Posted inଜାତୀୟ

ଦିନକରେ ସଂକ୍ରମଣ ୯୦% ବୃଦ୍ଧି

ନୂଆଦିଲ୍ଲୀ,୧୯।୪: ଭାରତରେ କୋଭିଡ୍‌ ସଂକ୍ରମଣ ଗୋଟିଏ ଦିନରେ ୯୦ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ମହାମାରୀର ଚତୁର୍ଥ ଲହର ଆସିବା ନେଇ ଆଶଙ୍କା ଦେଖାଯାଇଛି। ୨୪ ଘଣ୍ଟା ମଧ୍ୟରେ ୨,୧୮୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବ ଦିନ ତୁଳନାରେ ୮୯.୮ ପ୍ରତିଶତ ଅଧିକ। ରବିବାର ୧,୧୫୦ ଜଣ ସଂକ୍ରମିତ ହୋଇଥିଲେ। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୨୧୪ ଜଣଙ୍କ ଜୀବନ ଯାଇଛି। ଦେଶରେ ହଠାତ୍‌ ସଂକ୍ରମଣ ବଢ଼ିବାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ରବିବାର ଦେଶରେ ଦୈନିକ ପଜିଟିଭିଟି ହାର୍‌ ୦.୩୧ ପ୍ରତିଶତ ଥିବାବେଳେ ସୋମବାର ତାହା ୦.୮୩ ପ୍ରତିଶତକୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରୁ ମୁକୁଳିବା ପରେ ପୋଲିସଙ୍କୁ ମିଠା ବାଣ୍ଟିଲେ ଭାଜପା ବିଧାୟକ

ଇନ୍ଦୋର,୩୦।୬: ଭାଜପା ବିଧାୟକ ଆକାଶ ବିଜୟଭର୍ଗିୟ ରବିବାର ଜେଲରୁ ମୁକୁଳିଛନ୍ତି। ଏହାପରେ ତାଙ୍କୁ କର୍ମୀମାନେ ଫୁଲମାଳ ଦେଇ ପାଛୋଟି ନେଇଯାଇଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି...

ମହାରାଷ୍ଟ୍ରରେ ୩ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ମୁମ୍ବାଇ,୧୬।୪: ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପୂର୍ବଦିନ ଅପେକ୍ଷା ଏହା ସାମନ୍ୟ କମ ବୋଲି କୁହାଯାଉଛି।...

ହାଥରସ୍‌ ମାମଲା: ଦୋଷୀଙ୍କ ପ୍ରତି କଡ଼ା ଦଣ୍ଡବିଧାନ ପାଇଁ କହିଲେ ମୋଦି

ନୂଆଦିଲ୍ଲୀ, ୩୦।୯: ଉତ୍ତରପ୍ରଦେଶ ହାଥରସ୍‌ ଚନ୍ଦପାରେ ଘଟିଥିବା ଜଣେ ବାଳିକାଙ୍କ ଗଣ ବଳାତ୍କାର ମାମଲାରେ ଦୋଷୀଙ୍କ ପ୍ରତି କଡ଼ା ଦଣ୍ଡବିଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ମହଙ୍ଗା ମାଡ: ପୁଣି ବଢିଲା ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୭ ।୫: ପୁଣିଥରେ ରୋଷେଇ ଘରେ ହୋଇଛି ମଡଙ୍ଗା ମାଡ। ଘରୋଇ ଏଲପିଜି ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ହୋଇଛି। ୧୪.୨ କିଲୋ ଘରୋଇ...

ଚା’ ବିକାଳି ନେଇଛନ୍ତି ୫୦ କୋଟି ଟଙ୍କା ଋଣ!

କୁରୁକ୍ଷେତ୍ର, ୨୩।୭: ହରିୟାଣାର କୁରୁକ୍ଷେତ୍ରରେ ଜଣେ ଚା’ ବିକ୍ରେତା ବ୍ୟାଙ୍କରୁ ୫୦ କୋଟି ଟଙ୍କା ଋଣ ନେଇଛନ୍ତି। ଏକଥା ସତ ହୋଇ ନ ଥିଲେ ମଧ୍ୟ...

୬ ବର୍ଷ ପୂର୍ବରୁ ସ୍କୁଲରେ ହେବନାହିଁ ପିଲାଙ୍କ ନାମ ଲେଖା

ନୂଆଦିଲ୍ଲୀ,୨୨।୨: ନୂତନ ଶିକ୍ଷା ନୀତି ଅନୁଯାୟୀ ଦେଶର ଶିକ୍ଷା ନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟୁଛି। ଏହା ଅଧୀନରେ ବୁଧବାର ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ...

ଆଜିଠାରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ: ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

୨ ଆତଙ୍କବାଦୀଙ୍କ ଆତ୍ମ ସମର୍ପଣ

ଶ୍ରୀନଗର, ୩୦।୧: ଜମ୍ମୁ-କଶ୍ମୀରରେ ୨ ଆତଙ୍କବାଦୀ ମିଳିତ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ଜଣେ ଆହତ ଆତଙ୍କବାଦୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

Advertisement
Archives

Model This Week