ଦିଲ୍ଲୀରେ କରୋନା ନୁହେଁ ଅନ୍ୟ କାରଣରୁ ହୋଇଛି ୭୦ ପ୍ରତିଶତ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ,୨୪ ।୪: ରାଜଧାନୀ ଦିଲ୍ଲୀରେ ଅଧିକାଂଶ ମୃତ୍ୟୁ ପଛରେ କରୋନା ଏକ ସଂଯୋଗ ଥିଲା । ଡେଥ ଅଡିଟ କମିଟିର ଏକ ରିପୋର୍ଟ ଅନୁଯାୟୀ, ରାଜଧାନୀର ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଲୋକଙ୍କର ଯେତେବେଳେ ଚିକିତ୍ସା ସମ୍ପର୍କିତ କାଗଜପତ୍ରର ସମୀକ୍ଷା କରାଗଲା ସେତେବେଳେ ଜଣାପଡିଲା କି ଖୁବ୍ କମ୍ ଲୋକଙ୍କ ମୃତ୍ୟୁ କରୋନା ସଂକ୍ରମଣର ପ୍ରାଥମିକ କାରଣ ଥିଲା ।
ଅଧିକାଂଶ ମୃତକଙ୍କ ପଛରେ କରୋନା ସଂକ୍ରମଣ ଏକ ସଂଯୋଗ ଥିଲା । ଭିନ୍ନ ଭିନ୍ନ ଘଟଣାରେ ବି ଆହତଙ୍କର ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରୁ କେତେଜଣ କରୋନା ସଂକ୍ରମିତ ଥିଲେ । ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀରୁ ଏପର୍ଯ୍ୟନ୍ତ ପ୍ରାୟ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶଙ୍କ ମୃତ୍ୟୁ ପଛରେ କରୋନା ସଂକ୍ରମଣ କାରଣ ରହିଛି । ହେଲେ ୭୦ ପ୍ରତିଶତ ମୃତ୍ୟୁ ଅନ୍ୟ କାରଣ ଯୋଗୁ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି । ରିପୋର୍ଟର ସୂଚନା ଅନୁଯାୟୀ, ଜାନୁୟାରୀରୁ ୧୮ ଏପ୍ରିଲ ମଧ୍ୟରେ ଦିଲ୍ଲୀରେ ୯୦୫ଜଣଙ୍କ ମୃତ୍ୟୁ ହୋଇଛି । ଏଥିମଧ୍ୟରୁ ୨୨୭ ଜଣଙ୍କ ମୃତ୍ୟୁ କରୋନା ସଂକ୍ରମଣ କାରଣରୁ ହୋଇଛି । ବାକି ୬୮୧ ଜଣଙ୍କ ମୃତ୍ୟୁ କରୋନା ସଂକ୍ରମଣ ମୁଖ୍ୟ କାରଣ ନୁହେଁ ବୋଲି କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୪,୩୫୫ ପ୍ରବାସୀ ଭାରତୀୟଙ୍କ ଜୀବନ ନେଇଛି କରୋନା

ନୂଆଦିଲ୍ଲୀ,୧୧।୮: ମହାମାରୀ କରୋନାରେ ୮୮ଟି ଦେଶରେ ୪, ୩୫୫ ପ୍ରବାସୀ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସାଉଦି ଆରବରେ ସର୍ବାଧିକ ୧୨୩୭ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା...

ପ୍ରେମିକାଙ୍କୁ ବିବାହ କରିବା ପାଇଁ ହତ୍ୟାକାରୀଙ୍କୁୁ ହାଇକୋର୍ଟଙ୍କ ୧୫ ଦିନିଆ ପାରୋଲ…

ବେଙ୍ଗାଲୁରୁ,୪।୪ : କର୍ନାଟକ ହାଇକୋର୍ଟ ଜଣେ ହତ୍ୟାକାରୀଙ୍କୁ ୧୫ ଦିନ ପାଇଁ ପାରୋଲରେ ମୁକ୍ତ କରିବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ସେ...

କଂଗ୍ରେସକୁ ବଡ଼ ଝଟ୍‌କା

ପାଣାଜୀ,୨୭।୯: ଗୋଆରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ ଝଟ୍‌କା ଲାଗିଛି। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଲୁଇଜିନୋ ଫାଲେଇରୋ କଂଗ୍ରେସ...

ପଞ୍ଚାୟତିରାଜ ଦିବସରେ ସ୍ବାମିତ୍ୱ ଯୋଜନା ଘୋଷଣା କଲେ ମୋଦି

ନୂଆଦିଲ୍ଲୀ,୨୪।୪: ରଷ୍ଟ୍ରୀୟ ପଞ୍ଚାୟତି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ପଞ୍ଚାୟତର ମୁଖ୍ୟଙ୍କୁ ଶୁକ୍ରବାର ସମ୍ବୋଧିତ କରିଛନ୍ତି। କରୋନା ଭାଇରସ୍‌ ସହ ମୁକାବିଲା ପାଇଁ...

କୁନାଲଙ୍କ ଯାତ୍ରା ଉପରେ ୪ ଏୟାର ଲାଇନ୍ସର କଟକଣା

ଚଣ୍ଡିଗଡ଼,୩୦ା୧: ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ କାମରାଙ୍କ ବିମାନଯାତ୍ରା ଉପରେ ଇଣ୍ଡିଗୋ ପକ୍ଷରୁ ୬ ମାସ ପାଇଁ ଲଗାଯାଇଥିବା କଟକଣାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)...

ସ୍କ୍ରାପ ବିକ୍ରି କରି ୧୪୦ କୋଟିରୁ ଅଧିକ ଟଙ୍କା ଆୟ କଲା ଉତ୍ତର ପଶ୍ଚିମ ରେଲଓ୍ବେ…

ଜୟପୁର,୧୧।୧୨ : ସ୍କ୍ରାପରୁ କୋଟି କୋଟି ଟଙ୍କା ଆୟ କରିଛି ରେଲଓ୍ବେ। ଉତ୍ତର ପଶ୍ଚିମ ରେଲଓ୍ବେ ସ୍କ୍ରାପ ବିକ୍ରି କରି ୧୪୦କୋଟିରୁ ଅଧିକ ଆୟ ସଂଗ୍ରହ...

ଖୁସି ଖବର: ଖୁବ୍‌ଶୀଘ୍ର କରୋନା ଟିକା ଆଣିବ ‘ଅଷ୍ଟ୍ରାଜେନେକା’

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ପ୍ରତିଦିନ ବହୁ ସଂଖ୍ୟାରେ ଲୋକ ଏଥିରେ ମୃତ୍ୟୁବରଣ କରୁଛନ୍ତି। ଏହାକୁ ନିୟନ୍ତ୍ରଣ କରିବାର କୌଣସି ଉପାୟ...

ଜ୍ଞାନବ୍ୟାପି ମାମଲାର ଶୁଣାଣି ଶୁକ୍ରବାର, ନିମ୍ନ ଅଦାଲତଙ୍କ ପ୍ରକ୍ରିୟା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ/ବାରାଣସୀ, ୧୯।୫ : ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର କମ୍ପ୍ଲେକ୍ସରେ ଅବସ୍ଥିତ ଜ୍ଞାନବ୍ୟାପି ମସଜିଦରେ ଶିବଲିଙ୍ଗଙ୍କ ଦାବିକୁ ନେଇ ବିବାଦ ଜାରି ରହିଛି। ଅପରପକ୍ଷରେ ଜ୍ଞାନବ୍ୟାପି...

Advertisement
Archives

Model This Week