ଜାତୀୟ

ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଲେ ଚାଷୀ

ନୂଆଦିଲ୍ଲୀ,୧।୨: ଯଦି କେନ୍ଦ୍ର ସରକାର ତୁରନ୍ତ ପ୍ରତିଶ୍ରୁତି ପୂରଣ ନ କରନ୍ତି, ତେବେ ଚାଷୀଙ୍କ ପାଖରେ ଆଉ କୌଣସି ବିକଳ୍ପ ରହିବ ନାହିଁ। ଫଳରେ ସେମାନେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ ସ୍ମାରକୀରେ ଏଭଳି ଚେତାବନୀ…

ଅମୃତ ମହୋତ୍ସବ ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ, ଆୟକର ସୀମା ଅପରିବର୍ତ୍ତିତ…

ନୂଆଦିଲ୍ଲୀ, ୧।୨ : ବଜେଟରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ। ଆୟକର ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହାର ସ୍ଲାବ୍‌ ପୂର୍ବ ପରି ରହିଛି। ସ୍ବାଧୀନତାର ଅମୃତ ମହୋତ୍ସବ ବଜେଟ୍‌ ନେଇ ସାଧାରଣ ଲୋକ ନିରାଶ ହୋଇଛନ୍ତି। କର୍ପୋରେଟ…

ଘର ବାହାରେ ଖେଳୁଥିବା ୪ ବର୍ଷୀୟା ଝିଅକୁ ବଳାତ୍କାର

ଚେନ୍ନାଇ,୧।୨: ତାମିଲନାଡୁର ଟୁଟିକରିନ ଜିଲାରୁ ଜଣେ ୪ ବର୍ଷୀୟା ଝିଅକୁ ବଳାତ୍କାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ସମ୍ପୃକ୍ତ ୧୪ ବର୍ଷୀୟ ନାବାଳକଙ୍କୁ ଥାନାରେ ଅଟକ ରଖାଯାଇଛି। ଅଭିଯୁକ୍ତ ଜଣଙ୍କ ନବମ ଶ୍ରେଣୀର ଛାତ୍ର। ଘର ଆଗରେ ପୀଡ଼ିତା…

ହୀରା ଅଳଙ୍କାର-ଚାଷ ଉପକରଣ-ପୋଷାକ-ଚମଡ଼ା ସାମଗ୍ରୀ ଶସ୍ତା, କ୍ରିପ୍ଟୋକ୍ୟୁରେନ୍ସିରୁ ଆୟ ୩୦ ପ୍ରତିଶତ…

ନୂଆଦିଲ୍ଲୀ, ୧।୨ : ବଜେଟରେ ବିଦେଶରୁ ଆସୁଥିବା ଯନ୍ତ୍ରପାତି ଶସ୍ତା ହେବ ଏବଂ ଚାଷ ଉପକରଣ ମଧ୍ୟ ଶସ୍ତା ହେବ। ପୋଷାକ ଏବଂ ଚମଡ଼ା ସାମଗ୍ରୀ ଶସ୍ତା ହେବ। ହୀରା ଅଳଙ୍କାର ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି ଏବଂ ଛତା…

ଏକ ରାଷ୍ଟ୍ର-ଏକ ପଞ୍ଜିକରଣ, ୮ ରୋପ୍‌ ଓ୍ବେ,ଆରବିଆଇରେ ଡିଜିଟାଲ କରେନ୍ସି ବ୍ଲକ୍‌ ଚେନ୍‌, ମହିଳାଙ୍କ ପାଇଁ ପୋଷଣ-୨.୦…

ନୂଆଦିଲ୍ଲୀ, ୧।୨ : ଦେଶରେ ଏକ ରାଷ୍ଟ୍ର, ଏକ ପଞ୍ଜିକରଣ ନୀତି ପ୍ରଣୟନ କରାଯିବ। ରାଜ୍ୟମାନଙ୍କୁ ୧ ଲକ୍ଷ କୋଟି ଟଙ୍କା ଦିଆଯିବ। ମହିଳାମାନଙ୍କ ପାଇଁ ପୋଷଣ ୨.୦ ଯୋଜନା ଆରମ୍ଭ ହେବ। ୬୦ କିଲୋମିଟର ଲମ୍ବା ଆଠଟି ରୋପୱେ ନିର୍ମାଣ…

ସୌର ବିଦ୍ୟୁତ୍‌କୁ ପ୍ରୋତ୍ସାହନ, ପ୍ରତିରକ୍ଷା ଅନୁସନ୍ଧାନକୁ ୨୫ ପ୍ରତିଶତ, ୩ କୋଟି ପରିବାରଙ୍କୁ ପାନୀୟ ଜଳ, ୨ ଲକ୍ଷ ଅଙ୍ଗନୱାଡି ଅପଗ୍ରେଡ…

ନୂଆଦିଲ୍ଲୀ, ୧।୨ : ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସୌର ବିଦ୍ୟୁତ୍‌ ଉତ୍ପାଦନ ପାଇଁ ୧୯,୫୦୦ କୋଟି ଟଙ୍କା ଆବଣ୍ଟନ ବୃଦ୍ଧି କରାଯାଇଛି ଏବଂ ଦେଶରେ ବୈଦ୍ୟୁତିକ ଯାନ ପାଇଁ ନୂତନ ଚାର୍ଜିଂ ଷ୍ଟେସନ ସ୍ଥାପନ…

‘ନ୍ୟାୟ ନୁହେଁ, ମୁଁ ଚାହେଁ ମୋ ଝିଅ ଘରକୁ ଚାଲି ଆସୁ’

ନୂଆଦିଲ୍ଲୀ,୧।୨: ଜଣେ ୨୦ ବର୍ଷୀୟା ମହିଳାଙ୍କୁ ଅପହରଣ, ବଳାତ୍କାର ପରେ ମାଡ଼ ମରାଯିବା ସହ ପରେଡ୍‌ କରାଇଥିଲେ ପଡ଼ୋଶୀମାନେ। ୩ ବର୍ଷୀୟ ଛୁଆର ମା’ ଏବଂ ତାଙ୍କ ପରିବାର ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଛୁଆର ଦାୟିତ୍ୱ ନେବା ପାଇଁ…

ଗରିବଙ୍କ ପାଇଁ ୮୦ ଲକ୍ଷ ନୂଆ ଘର,ଚଳିତ ବର୍ଷରୁ ଚିପ୍‌ ପାସପୋର୍ଟ, ୧୦୦ ଗତି ଶକ୍ତି କାର୍ଗୋ…

ନୂଆଦିଲ୍ଲୀ, ୧।୨ : ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୨୦୨୨-୨୩ ବର୍ଷରେ ଗରିବଙ୍କ ପାଇଁ ୮୦ଲକ୍ଷ ନୂଆ ଘର ନିର୍ମାଣ ହେବ। ଏଥି ପାଇଁ ୪୮,୦୦୦ କୋଟି ଟଙ୍କା ଆବଣ୍ଟନ କରାଯିବ। ସହରାଞ୍ଚଳରେ ନୂତନ ଘର…

୫ ବଡ଼ ନଦୀକୁ ସଂଯୋଗ ଯୋଜନା, ୨୫ ହଜାର କିଲୋମିଟର ରାଜପଥର ବିକାଶ, ୬୦ ଲକ୍ଷ ନୂଆ ଚାକିରି…

ନୂଆଦିଲ୍ଲୀ, ୧।୨ : ଆଗାମୀ ବର୍ଷରେ ୨୫ ହଜାର କିଲୋମିଟର ରାଜପଥର ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆଗାମୀ ୩ ବର୍ଷରେ ୪୦୦ ନୂତନ ବନ୍ଦେ ଭାରତ ଟ୍ରେନ ଆରମ୍ଭ ହେବ। ଦେଶରେ ୬୦ ଲକ୍ଷ ନୂତନ…

ଅଖିଳେଶଙ୍କ ସାମ୍ନାରେ କେନ୍ଦ୍ର ମନ୍ତ୍ରୀଙ୍କୁ ଛିଡ଼ା କଲା ଭାଜପା

ନୂଆଦିଲ୍ଲୀ,୧।୨: ବିଧାନସଭା ନିର୍ବାଚନରେ ପଦାର୍ପଣ କରିବାକୁ ଯାଉଥିବା ଅଖିଳେଶ ଯାଦବଙ୍କ ଚିରପ୍ରତିଦ୍ୱନ୍ଦ୍ୱୀ ହେବାକୁ ଯାଉଛନ୍ତି କେନ୍ଦ୍ର ମନ୍ତ୍ରୀ ଏସ୍‌ପି ସିଂ ବଘେଲ। ଭାଜପା ପ୍ରାର୍ଥୀ କେନ୍ଦ୍ର ମନ୍ତ୍ରୀ ଏକଦା ସମାଜବାଦୀ ପାର୍ଟି ନେତାଙ୍କ ବାପା ମୁଲାୟମ ସିଂ ଯାଦବଙ୍କ ଘନିଷ୍ଠ ଥିଲେ।…

୨୦୨୨ ବଜେଟ୍‌,୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌…

ନୂଆଦିଲ୍ଲୀ, ୧।୨ : ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଭାରତ ଅନ୍ୟତମ। ୨୦୨୨ ବଜେଟରେ ଆଗାମୀ ୨୫ ବର୍ଷ ପାଇଁ ଏକ ବ୍ଲୁ ପ୍ରିଣ୍ଟ ଉପସ୍ଥାପିତ ହୋଇଛି। ଦେଶର…

ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ, ୮ ଦିନରେ ୬,୩୯୨ ଜୀବନ ନେଲାଣି କରୋନା…

ନୂଆଦିଲ୍ଲୀ, ୧।୨ : ଜାନୁୟାରୀ ୨୫ଠାରୁ ଦେଶରେ କରୋନା ଆକ୍ରାନ୍ତଙ୍କ ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୮ ଦିନରେ କରୋନା ମହାମାରୀ ୬,୩୯୨ ଜୀବନ ନେଲାଣି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅନୁଯାୟୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri