ଜାତୀୟ

ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ଆତ୍ମହତ୍ୟା କଲେ

ନୂଆଦିଲ୍ଲୀ,୨୮।୫: ଉତ୍ତରାଖଣ୍ଡ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ବହୁଗୁଣା ତାଙ୍କ ନାତୁଣୀଙ୍କୁ ଅସଦାଚରଣ କରିଥିବା ନେଇ ତାଙ୍କ ବୋହୂ ଅଭିଯୋଗ ଆଣିଥିଲେ। ଏଥିରେ ମାନସିକ ଭାରସାମ୍ୟ ହରାଇ ରାଜେନ୍ଦ୍ର ବୁଧବାର ଏକ ପାଣିଟାଙ୍କି ଉପରେ ଚଢ଼ି ନିଜକୁ ଗୁଳିକରି ହତ୍ୟା…

୨୮ କୋଟିର କୋକେନ୍‌ ଚୋରା ଚାଲାଣ: ୨ ମହିଳା ଗିରଫ

ନୂଆଦିଲ୍ଲୀ,୨୮।୫: ଉଗାଣ୍ଡାର ଦୁଇ ମହିଳା ୨୮ କୋଟି ଟଙ୍କାର କୋକେନ୍‌ ଚୋରା ଚାଲାଣ କରୁଥିବାବେଳେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସେମାନଙ୍କୁ ଗିରଫ କରାଯାଇଛି। ଦୁଇ ମହିଳା କୋକେନ୍‌ କ୍ୟାପ୍‌ସୁଲଗୁଡ଼ିକୁ ଗିଳି ଦେଇଥିବାବେଳେ ସେମାନଙ୍କ ପାକସ୍ଥଳୀରେ ଏହି କୋକେନ ଥିବା ପୋଲିସ…

ଗୁଜରାଟ ବନ୍ଦରରୁ ୫୦୦ କୋଟିର କୋକେନ୍‌ ଜବତ

ଗାନ୍ଧୀନଗର,୨୮।୫: ଅପରେଶନ୍‌ ‘ନମ୍‌କିନ୍‌’ ଜରିଆରେ ଇଣ୍ଟେଲିଜେନ୍ସ ଅଧିକାରୀଙ୍କୁ ମିଳିଛି ବଡ଼ ସଫଳତା। ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ୫୨ କିଲୋଗ୍ରାମର କୋକେନ ଜବତ କରିଛି ସ୍ବତନ୍ତ୍ର ଗୋଇନ୍ଦା ବିଭାଗ। ଏହାର ବଜାର ମୂଲ୍ୟ ୫୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଲୁଣ…

ଅକାରଣେ ମାସେ ଜେଲ

ମୁମ୍ବାଇ/ନୂଆଦିଲ୍ଲୀ,୨୮ା୫: କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍‌ ଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କ ନାଟକୀୟ ଗିରଫଦାରି ଆରମ୍ଭରୁ ଚର୍ଚ୍ଚିତ ଥିଲା। ଏହି ମାମଲାରେ ସବୁଠୁ ବିବାଦୀୟ ଥିଲେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ତତ୍କାଳୀନ ଜୋନାଲ ଡାଇରେକ୍ଟର ସମୀର…

ନଦୀକୁ ଖସିଲା ଗାଡ଼ି: ୭ ଯବାନ ମୃତ

ନୂଆଦିଲ୍ଲୀ,୨୮।୫ (ପି.ଟି.): ଲଦାଖର ଟୁକ୍‌ଟୁକ୍‌ ସେକ୍ଟରରେ ଶୁକ୍ରବାର ସକାଳେ ସୈନ୍ୟବାହିନୀର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଶ୍ୟୋକ ନଦୀକୁ ଖସିପଡ଼ିବାରୁ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୧୯ ଜଣ ଆହତ ହୋଇଛନ୍ତି। ୨୬ ସୈନ୍ୟଙ୍କୁ ନେଇ ଯାଉଥିବା…

ୟାସିନ ମଲିକଙ୍କ ସଜାକୁ ନେଇ ଇସଲାମିକ ସଙ୍ଗଠନ ଉଠାଇଥିବା ପ୍ରଶ୍ନର କଡା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮ ।୫: ଭାରତ ଶୁକ୍ରବାର ସ୍ପଷ୍ଟ କରିଛି ଯେ ୟାସିନ ମଲିକଙ୍କ ମାମଲାରେ ଇସଲାମିକ ସହଯୋଗୀ ସଙ୍ଗଠନ(ଓଆଇସି) ଦେଉଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଓଆଇସିର ସ୍ୱତନ୍ତ୍ର ସ୍ଥାୟୀ ମାବାଧିକାର…

ଓ୍ବାଙ୍ଖଡେଙ୍କ ଅଡ଼ୁଆ ବଢ଼ିଲା, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଲାଗି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ମୁମ୍ବାଇ,୨୭।୫: ମୁମ୍ବାଇ କ୍ରୁସ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ କ୍ଲିନ୍‌ଚିଟ୍‌ ମିଳିବା ପରେ ପୂର୍ବତନ ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ଅଡ଼ୁଆ ବଢ଼ିଛି। ମାମଲାରେ ଉଚିତ୍‌ ତଦନ୍ତ ହୋଇ ନ ଥିବାରୁ ୱାଙ୍ଖଡ଼େଙ୍କ ବିରୋଧରେ…

ଫାରୁକ ଅବଦୁଲ୍ଲାଙ୍କୁ ଇଡିର ସମନ

ଶ୍ରୀନଗର,୨୭।୫: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କୁ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏକ ସମନ ପଠାଇଛି। ଇଡି ଫାରୁକଙ୍କୁ ମେ’୩୧ରେ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ ସମନ ଜାରି କରିଛି। ସୂଚନାଯୋଗ୍ୟ, ୨୦୨୦ରେ ମନି…

ଅନୀଲ ଦେଶମୁଖ ଆଇସିୟୁରେ ଭର୍ତ୍ତି

ମୁମ୍ବାଇ,୨୭।୫: ଜେଲ୍‌ରେ ଥିବା ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଶୁକ୍ରବାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଶୁକ୍ରବାର ଅନୀଲଙ୍କ ଛାତିରେ ଯନ୍ତ୍ରଣା ହେବା ସହ ଉଚ୍ଚ ରକ୍ତ ଚାପ ଓ କାନ୍ଧରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କୁ…

ଗୋବର ବିକି ସ୍ବାମୀଙ୍କୁ ୮୦ ହଜାର ଟଙ୍କା ମୂଲ୍ୟର ବାଇକ୍‌ ଭେଟିଦେଲେ ଏହି ମହିଳା

ରାୟପୁର,୨୭।୫: ଗୋବର ବିକ୍ରି କରି ସ୍ବାମୀଙ୍କୁ ୮୦ ହଜାର ଟଙ୍କାର ଏକ ବାଇକ୍‌ କିଣି ଦେଇଛନ୍ତି ଜଣେ ମହିଳା। ଛତିଶଗଡ଼ର ଏହି ମାମଲା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାଜଣଙ୍କ ହେଲେ ନୀଳିମା ଦେବଙ୍ଗନ। ସେ ଛତିଶଗଡ଼ ମାଙ୍ଗାନାରର ବାସିନ୍ଦା।…

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ୫୮ତମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ-ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୭।୫: ଦେଶର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ୫୮ତମ ପୁଣ୍ୟତିଥି ଶୁକ୍ରବାର ପାଳନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶୁକ୍ରବାର ସକାଳେ ପଣ୍ଡିତ ଜବାହାରଲାଲ…

ନଦୀକୁ ଖସିଲା ଯବାନଙ୍କୁ ନେଇ ଯାଉଥିବା ବସ୍‌

ଲେହ,୨୭।୫: ଲଦାଖର ତୁରତୁକ ସେକ୍ଟରରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨୬ଜଣ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‌ ଭାରସାମ୍ୟ ହରାଇ ଶ୍ୟୋକ ନଦୀରେ ଖସିପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୭ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri