ଆଜି କର୍ତ୍ତବ୍ୟ ପଥର ଉଦଘାଟନ କରିବେ ମୋଦି, ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମାର ହେବ ଉନ୍ମୋଚନ
ନୂଆଦିଲ୍ଲୀ,୮ ।୯: ଆଜିଠାରୁ ବଦଳିଯିବ ରାଜପଥର ନାମ । ବିଜୟ ପଥ ଓ ଇଣ୍ଡିଆ ଗେଟ ଯେଉଁ ସଡ଼କକୁ ସଂଯୋଗ କରୁଛି ସେହି ରାଜପଥ ଆଜିଠାରୁ ଇତିହାସ ହୋଇଯିବ । ପାଖାପାଖି ୩ କିଲୋମିଟର ଲମ୍ବା ଏହି ରାଜପଥ ଏବେ ନୂଆ…
ଅତ୍ୟଧିକ ଆଣ୍ଟିବାୟୋଟିକ୍ ବ୍ୟବହାର କରୁଛନ୍ତି ଭାରତୀୟ: ଲାନ୍ସେଟ୍
ନୂଆଦିଲ୍ଲୀ, ୭ା୯: କୋଭିଡ୍-୧୯ ମହାମାରୀବେଳେ ଡୋଲୋ-୬୫୦ ଟାବ୍ଲେଟ୍ର ବହୁଳ ବ୍ୟବହାର ବିତର୍କକୁ ଆସିଥିବାବେଳେ ଏବେ ଭାରତୀୟଙ୍କ ଆଣ୍ଟିବାୟୋଟିକ୍ ଔଷଧ ସେବନ ଉଦ୍ବେଗଜନକ ହୋଇଛି। ୨୦୧୯ରେ ଭାରତରେ ବ୍ୟବହୃତ ଟାବ୍ଲେଟ୍ ମଧ୍ୟରୁ ସର୍ବାଧିକ ହେଉଛି ଆଜିଥ୍ରୋମାଇସିନ୍। ଏ ନେଇ ଲାନ୍ସେଟ୍ ରିଜିଓନାଲ ହେଲ୍ଥ…
‘କଂଗ୍ରେସ ପାଇଁ ଐତିହାସିକ ମୁହୂର୍ତ୍ତ’
ନୂଆଦିଲ୍ଲୀ,୭।୯: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବୁଧବାର ‘ଭାରତ ଯୋଡ ଯାତ୍ରା’କୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। ବୁଧବାର କଂଗ୍ରେସ ପକ୍ଷରୁ ‘ଭାରତ ଯୋଡ ଯାତ୍ରା’ କନ୍ୟାକୁମାରୀରୁ ଆରମ୍ଭ ହୋଇଛି। ଏହି ଅବସରରେ ସୋନିଆ ଗାନ୍ଧୀ ଏକ ଭାବପ୍ରବଣ…
ସୋନାଲିଙ୍କ ପରିବାରକୁ ଭେଟି ସିବିଆଇ ତଦନ୍ତ ଦାବି କଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ, ୭।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିବଂଗତ ଭାଜପା ନେତ୍ରୀ ସୋନାଲି ଫୋଗାଟଙ୍କ ପରିବାରକୁ ଭେଟିଥିଲେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବନ୍ତ ମନ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ସିବିଆଇ ଦ୍ୱାରା ସୋନାଲି ଫୋଗାଟ ମାମଲାର ତଦନ୍ତ କରାଯିବାକୁ ନେଇ…
ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ
ଶ୍ରୀନଗର,୭।୯:ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଆଉ ଏକ ବଡ଼ ସଫଳତା ମିଳିଛି। ଅନନ୍ତନାଗର ବିଜବେହାରା ଅଞ୍ଚଳର ତାଜିୱାରା ଠାରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କୁ ନିହତ ହୋଇଛନ୍ତି। ଏହାପୂର୍ବରୁ ମଙ୍ଗଳବାର ଅର୍ଥାତ୍ ୬ ସେପ୍ଟେମ୍ବରରେ ମଧ୍ୟ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଅନନ୍ତନାଗରେ ସୁରକ୍ଷା…
କନ୍ୟାକୁମାରୀରୁ କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ ଆରମ୍ଭ
ଚେନ୍ନାଇ,୭।୯: ତାମିଲନାଡୁର କନ୍ୟାକୁମାରୀରୁ କଂଗ୍ରେସର ଉଚ୍ଚାଭିଳାଷୀ ଯାତ୍ରା ‘ଭାରତ ଯୋଡ ଯାତ୍ରା’ ଆରମ୍ଭ ହୋଇଛି। ୩୫୭୦ କିଲୋମିଟରର ଏହି ଦୀର୍ଘ ଯାତ୍ରା ପାଞ୍ଚ ମାସ ମଧ୍ୟରେ ୧୨ଟି ରାଜ୍ୟ ଦେଇ ଗତି କରିବ। ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସର ଅନେକ ବରିଷ୍ଠ…
ଦୋସା ଖାଇ ଟ୍ରୋଲ୍ ହେଲେ ଭାଜପା ଏମ୍ପି
ବେଙ୍ଗାଲୁରୁ,୭।୯: ପ୍ରବଳ ବର୍ଷା ଯୋଗୁ ଦେଶର ସିଲିକନ ସିଟି ବେଙ୍ଗାଲୁରୁର ଅବସ୍ଥା ବେହାଲ ହୋଇପଡିଛି। ଅନେକ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ଉପୁଜିଛି। ଅନେକ କ୍ୟାମ୍ପସ, ରାସ୍ତା ଇତ୍ୟାଦି ପାଣିରେ ଉବୁଟୁବୁ ହେଉଛି। ଏସବୁ ମଧ୍ୟରେ ବେଙ୍ଗାଲୁରୁ ଦକ୍ଷିଣ ଲୋକ ସଭା…
ଶରଦ ପାଓ୍ବାରଙ୍କୁ ଭେଟିଲେ ନୀତୀଶ
ପାଟନା,୭।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିକାଲି ଦିଲ୍ଲୀ ଗସ୍ତରେ ଆସି ବିରୋଧୀ ଦଳର ନେତାଙ୍କ ସହ ସାକ୍ଷାତ କରୁଛନ୍ତି। ଏହି ସାକ୍ଷାତର ମୁଖ୍ୟ କାରଣ ହେଉଛି ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାର ବିଜୟ ରଥକୁ ରୋକିବା ପାଇଁ…
ପିଏମ୍-ଶ୍ରୀ ଯୋଜନାକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
ନୂଆଦିଲ୍ଲୀ,୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପିଏମ୍-ଶ୍ରୀ ଯୋଜନାକୁ ବୁଧବାର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ପିଏମ୍-ଶ୍ରୀ ଯୋଜନା ଅଧୀନରେ ଦେଶର ୧୪,୫୦୦ ବିଦ୍ୟାଳୟର ନବୀକରଣ ନିଷ୍ପତ୍ତି ଅନୁମୋଦନ ହୋଇଛି। ଏଥିରେ କେନ୍ଦ୍ରୀୟ ଏବଂ ନବୋଦୟ ବିଦ୍ୟାଳୟଙ୍କୁ ମଧ୍ୟ…
୭୫ ବର୍ଷ ଧରି ନେତା କେବଳ ରାଜନୀତି କରିଛନ୍ତି, ତେଣୁ ଭାରତ ପଛେଇ ଗଲା…
ହିସାର, ୭।୯ : ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ହରିୟାଣାର ହିସାରରେ ଏକ ସଭାରେ ଯୋଗ ଦେଇ କେତେକ ପ୍ରଶ୍ନ କରିଛନ୍ତି ଯେ ଭାରତରେ ଦାରିଦ୍ର୍ୟତା କାହିଁକି ରହିଛି? ପ୍ରତ୍ୟେକ ପିଲା…
ଦେଶ ଗୃହଯୁଦ୍ଧ ଆଡକୁ ଯାଇପାରେ, କହିଲେ ଅଶୋକ ଗେହଲଟ…
କନ୍ୟାକୁମାରୀ, ୭।୯ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବୁଧବାର କେନ୍ଦ୍ର ସରକାର ଏବଂ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି କହିଛନ୍ତି ଯେ ଦେଶରେ ଜାତି ଓ ଧର୍ମ ନାମରେ ଘୃଣା ବ୍ୟାପିବାରେ ଲାଗିଛି ଏବଂ ଯଦି ଏହି ପରିସ୍ଥିତିକୁ…
ଦିନରେ ସ୍ବପ୍ନ ଦେଖିବାକୁ କାହାକୁ ମନା ନାହିଁ, ନୀତୀଶଙ୍କ ବିବୃତ୍ତିର ଉତ୍ତର ଦେଲେ ରବିଶଙ୍କର…
ନୂଆଦିଲ୍ଲୀ, ୭।୯ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କ ପକ୍ଷରୁ କରାଯାଉଥିବା ପ୍ରସ୍ତୁତି ନେଇ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବୁଧବାର ବିରୋଧୀ ନେତାଙ୍କ ଉପରେ ବର୍ଷିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ…

