବେ ଲଗାତର କରୋନା ମାମଲା ବୃଦ୍ଧି ପାଉଥିବାରୁ ବିଶେଷଜ୍ଞ ଚତୃର୍ଥ ଲହରର ଆଶଙ୍କା ପ୍ରକଟ କରିଛନ୍ତି। କିଛି ସମୟ ପୂର୍ବରୁ ଆଇଆଇଟି କାନପୁରର ବିଶେଷଜ୍ଞ ଚତୃର୍ଥ ଲହରକୁ ନେଇ ଏକ ରିସର୍ଚ୍ଚ କରିଥିଲେ। ଏହି ତଥ୍ୟ ଅନୁସାରେ, ଭାରତରେ କୋଭିଡ-୧୯ ମହାମାରୀର ସମ୍ଭାବ୍ୟ ଚତୃର୍ଥ ଲହର ପ୍ରାୟ ଜୁନ ୨୨ରୁ ଆରମ୍ଭ ହେବ। ଅଗଷ୍ଟରେ ଏହା ପିକ୍‌କୁ ଯାଇପାରେ। ରିପୋର୍ଟ ଅନୁସାରେ ଏହି ସମ୍ଭାବ୍ୟ ଲହର ୪ମାସ ଯାଏଁ ରହିବ ବୋଲି ଆଇଆଇଟି କାନପୁରର ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାର ଦିଲ୍ଲୀରେ ହେବ ରାଜୁଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ,୨୧।୯: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବୁଧବାର ପରଲୋକ ଘଟିଛି। ସବୁବେଳେ ହସାଉଥିବା ବ୍ୟକ୍ତି ଆଜି ସମସ୍ତଙ୍କୁ କନ୍ଦାଇ ନିଜେ ଚିରନିଦ୍ରାରେ। ଦିଲ୍ଲୀ ଏମ୍ସ...

ବିବାହ ନ କଲେ ଆଣିବି ମିଥ୍ୟା ବଳାତ୍କାର ଅଭିଯୋଗ, ଧମକ ଦେଲେ ଯୁବତୀ

ଲକ୍ଷ୍ନୌ,୨।୮: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ତାଙ୍କଠାରୁ ୧୦ ବର୍ଷ ସାନ ଯୁବକଙ୍କୁ ବିବାହ ପାଇଁ ଧମକ ଦେଇଥିବା ଥାନାରେ ଅଭିଯୋଗ...

ହିଜାବ ନୁହେଁ, ପରୀକ୍ଷାକୁ ଗୁରୁତ୍ୱ ଦେଉଛି ବେଙ୍ଗାଲୁରୁ ସ୍କୁଲ

ବେଙ୍ଗାଲୁରୁ,୧।୩: କର୍ନାଟକ ସ୍କୁଲଗୁଡ଼ିକରେ ବାର୍ଷିକ ପରୀକ୍ଷା ଚାଲିଛି। ବିଭିନ୍ନ ଜିଲାରେ ହିଜାବ ପରିଧାନ କରିଥିବା ଅନେକ ଛାତ୍ରୀଛାତ୍ର ପରୀକ୍ଷା ଦେଇ ପାରି ନ ଥିବା ବେଳେ...

କଂଗ୍ରେସରେ ଇସ୍ତଫାର ସୁଅ

ନୂଆଦିଲ୍ଲୀ,୨୯ା୬(ପି.ଟି.): କଂଗ୍ରେସ ଏମ୍‌ପି ବିବେକ ତନ୍‌ଖା ଦଳର ଆଇନ ଓ ମାନବାଧିକାର ସେଲ୍‌ ମୁଖ୍ୟ ପଦରୁ ଇସ୍ତଫା ଦେବା ପରେ ସାଧାରଣ ସମ୍ପାଦକ ଦୀପକ ବାବରିଆ...

ଭାରତର ପ୍ରଥମ ଓସ୍କାର ବିଜେତାଙ୍କ ପରଲୋକ

ମୁମ୍ବାଇ, ୧୫।୧୦: କଷ୍ଟ୍ୟୁମ ଡିଜାଇନର୍‌ ତଥା ଭାରତର ପ୍ରଥମ ଓସ୍କାର ବିଜୟିନୀ ଭାନୁ ଅଥେୟାଙ୍କ ଗୁରୁବାର ପରଲୋକ ଘଟିଛି। ୯୧ ବର୍ଷୀୟ ଭାନୁ ଦୀର୍ଘ ଦିନ...

ଆଜି ଇସ୍ତଫା ଦେଇପାରନ୍ତି ଚନ୍ନି

ଅମୃତସର,୧୦।୩: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ ସିଂହ ଚନ୍ନି ଇସ୍ତଫା ଦେଇପାରନ୍ତି। ଗୋଟିଏ ପଟେ ଗୁରୁବାର ଭୋଟ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଚନ୍ନି ଇସ୍ତଫା...

ରେକର୍ଡ କଲା ଭାରତ, ୭୫ ପ୍ରତିଶତ ବୟସ୍କଙ୍କ ଟିକାକରଣ…

ନୂଆଦିଲ୍ଲୀ, ୩୦।୧ : ଭାରତ ପୁଣି ନୂଆ ରେକର୍ଡ କରିଛି। ସାର୍ବଜନୀକ ଟିକାକରଣ ଅଭିଯାନରେ ଦେଶର ୭୫ ପ୍ରତିଶତ ବୟସ୍କଙ୍କୁ ଟିକା ପ୍ରଦାନ କରାଯାଇଛି। ଏନେଇ...

ଗୋଆରେ ରାମରାଜ୍ୟ, ୫ ବର୍ଷରେ ଶୂନ ଦୁର୍ନୀତି ମାମଲା…

ପଣଜୀ,୩।୧୧ : ଗୋଆ ସିବିଆଇ ସମ୍ମୁଖରେ ଏକ ନିଆରା ଉଦାହରଣ ସୃଷ୍ଟି ହୋଇଛି। ରାଜ୍ୟ ଏବେ ରାମରାଜ୍ୟରେ ପରିଣତ ହୋଇଛି। ଗତ ୫ ବର୍ଷ ମଧ୍ୟରେ...

Advertisement
Archives

Model This Week