ଜାତୀୟ

ଆଇସୋଲେଶନରେ ସ୍ତ୍ରୀ, ରାଲିରେ ବ୍ୟସ୍ତ ଅଖିଳେଶ

ନୂଆଦିଲ୍ଲୀ,୨୨।୧୨: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସ୍ତ୍ରୀ ତଥା ପୂର୍ବତନ ଏମ୍‌ପି ଡିମ୍ପଲ ଯାଦବ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଏବେ ଆଇସୋଲେଶନରେ ଥିବା ଟୁଇଟ୍‌ କରି ଜଣାଇଛନ୍ତି। ଏପରିକି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ନିଜକୁ କୋଭିଡ୍‌…

ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୨।୧୨: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ସଂସଦର ଶୀତ ଅଧିବେଶନ। ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାକୁ ସାଏନ୍‌ ଡାଏ ଘୋଷଣା କରାଯାଇଛି। ତେବେ…

କଶ୍ମୀରରେ ୨ ଆତଙ୍କବାଦୀ ଆକ୍ରମଣ; ପୋଲିସ ଅଫିସର ସମେତ ନାଗରିକଙ୍କ ମୃତ୍ୟୁ

ଶ୍ରୀନଗର,୨୨।୧୨: ଜାମ୍ମୁ କାଶ୍ମୀରରେ ବୁଧବାର ଆତଙ୍କବାଦୀଙ୍କ ଦ୍ୱାରା ଦୁଇଟି ପୃଥକ ଆକ୍ରମଣରେ ଜଣେ ପୋଲିସ ଅଫିସର ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲାର ବିଜବେହାରା ଡାକ୍ତରଖାନା ବାହାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୁଳି…

ଓପୋ, ଜିଓମି କମ୍ପାନୀ ଉପରେ ଚଢ଼ାଉ

ନୂଆଦିଲ୍ଲୀ,୨୨।୧୨: ଓପୋ, ଜିଓମି ଓ ଓ୍ବାନ ପ୍ଲସ ଭଳି ଚାଇନିଜ ମୋବାଇଲ ନିର୍ମାତା କମ୍ପାନୀ ଉପରେ ବୁଧବାର ଚଢ଼ାଉ କରିଛି ଆୟକର(ଆଇଟି) ବିଭାଗ। ୫ ରାଜ୍ୟରେ ଥିବା ଚାଇନିଜ ଫୋନ ଫାକ୍ଟ୍ରି ଉପରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଦିଲ୍ଲୀ, ମୁମ୍ବାଇ,…

୧ ହଜାର କେଜି ଯୁଦ୍ଧାସ୍ତ୍ର ସହ ଶତ୍ରୁକୁ ଧ୍ୱଂସ କରିବ ମିସାଇଲ‘ପ୍ରଳୟ’

ନୂଆଦିଲ୍ଲୀ,୨୨।୧୨: ଭୁପୃଷ୍ଠରୁ ଭୁପୂଷ୍ଠକୁ ନିକ୍ଷେପ କରୁଥିବା ସ୍ବଳ୍ପ ଦୂରଗାମୀ ବାଲେଷ୍ଟିକ୍‌ ମିସାଇଲ ‘ପ୍ରଳୟ’ର ବୁଧବାର ସଫଳ ପରୀକ୍ଷଣ କରିଛି ଭାରତ। ଓଡ଼ିଶା ଉପକୂଳସ୍ଥିତ ବାଲେଶ୍ୱରର ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ପୂର୍ବାହ୍ନ ୧୦ଟା ୩୦ରେ ଏହାର ପରୀକ୍ଷଣ…

କରୋନା ଟିକା ନ ନେଇଥିଲେ ଜାନୁୟାରୀ ୧ରୁ ଏସବୁ ମନା

ଚଣ୍ଡିଗଡ,୨୨।୧୨: ହରିୟାଣାରେ କରୋନା ଟିକା ନେଇ ନ ଥିବା ଲୋକଙ୍କ ଉପରେ ଜାନୁଆରୀ ୧ରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଧାନସଭାର ଶୀତକାଳୀନ ଅଧିବେଶନରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍‌ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବିଜ କହିଛନ୍ତି ଯେ, ଯେଉଁ ବ୍ୟକ୍ତି…

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ରାଜନୀତି

ମୁମ୍ବାଇ,୨୨।୧୨: ଗତ ୪୫ ଦିନ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୌଣସି ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହାଁନ୍ତି କିମ୍ବା ଅଫିସକୁ ଆସୁନାହାଁନ୍ତି। ନିକଟରେ ତାଙ୍କର ଏକ ଗଳା ଅପରେଶନ ହୋଇଥିଲା। ଏହାପରେ ସେ ଏବେ ବିଶ୍ରାମ ନେଉଛନ୍ତି। ମହାରାଷ୍ଟ୍ର ଭାଜପା…

ପୁଣି କଂଗ୍ରେସରେ ଗୋଷ୍ଠୀକନ୍ଦଳ

ଡେରାଡୁନ,୨୨।୧୨: ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଚିନ୍ତା ବଢିବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କଂଗ୍ରେସ ସଂଗଠନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ଉତ୍ତରାଖଣ୍ଡ କଂଗ୍ରେସରେ ନେତାଙ୍କ…

ସାଧାରଣ ଭୋଟର ତାଲିକା ଦ୍ୱାରା ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଲକ୍ଷ୍ୟ…

ନୂଆଦିଲ୍ଲୀ, ୨୨।୧୨: ଦେଶରେ ସାଧାରଣ ଭୋଟର ତାଲିକା (କମନ୍‌ ଇଲୋକ୍ଟ୍ରାର ରୋଲ୍‌) ପ୍ରସ୍ତୁତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହା ପ୍ରଧାନମନ୍ତ୍ରୀଙ୍କର ଏକ ଡ୍ରିମ୍‌ ପ୍ରୋଜେକ୍ଟ ବୋଲି ଚର୍ଚ୍ଚା ହେଉଛି। ଏହି ତାଲିକା ପ୍ରସ୍ତୁତି…

ନାବାଳିକାଙ୍କୁ ବିବାହ କରି ଗିରଫ ହେଲେ ୨୭ ବର୍ଷୀୟ ବ୍ୟକ୍ତି

ମୁମ୍ବାଇ,୨୨।୧୨: ମୁମ୍ବାଇରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୨୭ ବର୍ଷୀୟ ବ୍ୟକ୍ତିଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ୧୫ ବର୍ଷୀୟା ଝିଅଙ୍କୁ ବିବାହ କରିବା ସହ ତାଙ୍କୁ ଅନେକ ଥର ବଳାତ୍କାର କରିବା ଅଭିଯୋଗ ହୋଇଛି।…

ଏଣିକି ଅନ୍‌ଲାଇନ୍‌ ଶପିଂ ପାଇଁ ଆଉ ଲୋଡ଼ା ପଡ଼ିବନି ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ,୨୨ା୧୨: ଏଣିକି ଅନ୍‌ଲାଇନ୍‌ ଶପିଂ ପାଇଁ ଆଉ ଲୋଡ଼ା ପଡ଼ିବନି ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ। ଆମାଜନ, ଫ୍ଲିପ୍‌ କାର୍ଡ ଏବଂ ବିଗ୍‌ ବାସ୍କେଟ ଆପଣଙ୍କ ପସନ୍ଦର ଓ୍ବେବ୍‌ସାଇଟ୍‌ରୁ ଶପିଂ କରିବ ହେବ ଅଧିକ ସହଜ ଓ ସୁରକ୍ଷିତ। ରିଜର୍ଭ ବ୍ୟାଙ୍କ…

ଡିମ୍ପଲ ଯାଦବ କରୋନା ପଜିଟିଭ

ଲକ୍ଷ୍ନୌ,୨୨ ।୧୨: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଓ ତାଙ୍କର ଜଣେ ଝିଅ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏମାନେ ଘରେ ନିଜକୁ ଆଇସୋଲେଟ କରି ରଖିଛନ୍ତି । ଦ୍ୱିତୀୟ ଲହରରେ ଅଖିଳେଶ ଯାଦବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri