ପ୍ରବାସୀ ସଙ୍କଟ ପାଇଁ କଂଗ୍ରେସ ଦାୟୀ
ନୂଆଦିଲ୍ଲୀ,୭।୨: ପ୍ରଥମ କୋଭିଡ୍-୧୯ ଲହର ବେଳେ ଦେଶରେ ସୃଷ୍ଟି ହୋଇଥିବା ପ୍ରବାସୀ ସଙ୍କଟ ପାଇଁ ବିରୋଧୀ ତଥା କଂଗ୍ରେସକୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। “କଂଗ୍ରେସ ତା’ର ସବୁ ସୀମା ଡେଇଁଛି। ପ୍ରଥମ ଲହର ବେଳେ ଦେଶରେ ଲକ୍ଡାଉନ ଜାରି…
ଜେଡ୍ ସୁରକ୍ଷାକୁ ପୁଣି ଥରେ ମନା କଲେ ଓଓ୍ବାଇସି
ନୂଆଦିଲ୍ଲୀ,୭।୨: ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଗାଡ଼ି ଉପରେ ନିକଟରେ ଗୁଳି ମାଡ଼ କରାଯାଇଥିଲା। ଏଥିଯୋଗୁ ତାଙ୍କୁ ଜେଡ୍ କାଟେଗୋରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। କିନ୍ତୁ ଏହାକୁ ସେ ପ୍ରତ୍ୟାଖ୍ୟାନ କରି…
ଦ୍ୱିତୀୟ କୋଭିଡ୍ ଲହର ବେଳେ ଗଙ୍ଗାରୁ କେତେ ମୃତଦେହ ମିଳିଥିଲା?
ନୂଆଦିଲ୍ଲୀ,୭।୨: ଦ୍ୱିତୀୟ କୋଭିଡ୍ ଲହର ଶୀର୍ଷରେ ଥିବାବେଳେ ଗଙ୍ଗା ନଦୀରେ କେତେ ସଂଖ୍ୟାରେ ମୃତଦେହ ମିଳିଥିଲା? ଏ ସମ୍ପର୍କୀତ କୌଣସି ତଥ୍ୟ ଉପଲବ୍ଧ ନ ଥିବା ରାଜ୍ୟସଭାରେ ସୋମବାର କେନ୍ଦ୍ର ସରକାର କହିଛନ୍ତି। ଗଙ୍ଗ ନଦୀରୁ କେତେ କୋଭିଡ୍-୧୯ ଆକ୍ରାନ୍ତଙ୍କ ମୃତଦେହ…
‘ଗୋଟିଏ ଭୋଟ୍ କିଛି ଫରକ ପକାଇବ ନାହିଁ’
ଲକ୍ଷ୍ନୌ,୭।୨: ଆଗ୍ରାର ଫତେହାବାଦରେ ଜଣେ ଭିନ୍ନକ୍ଷମଙ୍କୁ ଭାଜପାକୁ ଭୋଟ ଦେବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ସେ ଭାଜପା ବଦଳରେ ଅନ୍ୟ ଦଳକୁ ଭୋଟ ଦେବାକୁ ଚାହୁଁଥିଲେ। ମାତ୍ର ପୋଲିଂ ଅଧିକାରୀ ତାହା କରାଇ ଦେଇ ନ ଥିଲେ। ଏ ଘଟଣା…
ଲୋକ ସଭାରେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି, ଓମ ବିରଲା କହିଲେ ଅପୂରଣୀୟ କ୍ଷତି
ନୂଆଦିଲ୍ଲୀ,୭ ।୨: ସଂସଦର ବଜେଟ ଅଧିବେଶନ ସମୟରେ ସୋମବାର ଲୋକ ସଭାରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସଂସଦ ପକ୍ଷରୁ ଲୋକ ସଭା ଅଧ୍ୟକ୍ଷ ଓମ ବିର୍ଲା ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ କହିଥିଲେ, ସ୍ୱରର ମଲିକା ଭାବେ…
ସମ୍ପୂର୍ଣ୍ଣ କୋଭିଡ୍ କଟକଣା ହଟାଇଲା ଏହି ରାଜ୍ୟ
ଗୌହାଟୀ,୭।୨: ଦୀର୍ଘ ଦୁଇ ବର୍ଷ ହେଲା କରୋନା ପାଇଁ ବିଭିନ୍ନ କଟକଣା ଲଗାଯାଉଛି। କେତେକ ରାଜ୍ୟରେ କଟକଣା କୋହଳ କରାଯାଇଛି, ଏହାରି ମଧ୍ୟରେ ପ୍ରଥମ ରାଜ୍ୟ ଭାବେ ଆସାମରୁ ଲାଗୁ ହୋଇଥିବା ସମସ୍ତ କରୋନା କଟକଣା ହଟିବାକୁ ଯାଉଛି। ଗତ ଦୁଇ…
୩୫ କୋଟି ଟଙ୍କାର ହେରୋଇନ୍ ଜବତ
ନୂଆଦିଲ୍ଲୀ,୭।୨: ସୀମାରୁ ଡ୍ରଗ୍ସ ଚୋରା ଚାଲାଣ ବନ୍ଦ ହେବାର ନାଁ ନେଉନାହିଁ। ଚୋରା ଚାଲାଣର ଏକ ପୁରୁଣା ମାମଲାର ଅନୁସନ୍ଧାନ କରିବାକୁ ଆସିଥିବା ପୋଲିସ, ଏସ୍ଓଜି ଏବଂ ବିଏସ୍ଏଫ୍ ଟିମ ଭାରତ-ପାକ ସୀମା ନିକଟରୁ ୧୫ କିଲୋଗ୍ରାମ ହେରୋଇନ ଜବତ କରିଛନ୍ତି।…
ଜିଲା ସଭାପତିଙ୍କୁ ହାତ ଉଠାଇଲେ ସମାଜବାଦୀ ପାର୍ଟି ନେତା: ହସିଲେ ଅଖିଳେଶ
ଲକ୍ଷ୍ନୌ,୭।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହୋଇଛି। ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ମଧ୍ୟ ଜୋରସୋରରେ ଚାଲିଛି। ନିକଟରେ ସମାଜବାଦୀ ପାର୍ଟି(ଏସ୍ପି)ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅପ୍ରୀତିକର ଘଟଣା ଘଟିଥିଲା। ଉତ୍ତର ପ୍ରଦେଶ ବାହ ନିର୍ବାଚନ ମଣ୍ଡଳୀରେ ଆୟୋଜିତ…
ଲତା ମଙ୍ଗେସ୍କରଙ୍କ ସମ୍ମାନର୍ଥେ ହେବ ଡାକ ଷ୍ଟାମ୍ପ ଲଞ୍ଚ୍
ନୂଆଦିଲ୍ଲୀ,୭।୧: ଗାୟକ କିମ୍ବଦନ୍ତୀ ଲତା ମଙ୍ଗେସ୍କରଙ୍କୁ ସମ୍ମାନ ଜଣାଇବା ପାଇଁ କେନ୍ଦ୍ର ଏକ ଡାକ ଷ୍ଟାମ୍ପ ଲଞ୍ଚ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରେଳ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ‘ନାଇଟିଙ୍ଗଲେ ଅଫ ଇଣ୍ଡିଆ’…
ଖସିଲା ବରଫ ଅତଡା: ଫସିଗଲେ ୭ ଜଣ ଯବାନ
ଇଟାନଗର,୭।୨:ଅରୁଣାଚଳ ପ୍ରଦେଶର ଉଚ୍ଚ ପର୍ବତ ମାଳା କାମେଙ୍ଗ ସେକ୍ଟରରେ ବରଫ ଅତଡା ଖସିଛି। ଏଥଯୋଗୁ କାର୍ଯ୍ୟରତ ୭ ଜଣ ଯବାନ ଏହା ମଧ୍ୟରେ ଫସି ଯାଇଛନ୍ତି। କାମେଙ୍ଗ ସେକ୍ଟରରେ ପ୍ୟାଟ୍ରୋଲିଂ ଚାଲୁଥିବା ବେଳେ ଏପରି ଅଘଟଣ ଘଟିଛି। ବରଫ ଅତଡା ତଳେ…
ଭାଜପାରେ ସାମିଲ ହେଲେ ମାହି ଗିଲ, ପୂର୍ବରୁ କଂଗ୍ରେସ ପାଇଁ କରିଥିଲେ ପ୍ରଚାର
ଚଣ୍ଡିଗଡ,୭।୨: ପଞ୍ଜାବର ସମସ୍ତ ୧୧୭ଟି ଆସନ ପାଇଁ ଫେବୃଆରୀ ୨୦ରେ ମତଦାନ ହେବ। ମାର୍ଚ୍ଚ ୧୦ରେ ଭୋଟ ଗଣନା କରାଯିବ। ସେପଟେ ଅଭିନେତ୍ରୀ ମାହି ଗିଲ ଆଜି ଭାଜପାରେ ଯୋଗ ଦେଇଛନ୍ତି । ହିନ୍ଦୀ ଫିଲ୍ମ ବ୍ୟତୀତ ମାହି ପଞ୍ଜାବୀ ଫିଲ୍ମରେ…
ମମତା-ଅଭିଷେକଙ୍କ ମଧ୍ୟରେ ମତଭେଦ
କୋଲକାତା,୭ ।୨: ଗୋଟିଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣ ମୂଳ କଂଗ୍ରେସକୁ ରାଷ୍ଟ୍ରୀୟ ଦଳ କରିବାକୁ ଲାଗି ପଡିଛନ୍ତି । ଏଥିପାଇଁ ସେ ଗୋଆ ଓ ତ୍ରିପୁରା ପର୍ଯ୍ୟନ୍ତ ଦଳର ବିସ୍ତାର ଆରମ୍ଭ କରିଦେଇଛନ୍ତି । ହେଲେ ଅନ୍ୟପଟେ…
Archives


