Posted inଜାତୀୟ

ତ୍ରିପୁରାରେ ସ୍ୱାଇନ ଫ୍ଲୁ: ଘୁଷୁରିଙ୍କୁ ମାରିବାକୁ ଦିଆଗଲା ନିର୍ଦ୍ଦେଶ

ଅଗରତାଲା,୧୯ ।୪: ଦେଶର ପୂର୍ବ ଭାଗରେ ଥିବା ରାଜ୍ୟ ମିଜୋରାମରେ ସ୍ୱାଇନ ଫ୍ଲୁ ବ୍ୟାପିବା ପରେ ଏବେ ଏହା ତ୍ରିପୁରାରେ ପହଞ୍ଚିଲାଣି । ତ୍ରିପୁରାର ସୋପାହିଜାଲା ଜିଲା ଅନ୍ତର୍ଗତ ଦେବୀପୁରରେ ପ୍ରାଣୀ ସଂଶାଧନ ବିକାଶ ବିଭାଗ(ଏଆର୍‌ଡିଡି) ଦ୍ୱାରା ସଂଚାଳିତ ସରକାରୀ ପ୍ରଜନନ ଫାର୍ମରେ ଆଫ୍ରିକାନ୍ ସ୍ୱାଇନ ଫ୍ଲୁ(ଏଏସ୍‌ଏଫ୍‌) ପହଞ୍ଚିଥିବା ଜଣାପଡିଛି । ବିଭାଗର ଶୀର୍ଷ ଅଧିକାରୀ ନାମ ପ୍ରକାଶ ନ କରିବା ସର୍ତ୍ତରେ ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଫାର୍ମରେ ଥିବା ଘୁଷୁରିମାନଙ୍କ ନିକଟରେ ଆଫ୍ରିକାନ ସ୍ୱାଇନ ଫ୍ଲୁର ଲକ୍ଷଣ ଦେଖାଯିବା ପରେ ଜଣାପଡିଛି କି ରୋଗ ପୂର୍ବରୁ ଫାର୍ମରେ ପ୍ରବେଶ କରି ସାରିଛି । ଅଗରତାଲାର ରୋଗ ଯାଞ୍ଚ କେନ୍ଦ୍ରର ବିଶେଷଜ୍ଞଙ୍କ ଏକ ଟିମ ସୋମବାର ଫାର୍ମ ପହଞ୍ଚି ସ୍ଥିତିର ସମୀକ୍ଷା କରିବା ସହ ର‌୍ୟାପିଡ ରେସପନ୍ସ ଟିମର ଗଠନ କରିଛନ୍ତି । ୭ ଏପ୍ରିଲରେ ୩ ନମୁନା ପରୀକ୍ଷା ପାଇଁ ଉତ୍ତର-ପୂର୍ବ କ୍ଷେତ୍ରୀୟ ରୋଗ ନିଦାନ ପ୍ରୟାଗଶାଳା ପଠାଯାଇଥିଲା । ଏହାପରେ ୧୩ ଏପ୍ରିଲରେ ଆସିଥିବା ରିପୋର୍ଟରେ ସବୁ ପଜିଟିଭ ଥିବା ଜଣାପଡିଛି ।
ସରକାର ଏହି ରୋଗାକୁ ରୋକିବା ପାଇଁ ସଂକ୍ରମିତ ଘୁଷୁରୀଙ୍କୁ ମାରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏମାନଙ୍କୁ ପୋତିବାକୁ ୮ ଫୁଟର ଗାତ ଖୋଳିବାକୁ ବି କୁହାଯାଇଛି । ଫଳରେ ରାଜ୍ୟରେ ଏହି ସଂକ୍ରମଣ ଆଉ ବ୍ୟାପି କାରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ମନରେଗା ଶ୍ରମିକ ତାଲିକାରେ ଦୀପିକା ପାଦୁକୋନ!

ଭୋପାଳ,୧୬ ।୧୦: ମଧ୍ୟପ୍ରଦେଶ ଖରଗୋନ ଜିଲାର ଏକ ଗ୍ରାମ ପଞଚାୟତରେ ଫିଲ୍ମ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅନ୍ୟ ଅଭିନେତ୍ରୀଙ୍କ ଫଟୋ ରୋଜଗାର ଗ୍ୟାରେଣ୍ଟି ଜବ...

ରିଆ ଚକ୍ରବର୍ତ୍ତି ଡ୍ରଗ୍ସ ମାମଲା: ମୁମ୍ବାଇ, ଗୋଆ ସମେତ ୭ ସ୍ଥାନରେ ଚଢାଉ

ମୁମ୍ବାଇ,୧୨ ।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା ସହ ଜଡିତ ଥିବା ଡ୍ରଗ୍ସ ମାମଲାକୁ ନେଇ ଯାଞ୍ଚ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)...

ଇସ୍ତଫା ଦେବା ପରେ ରିଲାକ୍ସ ମୁଡ୍‌ରେ ରାହୁଲ: ଦେଖିଲେ ଫିଲ୍ମ ‘ଆର୍ଟିକଲ-୧୫’

ନୂଆଦିଲ୍ଲୀ,୫।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ରାହୁଲ ଗାନ୍ଧୀ ଏବେ ଚର୍ଚ୍ଚାରେ ରହିଛନ୍ତି। ଇସ୍ତଫାକୁ ନେଇ ଲାଗିରହିଥିବା ବିବାଦରୁ ନିଜକୁ ଦୂରେଇ ରଖିବା...

୨ ବର୍ଷ ହେଲା ନାବାଳିକା ଝିଅକୁ ବଳାତ୍କାର କରୁଥିଲେ ବାପା

ଜୟପୁର, ୧୫ା୪- ୧୫ ବର୍ଷୀୟା ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ରାଜସ୍ଥାନର ଜୋଧପୁରରୁ ଗିରଫ କରାଯାଇଛି। କେବଳ ଏତିକି ନୁହେଁ, ଝିଅକୁ...

ଝିଅ-ପୁଅଙ୍କ ସହ ଆଜି ଭାଜପାରେ ସାମିଲ ହେବେ କ୍ୟାପଟେନ, ଏମ୍‌ପି ପତ୍ନୀ ରହିବେ କଂଗ୍ରେସରେ

ଜଳନ୍ଧର,୧୯ ।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ସୋମବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ବିଲିନ ହୋଇଯିବ । କ୍ୟାପଟେନ ଦିଲ୍ଲୀସ୍ଥିତ ଭାଜପା...

ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରୁଛି ଭାଜପା, ଅପରେଶନ ଲୋଟସରେ କିଣା ହୋଇଛନ୍ତି ୨୭୭ ବିଧାୟକ, ଏଏପିର ଅଭିଯୋଗ…

ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀର ମଦ ନୀତିକୁ ନେଇ ଏଏପି ଏବଂ ଭାଜପା ମଧ୍ୟରେ ଆରମ୍ଭ ହୋଇଥିବା ଆରୋପ ପ୍ରତ୍ୟାରୋପ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମ...

ପରସ୍ପର ବୁଝାମଣା ଭିତରେ କଶ୍ମୀର ସମସ୍ୟାର ହେଉ ସମାଧାନ

ନୂଆଦିଲ୍ଲୀ,୧୮।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଭାରତ ବିରୋଧୀ ବୟାନ ଦେଇ ଆସୁଛି। ଆଉ ଭାରତକୁ ଘେରିବାକୁ ଅନ୍ତରାଷ୍ଟ୍ରୀୟ ସହାୟତା ମଧ୍ୟ...

ତିରୁପତି ତିରୁମାଲା ମନ୍ଦିରର ଦୈନିକ ନିର୍ଘଣ୍ଟରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୬।୧୧: ଦକ୍ଷିଣ ଭାରତର ପ୍ରସିଦ୍ଧ ମନ୍ଦିର ତିରୁପତି ତିରୁମାଲାର ଦୈନିକ ନିର୍ଘଣ୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ. ମନା କରିଛନ୍ତି। କୋର୍ଟ କହିଛନ୍ତି ମନ୍ଦିରରେ ଆରତି କିପରି...

Advertisement
Archives

Model This Week