ଜାତୀୟ

କଂଗ୍ରେସରେ ଯୋଗଦେବେ ପଟିଦାର ନେତା

ଅହମଦାବାଦ,୨୪।୪: ଗୁଜରାଟ ପଟିଦାର ନେତା ନରେଶ ପଟେଲ କଂଗ୍ରେସରେ ଯୋଗଦେଇପାରନ୍ତି। ସେ ଶନିବାର ନୂଆଦିଲ୍ଲୀରେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି ଓ ଖୁବ୍‌ଶୀଘ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ…

ଭାରତ ଆସୁଥିବା ବିଦେଶୀ ନେତା ଏବେ କେବଳ ଗୁଜରାଟ ଯାଉଛନ୍ତି: ପାୱାର

ମୁମ୍ବାଇ,୨୪ ।୪: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସୁପ୍ରିମୋ ଶରଦ ପାୱାର ମହାରାଷ୍ଟ୍ରର କୋହ୍ଲାପୁରରେ ଆୟୋଜିତ ଏକ ସଂକଳ୍ପ ଯାତ୍ରାରେ ସମ୍ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଉପରେ ଖୁବ୍ ବର୍ଷିଛନ୍ତି । ଶରଦ ପାୱାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ…

ପଶ୍ଚିମବଙ୍ଗ ଭାଜପାରେ ବଢ଼ୁଛି ଅନ୍ତର୍ଦ୍ୱନ୍ଦ୍ୱ

କୋଲକାତା,୨୪।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜିତ ହେବାର ବର୍ଷେ ମଧ୍ୟରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ନିର୍ବାଚନରେ ଭାଜପା ଭୋଟ ହାର ହ୍ରାସ ପାଇଚାଲିଛି। ଫଳରେ ଦଳୀୟ ନେତା ଓ କର୍ମୀମାନଙ୍କୁ ଏକାଠି ରଖିବା ପାଇଁ ଭାଜପା ରାଜ୍ୟ ଶାଖା ସଂଘର୍ଷ…

ଖୁବ୍‌ଶୀଘ୍ର ଫେରିବ ଡାକୋଟା ବିମାନ

ନୂଆଦିଲ୍ଲୀ,୨୪।୪: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଉଡ଼ାଇଥିବା ଡାକୋଟା ବିମାନ ଚଳିତ ବର୍ଷ ଶେଷ ସୁଦ୍ଧା ଭୁବନେଶ୍ୱର ଫେରିବ ବୋଲି ଆଶା କରାଯାଉଛି। ଏବେ ବିମାନଟି ଅଚଳ ଅବସ୍ଥାରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ପଡ଼ିରହିଛି। ଏହାକୁ…

ଶୌଚାଳୟଠାରୁ ଛୋଟ ଅଫିସରେ ୧୭୬୪ କୋଟି କାରବାର

ମୁମ୍ବାଇ, ୨୪।୪: ଅଫିସ୍‌ର ଆକାର ଘର ଶୌଚାଳୟଠାରୁ ବି ଛୋଟ କିନ୍ତୁ କାରବାର ୧,୭୬୪ କୋଟିର। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ମହାରାଷ୍ଟ୍ରରେ ଏଭଳି ଏକ ଅଫିସ୍‌କୁ ଠାବ କରିଛି ଜିଏସ୍‌ଟି ଡିପାର୍ଟମେଣ୍ଟ। ମାତ୍ର ୩୫ ବର୍ଗଫୁଟ୍‌ର ଏହି କାର୍ଯ୍ୟାଳୟରେ ଚଢ଼ାଉ…

ପ୍ରାଣନାଶକ ସୂକ୍ଷ୍ମ ବାୟୁ ପ୍ରଦୂଷକ: ଘଣ୍ଟାଏରେ ହୋଇପାରେ ହୃଦ୍‌ଘାତ

ନୂଆଦିଲ୍ଲୀ, ୨୪।୪: ସମ୍ପ୍ରତି ବାୟୁ ପ୍ରଦୂଷଣର ବିପଜ୍ଜନକ ସ୍ତର ବୈଶ୍ୱିକସ୍ତରରେ ଚିନ୍ତାର ବିଷୟ। ପ୍ରଦୂଷିତ ବାୟୁକୁ ନିଃଶ୍ୱାସପ୍ରଶ୍ୱାସରେ ଗ୍ରହଣ କଲେ କିଛି ସମୟ ମଧ୍ୟରେ ତାହା ପ୍ରାଣନାଶକ ସାଜିପାରେ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏୟାର କ୍ୱାଲିଟି ଗାଇଡ୍‌ଲାଇନ୍‌ ଅନୁସାରେ ଧାର୍ଯ୍ୟ…

ଚିନ୍ତା ବଢାଇଲାଣି ରାଜଧାନୀର ସଂକ୍ରମଣ, ୨୪ ଘଣ୍ଟାରେ ୧୦୯୪ ନୂଆ ସଂକ୍ରମିତ, ୨ ମୃତ

ନୂଆଦିଲ୍ଲୀ,୨୪ ।୪: ରାଜଧାନୀରେ ଦ୍ରୁତ ଗତିରେ ବଢି ଚାଲିଥିବା କରୋନା ସଂକ୍ରମଣ ଚିନ୍ତା ବଢାଇଲାଣି । ଗତ ୨୪ ଘଣ୍ଟାରେ ୧୦୯୪ ନୂଆ ସଂକ୍ରମିତ ଚିହ୍ନଟ ହେବା ଏକ ରେକର୍ଡ ବୋଲି କୁହାଯାଉଛି । ଏହାସହ ଗତ ୨୪ ଘଣ୍ଟାରେ କରୋନା…

ସୀମା ଅତିକ୍ରମ କରିବାରେ କୁଣ୍ଠାବୋଧ କରିବୁ ନାହିଁ: ରାଜନାଥ

ଗୁଆହାଟୀ,୨୪।୪: ସୀମା ଆରପଟୁ ଭାରତକୁ ଟାର୍ଗେଟ କରୁଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଣ୍ଠାବୋଧ କରିବୁ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର କହିଛନ୍ତି। ଗୁଆହାଟୀଠାରେ ୧୯୭୧ ଭାରତ-ପାକ୍‌ ଯୁଦ୍ଧର ସୈନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଉଦ୍‌ବୋଧନ…

ଦିଲ୍ଲୀରେ ସଂକ୍ରମଣ ଆର୍‌ ଭାଲ୍ୟୁ ୨.୧

ନୂଆଦିଲ୍ଳୀ,୨୪।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବା ସହ ରିପ୍ରଡକ୍ଟିଭ୍‌ ଭାଲ୍ୟୁ (ଆର୍‌ ଭାଲ୍ୟୁ) ୨.୧କୁ ବୃଦ୍ଧି ପାଇଛି। କମ୍ପ୍ୟୁଟେଶନାଲ ମଡେଲ ଜରିଆରେ ଉକ୍ତ ଅଧ୍ୟୟନ କରାଯାଇଥିବାବେଳେ ଏହି ମଡେଲକୁ ଆଇଆଇଟି ମାଡ୍ରାସର ଗଣିତ ଏବଂ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଫର୍‌…

ଜାହାଙ୍ଗୀରପୁରୀ ହିଂସା: ଜେଲ ଗଲେ ୪

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ମାମଲାର ୫ ମୁଖ୍ୟ ଅଭିଯୁକ୍ତଙ୍କୁ ଅଦାଲତ ୮ ଦିନ ପାଇଁ ପୋଲିସ ରିମାଣ୍ଡରେ ଛାଡ଼ିଛନ୍ତିି। ଏହା ବ୍ୟତୀତ ଅନ୍ୟ ୪ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ମୁଖ୍ୟ ଅଭିଯୁକ୍ତ ଅନ୍‌ସାର,…

ତ୍ରିରଙ୍ଗା ଉଡ଼ାଇ ରେକର୍ଡ

ଜଗଦୀଶପୁର,୨୪।୪: ବିହାରର ଜଗଦୀଶପୁରରେ ଶନିବାର ୭୭,୭୦୦ ଲୋକ ଏକସଙ୍ଗେ ଭାରତୀୟ ଜାତୀୟ ପତାକା (ତ୍ରିରଙ୍ଗା) ଉଡ଼ାଇ ୧୮ ବର୍ଷ ପୂର୍ବେ ପାକିସ୍ତାନ କରିଥିବା ରେକର୍ଡକୁ ଭଙ୍ଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଉପସ୍ଥିତ ଥିଲେ। ୧୮୫୭ ବିଦ୍ରୋହର…

ସଂଳାପ ଲେଖକ ଜନ୍‌ ପଲ୍‌ଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୪: ପ୍ରଖ୍ୟାତ ମାଲାୟଲମ ସଂଳାପ ଲେଖକ ଜନ୍‌ ପଲ୍‌ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ କାରଣରୁ ବହୁ ରୋଗରେ ଜନ୍‌ ଆକ୍ରାନ୍ତ ଥିଲେ ଜନ୍‌। ତେବେ ନିଶ୍ୱାସ ନେବାରେ ଅସୁବିଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?